"ପୃଷ୍ଠା:Alankara Bodhodaya.pdf/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୨ କ ଧାଡ଼ି: ୨ କ ଧାଡ଼ି:
କୁହାଯାଏ ବୋଲି ଜ୍ଞାନ ହେଲା । ଏହିପରି ଗୋ ଶବ୍ଦର ବାଚ୍ୟାର୍ଥ ଗଳକମ୍ବଳବନ୍ତପିଣ୍ଡ ଓ ଆନୟନ ଶବ୍ଦର ବାଚ୍ୟାର୍ଥ ଆହରଣ, ଏହିପରି ଘଟଶବ୍ଦର ବାଚ୍ୟାର୍ଥ କମ୍ବୁଗ୍ରୀବାଦିମନ୍ତ ଦ୍ରବ୍ୟ, ଏବଂଚ ମନୁଷ୍ୟ ଶବ୍ଦର ବାଚ୍ୟାର୍ଥ ନରବ୍ୟକ୍ତି, ପଟଶବ୍ଦର ବାଚ୍ୟାର୍ଥ ତନ୍ତୁମୟ ପରିଧେୟ ପଦାର୍ଥ, ଇତ୍ୟାଦି ।

କୌଣସି ସ୍ଥଳରେ ପ୍ରସିଦ୍ଧ ପଦର ସମଭିବ୍ୟାହାରରୁ ବାଚ୍ୟାର୍ଥ ବୋଧହୁଏ, ଯଥା, "ପ୍ରଫୁଲ୍ଲ କମଳ ମଧ୍ୟରୁ ମଧୁକର ମଧୁ ପାନ କରୁଅଛି" ଏସ୍ଥଳରେ "ପ୍ରଫୁଲ୍ଲକମଳ" ପଦ ପ୍ରସିଦ୍ଧ ରୂପରେ ଥବାରୁ ମଧୁକର ଶବ୍ଦ ମଦ୍ୟକରକୁ ନବୁଝାଇ ଭ୍ରମର ବ୍ୟକ୍ତିକୁ ବୁଝାଇବାକୁ ଯୋଗ୍ୟ ହେଲା ଏବଂଚ ଆର୍ଯ୍ୟବଚନରୁ (ପ୍ରାମାଣିକ ବଚନରୁ) ଓ ସଂକେତିତାର୍ଥରୁ ମଧ୍ୟ ବାଚ୍ୟାର୍ଥ ବୋଧହୁଏ; ଏହି ସଂକେତ ଜାତିରେ ଓ ଗୁଣରେ ଦ୍ରବ୍ୟରେ ଗ୍ରହଣ କରାଯାଏ, ଯଥା, ଗୋତ୍ୱ ଜାତିରେ ସଂକେତ ଥିବାରୁ ଗୋ ପଦରୁ ଗୌ ର ଜ୍ଞାନ ହୁଏ; ଶୁକ୍ଳ, ରକ୍ତ, ନୀଳ, ପୀତାଦି ଗୁଣରେ ସଙ୍କେତ ଥବାରୁ ଶୁକ୍ଳପଟ, ରକ୍ତଘଟ ଇତ୍ୟାଦି ଜଣାଯାଏ ଏବଂଚ ଶୁକ୍ଳଗୌ ଶବ୍ଦରୁ ରକ୍ତାଦି ଗୌ ର ଅଗ୍ରହଣ ହୁଏ ।
କୌଣସି ସ୍ଥଳରେ ପ୍ରସିଦ୍ଧ ପଦର ସମଭିବ୍ୟାହାରରୁ ବାଚ୍ୟାର୍ଥ ବୋଧହୁଏ, ଯଥା, "ପ୍ରଫୁଲ୍ଲ କମଳ ମଧ୍ୟରୁ ମଧୁକର ମଧୁ ପାନ କରୁଅଛି" ଏସ୍ଥଳରେ "ପ୍ରଫୁଲ୍ଲକମଳ" ପଦ ପ୍ରସିଦ୍ଧ ରୂପରେ ଥିବାରୁ ମଧୁକର ଶବ୍ଦ ମଦ୍ୟକରକୁ ନବୁଝାଇ ଭ୍ରମର ବ୍ୟକ୍ତିକୁ ବୁଝାଇବାକୁ ଯୋଗ୍ୟ ହେଲା ଏବଂଚ ଆର୍ଯ୍ୟବଚନରୁ (ପ୍ରାମାଣିକ ବଚନରୁ) ଓ ସଂକେତିତାର୍ଥରୁ ମଧ୍ୟ ବାଚ୍ୟାର୍ଥ ବୋଧହୁଏ; ଏହି ସଂକେତ ଜାତିରେ ଓ ଗୁଣରେ ଦ୍ରବ୍ୟରେ ଗ୍ରହଣ କରାଯାଏ, ଯଥା, ଗୋତ୍ୱ ଜାତିରେ ସଂକେତ ଥିବାରୁ ଗୋ ପଦରୁ ଗୌ ର ଜ୍ଞାନ ହୁଏ; ଶୁକ୍ଳ, ରକ୍ତ, ନୀଳ, ପୀତାଦି ଗୁଣରେ ସଙ୍କେତ ଥବାରୁ ଶୁକ୍ଳପଟ, ରକ୍ତଘଟ ଇତ୍ୟାଦି ଜଣାଯାଏ ଏବଂଚ ଶୁକ୍ଳଗୌ ଶବ୍ଦରୁ ରକ୍ତାଦି ଗୌ ର ଅଗ୍ରହଣ ହୁଏ ।

ଦ୍ରବ୍ୟ ଶବ୍ଦ ଏକ ବ୍ୟକ୍ତି ବାଚି, ତହିଁରେ ମଧ୍ୟ ସଂକେତ ଗ୍ରହଣ କରାଯାଏ, ଯଥା; ହରି, ହର, ଡିଥ୍‌ଥ, ଡବିଥ୍‌ଥ<ref>* ଡିଥ୍‌ଥଃକାଷ୍ଠମୟୋହସ୍ତୀ, ଡବିଥ୍‌ଥ ସ୍ତନ୍ମୟୋମୃଗଃ</ref> ଇତ୍ୟାଦି ।
ଦ୍ରବ୍ୟ ଶବ୍ଦ ଏକ ବ୍ୟକ୍ତି ବାଚି, ତହିଁରେ ମଧ୍ୟ ସଂକେତ ଗ୍ରହଣ କରାଯାଏ, ଯଥା; ହରି, ହର, ଡିଥ୍‌ଥ, ଡବିଥ୍‌ଥ<ref>* ଡିଥ୍‌ଥଃକାଷ୍ଠମୟୋହସ୍ତୀ, ଡବିଥ୍‌ଥ ସ୍ତନ୍ମୟୋମୃଗଃ</ref> ଇତ୍ୟାଦି ।