"ପୃଷ୍ଠା:Kathalahari (RN Das, 1927) opt.pdf/୪୬" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
No edit summary
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଥୋଇଦେଲେ । ନେଉଳଭାଇ ଘରେ ଶୋଇଥାଏ, ଏଣେ ଏ ବଳଦିୟାଏ ଉଠିଲେ, ପଟ ବଦଳଉପରେ ନଦିଲାବେଳକୁ ଅଙ୍ଗାରପଟ ଉଶ୍ୱାସ ଲାଗିଲା । ଏମାନେ କହିଲେ ଆରେ ଆରେ ଆମକୁ ନେଉଳ ଠକି ଦେଇ ଗଲା । ବାଡ଼େଇ କଚାଡ଼ି ହେଲେ ରହିଲେ, ଆଉ ନେଉଳକୁ ପାଇଲେ ନାହିଁ । ରାତି ପାହିଲା, ଏ ଛ ଭାଇ ଉଠିଲେ, କହିଲେ,
ଥୋଇଦେଲେ । ନେଉଳଭାଇ ଘରେ ଶୋଇଥାଏ, ଏଣେ ଏ ବଳଦିୟାଏ ଉଠିଲେ, ପଟ ବଳଦଉପରେ ନଦିଲାବେଳକୁ ଅଙ୍ଗାରପଟ ଉଶ୍ୱାସ ଲାଗିଲା । ଏମାନେ କହିଲେ ଆରେ ଆରେ ଆମକୁ ନେଉଳ ଠକି ଦେଇ ଗଲା । ବାଡ଼େଇ କଚାଡ଼ି ହେଲେ ରହିଲେ, ଆଉ ନେଉଳକୁ ପାଇଲେ ନାହିଁ । ରାତି ପାହିଲା, ଏ ଛ ଭାଇ ଉଠିଲେ, କହିଲେ,
କିରେ ନେଉଳଭାଇ! କଣ ଆଣିଲୁ ? ନେଉଳଭାଇ କ‌ହିଲା ଅଙ୍ଗାରପଟକୁ ଟଙ୍କା ପଟେ ଆଣିଲି । ଏ ଛ ଭାଇ କ‌ହିଲେ ଆମ ଘର ଆମେ ପୋଡ଼ି ଦେବା କି ଟଙ୍କା ଆଣିବା, ନେଉଳଭାଇ କ‌ହିଲା ପୋଡ଼, ମୁଁ କଣ ତମକୁ ନାହିଁ କରୁଚି? ଏମାନେ ନିଜ ଘର ସବୁ ପୋଡ଼ିଦେଲେ, ଅଙ୍ଗାର ବାଛି ଛ ପଟ ସଲେଇ କଲେ; ବଳଦ ଉପରେ ଲଦିଲେ, ନେଇକରି ଗଲେ । ନେଉଳଭାଇକି ପଚାରିଲେ ନେଉଳଭାଇ, ତୁ କଣ ଡ଼ାକିକରି ବିକ୍ରୀ କଲୁ ? ନେଉଳଭାଇ ମିଛରେ କ‌ହିଲା,

ଥୋଇଦେଲେ । କେ ଉଲଗ୍ଇ ଘରେ ଶୋଇଥାଏ, ଏଣେ ଏ । ବଳଦୟା ଏ ଉଠିଲେ, ପ୪ ବଳରେ ନୟ ଲବଳକୁ ଅଙ୍ଗାରପ୫ ଭଣ୍ସ ଲିଲେ । ଏମ।ନେ କହିଲେ ଅରେ ୯ରେ ଅମକୁ
ନେଉଳ ୦କ ଦେଇ ଚଲ । ବାଡ଼େଇ କସ୍କୃତ ହେଲେ ରହିଲେ, ଧଉ ନେଉଳକୁ ପାଇଲେ ନାହିଁ । ଘୃଢ ପଦଲ, ଏ & ଘଇ ଉଠିଲେ, କଲେ, କିରେ ନେଉଳଇ । କଣ ଅନ୍ତେ ? ନେଭଳଇ କହ୍ନ ଅଙ୍ଗର କୁ ୪ବା ପ ଅଣିଲ । ଏ ଛୁ ସ୍କୁଲ କଲେ ଅମ ଘର ଅମେ ପୋଡ଼ି ଦେବା « ଅଣକ !, ନେଉଳଟ୍ଟଇ କଲ ଡ, ମୁଁ କଣ ତମକୁ ନାହିଁ । ରୁତ ? ଏମାନେ ଜକ ଘର ପରୁ cleଦେଲେ, ଅଙ୍ଗାର ବାଛୁ ଛି ପସିଲେଇ କଲେ; କଳଦ ଉପରେ ଲଦଲେ, ନେଇ କଣ ଗଲେ ! ନେଉଳଘୁଇକ ପରେ ନେ ମୂଳର୍ଭ, ଭୁ କଣ ଜାକର ବ କଲୁ ?
ନେଉଳଇ ମିଛରେ କହିଲି, ମୁଁ କହିଲ ଅଙ୍ଗାର ୬୫ କିଏ ନେକ ରେ, 5ଙ୍କ ପ: କଏ କ ରେ ? ଏମାନେ ନେଇ ପଇଥା ଜାକଲେ । କିଏ କାହିଁକି ଅଙ୍ଗାର ଗୃଡ଼ାକ ନେବ । Q ଅଣ ଅଣକର କିଏ କେମନ୍ତେ କିଣିଲ, ଆଉ କେହି ନେଲେ ନାହିଁ । ଏମନ ର ଛ ନ ରହି ଫେରି ଆସି ଲେ । ନେଉଳଇ <କଠା ତୋଲ ଦେଉ କ ଢେଈ କୃସି ର । ଏ ଛ ଘୁକ କସିଲେ ରକ ରହ, ଅକ ନେଉଳଉଇକି ପ୪ ରେ ସିଲେଇ କର ପଣକି ପକେଇ
ଦେବା ଯେ ଏକାନ କେ ସିବ । ନେଊଳକୁ ଡାକ ନେଲେ, ବୋ8!ଏ । ପ୪ ଅଣିଲେ, କହିଲେ ଏଥିରେ ପନ୍ତୁ, ଦେଖ୍ କେତେ ଧନ ସମଇବ ? ନେଉଳ ପଇ, ଏମାନେ କଣ କଲେ, ନେଉଳଭୂଇ ଯୋଉଠୁ ପଶିଗଲ, ପ୪ କୁ ସିଲେଇ କରି ଦେଲେ, ନଈକି ଫୋପାଡ଼ ଦେଲେ । ସେଠାରେ ଗୋଟିଏ ଗଉଡ଼ ଗାଈ କଟିଥାଏ, ଭିକୁ ।