"ପୃଷ୍ଠା:Kathalahari (RN Das, 1927) opt.pdf/୪୭" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଡ଼ାକି ନେଉଳଭାଇ କ‌ହିଲା, ହେ ମୋତେ ମୋ ଭାଇମାନେ ବିଭା କରିବାକୁ ନେଇ ଯାଉଛନ୍ତି, ମୁଁ ଅଇଛିକା ବିଭା ହେବିନାହିଁ । ତୁ ମତେ ଏଥିରୁ ବାହାର କରି ଦେ, ତୁ ପଶ ଯେ ତୁ ବିଭା ହେବୁ । ଗଉଡ଼ ଆଉ ଏତେ କଥା ଜାଣିଚି, ଗଉଡ଼ ବାହାର କରିଦେଲା ନେଉଳଭାଇକି, ସେଥିରେ ନିଜେ ପଶିଲା । ନେଉଳ କଣ କଲା ଗଉଡ଼କୁ ନଈକି ଫୋପାଡ଼ି ଦେଲା, ତାର ଗାଈ ପଳକ ଘିତିଲା, ଘରକୁ ଆସିଲା । ଏ ଛା ଭାଇଯାକ ଦେଖି କାବା ହୋଇଗଲେ; ପଚାରିଲେ, ହଇରେ ତୁ ଏ ଗାଈ କୋଉଠୁ ଆଣିଲୁ ? ନେଉଳଭାଇ କ‌ହିଲା, ତେମେତ ମତେ ପାଖରେ ପକେଇଦେଇ ଆସିଲ, ବ‌ହୁତ ଦୂରରେ ପକାଇ ଦେଇଥିଲେ ବେଶି ଗାଈ ଆଣିଥାନ୍ତି । ଏମାନେ କ‌ହିଲେ ହେ ନେଉଳଭାଇ । ଆମକୁ ତୁ ପଟରେ ପୂରାଇ ନଈକି ଫୋପାଡ଼ି ଦିଅନ୍ତୁ; ନେଉଳଭାଇ କ‌ହିଲା ହଉ ପଶ, ମୁଁ କଣ ମନା କରୁଚି ? ଏ ଛଅ ଭାଇ ଛ' ଟା ପଟରେ ପଶିଲେ, ନେଉଳଭାଇ ପଟମୁହ ସିଲେଇ କରିଦେଲା, ନଈରେ ଖୁବ୍ ଦୂରରେ ଫୋପାଡ଼ି ଦେଲା । ଆସ ଏ ଛ ମା ଯାକ‌ଙ୍କୁ ନେଇ ଘରେ ରଖିଲା, ବିଭା ହେଲା, ଘର ଦୁଆର କଲା ଖୁବ୍ ସୁଖରେ ରହିଲା, ମୁଁ ଗଲାରୁ କଥା ନ କ‌ହିଲା । ମୋ କଥାଟି ସରିଲା ଇତ୍ୟାଦି ।

ଉତ୍କଳ କାବାଣୀ ସଂଗ୍ରହ । ଜାକି ନେଉଳଇ କହିଲ, ଡ୍ ମୋ ଭ୍ରମାନେ ବିସ୍ଥ, କରିବାକୁ ନେଇ ଯାଉଛ, ମୁଁ ଅଇଛୁକା ବଇ ଦେବନାହିଁ । ଭୁ ମତେ ଏ ରୁ ବାହାର କର ଦେ, ଭୁ ପଣ ଯେ ଭୁ ବଇ ଦେବୁ ।
ଉଜ୍ ଆଉ ଏବେ କଥ! ଜାଣିବ, ଗଡ଼ ବାହାର କରିଦେଲ ନେଉଳଘୁଇକି, ସେଥରେ ବିଜେ ପଣି ଲ । ନେଉଳ କଣ କଲ । ଗଉଡ଼ ନଈକି ଫୋପା ଦେଲ, ଜର ଗାଈ ପଳକ ଘା ଭଲ, ଘରକୁ ଆସିଲି । ଏ ଛଅ ଘୂଇଯ୍ୟକ ଦେଖି କାବା ହୋଇଗଲେ, ପରଲେ, ଇରେ ତୁ ଏ ଗାଈ କୋଉ ଅଣନ୍ତୁ ? ନେଉଳଙ୍ଗ ର କଲେ, ତେମେଢ ମତେ ପtଖରେ ପକେଇଦେଇ ଅସିଲ, ଦକ୍ତ ଦୂରରେ ପକାଇ ଦେଇଲେ ବୈଶି ଗାଈ ଅଣିଥାନ୍ତୁ । ଏମାନେ କଲେ ଦେ ନେଉଳଘୁଇ । ଅନ୍ତକୁ ଭୁ ପ୪ ରେ ପ୍ରଗୁଇ ନଈକ ଫୋପାଡ଼ Qଥ; ନେଉଳଘୁଇ କହିଲ ଦଣ ପଣ୍ଡ, ମୁଁ କଣ ମନ କରୁଚ ? ଏ ଛଅ ଘୁଇ ଛି | ଯ୪ ରେ ପଢି ଲେ, ନେଉଳଘଇ ପ୪ ମୃଦ ସିଲେଇ କରେ ଦଳ୍ପ, ନଈରେ ଖୁବ୍ ଦୂରରେ ପେ! diଡ଼ି ଦେଲା । ଧସ ଏ ଛ ମା ଯାକଙ୍କୁ ବି ନଇ ଘରେ ର ସ୍କୁଲ, । ହେଲା, ଘର ଦୁଅର କଲ। ଖୁବ୍ ସୁଖରେ କହିଲା, ମୁଁ ଡଲାରୁ କଥା ନ କହିଲେ । ମୋ କଥା ସରିଲା ଇତ୍ୟାଦି ।
{{Css image crop
|Image = Kathalahari_(RN_Das,_1927)_opt.pdf
|Page = 47
|bSize = 360
|cWidth = 302
|cHeight = 132
|oTop = 449
|oLeft = 29
|Location = center
|Description =
}}