"ପୃଷ୍ଠା:Kathalahari (RN Das, 1927) opt.pdf/୩୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଅଛି ସେଇଠି ପହଞ୍ଚିଲା ଦେଖିଲା ସେ ବନସ୍ତଭିତରେ ଗୋଟିଏ ଘର ଦିଶୁଚି, ଯାଇଁ ସେ ଫୁଲବଗିଚାରେ ରହିଲା । ଅପଣା ଦୁଃଖରେ କାନ୍ଦୁଥାଏ । ରାତି ହେଲାରୁ ରଜାପୁଅ ପୁଅ ଜାଇ ଉଠିଲ ଗାଧୋଇ ଆସି ରାନ୍ଧିଲାବାଢ଼ିଲା, ଖାଇଲାପିଇଲା, ଫୁଲବାରିକି ଗଲବେଳକୁ, ଏ ବସି କାହୁଛିଡାଳିମ୍ବକୁମାର ୟାକୁ ସବୁ ପଚାରିଲା । ଏ କହିଲା ମୁଁ ସେ ଦେଶର ରଜାଝିଅ, ମୋ ପାଇଁ ବରଘର ଲାଗୁଥିଲା; ପଣ୍ଡିତମାନେ ଏପରି ୨ କହିବାରୁ ବାପା ମତେ ବାହାର କରି ଦେଇଛନ୍ତି । ଡାଳିମ୍ବ କୁମାର କହିଲା, ତମରବର ମୁଁ, ବିଧାତା ଘଟଣା କରିଚି, ମୁଁ ଦିନରେ ମରେ, ରାତିକି ବଞ୍ଚେ । ଏହା କହିଲା, ରଜାଝିଅକୁ ଘର ଭିତରକୁ ନେଇଗଲା । ଦିହେଁ ଆନନ୍ଦରେ ରହିଲେ ଖାଇଲେ ପିଇଲେ, ବସିଲେ ଉଠିଲେ । ଦିନକର ରଜାଝିଅ ପଚାରିଲା ଡାଳିମ୍ବକୁମାରକୁ ତମେ କାହିଁକି ଏପରି ହୁଏ, ଦିନରେ ମରି ରାତିରେ ଜୀଅ । ଏ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ରାଜାଝିଅ ଶୁଣି ମନ କଥା ମନେ ରଖିଥାଏ । କେତେଦିନ ଗଲା ଏହାର ଗର୍ଭ ହେଲା ଗୋଟିଏ ପୁଅ ଜନ୍ମ ହେଲା । ପୁଅକୁ ଦି ଚାରି ବର୍ଷ ହୋଇଗଲା, ଦିନକର ଏ କ'ଣ କଲା ପୁଅକୁ ବାପ ପାଖରେ ଛାଡ଼ିଦେଲା, ଗୋଟିଏ ଭଣ୍ଡାରୁଣୀ ବେଶ ଧରି ଟୋକେଇଟିଏ କାଖେଇଲା ପଚାରି ପଚାରିକା ଗଲା, ରଜାଘରକୁ । ଆଗେ ସାନରାଣୀ ପାଖକୁ ଗଲା, ତାଙ୍କୁ ଦଣ୍ଡବତ କଲା, ମନରେ ଜମା ସୁଖ ନାହିଁ, କହିଲା ସେ ଘରେ କୋଉଠି ଅଛନ୍ତି ଦେଖିଖୋଜିକା ବଡ଼ରାଣୀଙ୍କ ପାଖକୁ ଗଲା ତାଙ୍କୁ କହିଲା କେତେଦିନ ହେଲା ନଖ ତୋଳା ହୋଇ ନାହିଁ ଆସ ତୋଳି ଦେଇ ବଡ଼ରାଣୀ ପଚାରିଲେ ତୁ କିଏ? ତୋର ଘର କୋଉଠି? ଏ କହିଲା ମୋ ଘର ଏ ଦେଶରେ ନୁହେଁ, ମୁଁ ତମ ଭଣ୍ଡାରୁଣୀର ମଉଳଝିଅ
ଅଛି, ସେଇଠି ପହୁଞ୍ଚିଲା ଦେଖିଲା ସେ ବନସ୍ତଭିତରେ ଗୋଟିଏ ଘର ଦିଶୁଚି, ଯାଇଁ ସେ ଫୁଲବଗିଚାରେ ରହିଲା । ଆପଣା ଦୁଃଖରେ କାନ୍ଦୁଥାଏ । ରାତି ହେଲାରୁ ରଜାପୁଅ ଜାଇ ଉଠିଲା ଗାଧୋଇ ଆସି ରାନ୍ଧିଲାବାଢ଼ିଲା, ଖାଇଲାପିଇଲା, ଫୁଲବାରିକି ଗଲାବେଳକୁ, ଏ ବସି କାନ୍ଦୁଛିଡାଳିମ୍ବକୁମର ୟାକୁ ସବୁ ପଚାରିଲା । ଏ କହିଲା ମୁଁ ସେ ଦେଶର ରଜାଝିଅ, ମୋ ପାଇଁ ବରଘର ଲାଗୁଥିଲା; ପଣ୍ଡିତମାନେ ଏପରି ୨ କହିବାରୁ ବାପା ମତେ ବାହାର କରି ଦେଇଛନ୍ତି । ଡାଳିମ୍ବକୁମାର କହିଲା, ତମରବର ମୁଁ, ବିଧାତା ଘଟଣା କରିଚି, ମୁଁ ଦିନରେ ମରେଁ, ରାତିକି ବଞ୍ଚେ । ଏହା କହିଲା, ରଜାଝିଅକୁ ଘର ଭିତରକୁ ନେଇଗଲା । ଦିହେଁ ଆନନ୍ଦରେ ରହିଲେ ଖାଇଲେ ପିଇଲେ, ବସିଲେ ଉଠିଲେ । ଦିନକର ରଜାଝିଅ ପଚାରିଲା ଡାଳିମ୍ବକୁମାରକୁ ତମେ କାହିଁକି ଏପରି ହୁଏ, ଦିନରେ ମର ରାତିରେ ଜୀଅ । ଏ ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ସବୁ କହିଗଲା । ରାଜାଝିଅ ଶୁଣି ମନ କଥା ମନେ ରଖିଥାଏ । କେତେଦିନ ଗଲା ଏହାର ଗର୍ଭ ହେଲା ଗୋଟିଏ ପୁଅ ଜନ୍ମ ହେଲା । ପୁଅକୁ ଦି ଚାରି ବର୍ଷ ହୋଇଗଲା, ଦିନକର ଏ କ'ଣ କଲା ପୁଅକୁ ବାପ ପାଖରେ ଛାଡ଼ିଦେଲା, ଗୋଟିଏ ଭଣ୍ଡାରୁଣୀ ବେଶ ଧରି ଟୋକେଇଟିଏ କାଖେଇଲା ପଚାରି ପଚାରିକା ଗଲା, ରଜାଘରକୁ । ଆଗେ ସାନରାଣୀ ପାଖକୁ ଗଲା, ତାଙ୍କୁ ଦଣ୍ଡବତ କଲା, ପଚାରିଲା ବଡ଼ରାଣୀ କୋଉଠି ଅଛନ୍ତି । ସାନରାଣୀର ପୁଅ ମଲାଦିନୁ ମନରେ ଜମା ସୁଖ ନାହିଁ, କହିଲା ସେ ଘରେ କୋଉଠି ଅଛନ୍ତି ଦେଖଖୋଜି୨କା ବଡ଼ରାଣୀଙ୍କ ପାଖକୁ ଗଲା ତାଙ୍କୁ କହିଲା କେତେଦିନ ହେଲା ନଖ ତୋଳା ହୋଇ ନାହିଁ ଆସ ତୋଳି ଦେଇ ବଡ଼ରାଣୀ ପଚାରିଲେ ତୁ କିଏ? ତୋର ଘର କୋଉଠି? ଏ କହିଲା ମୋ ଘର ଏ ଦେଶରେ ନୁହେଁ, ମୁଁ ତମ ଭଣ୍ଡାରୁଣୀର ମଉଳାଝିଅ