"ପୃଷ୍ଠା:Kathalahari (RN Das, 1927) opt.pdf/୨୭" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ବାଦ୍ ଗଉଡଟୋକା ବିଭା ହେଲା, ସୁଖରେ ଘର ଦୁଆର କଲା, ମୁଁ ଗଲାରୁ କଥା ନ କହିଲା । ମୋ କଥା ସରିଲା ଇତ୍ୟାଦି ।
ବାଦ୍ ଗଉଡଟୋକା ବିଭା ହେଲା, ସୁଖରେ ଘର ଦୁଆର କଲା, ମୁଁ ଗଲାରୁ କଥା ନ କହିଲା । ମୋ କଥାଟି ସରିଲା ଇତ୍ୟାଦି ।
{{Css image crop
{{Css image crop
|Image = Kathalahari_(RN_Das,_1927)_opt.pdf
|Image = Kathalahari_(RN_Das,_1927)_opt.pdf
୧୨ କ ଧାଡ଼ି: ୧୨ କ ଧାଡ଼ି:
}}
}}


ଗୋଟିଏ ରାଜାଟିଏ ତାର ଦୁଇ ଭାରିଯା । କହାର କିଛି ସନ୍ତାନ ହେଲ ନାହ । ରଜା ଘର ଚିନ୍ତା କରିଥାନ୍ତୁ, ଖୁବ୍ ଦାନ ଧାନ କରୁ ଥାନ୍ତୁ ବ୍ରେମରୁ ଗୋ୪ ଏ ପୁଅ ହେକ । ଦିନକର କଣେ ସବ୍ଧ ପୁରୁଷ ଅପରେ, ସେ ପଶ୍ଚିଲେ ରକାଙ୍କ ର ଏରେ ଦାନ ଧାନ କାହିଁ ,କ ଦେଉ ? ମନ୍ତ୍ରୀ କହିଲେ ରଜାଙ୍କର କିଛି ସୂଅ ଝ ହେଉନାହିଁ ବୋଲି ଧର୍ମ କରୁ !ବalଢ଼ା ପୁରୁଷ ଛଦ୍ମବେଶରେ ଅସ ଥାନ୍ତୁ । ସେ ରକ ଙ୍କୁ ଡକାଇଲେ, ତାଙ୍କୁ ଗୋ$ଏହାଲମ୍ବ୫ଏ ଦେଇ କହିଲେ, ଏ ପଇ୪ ହମ ଗୁଣୀଙ୍କ ଭଚ୍ଚରୁ ଯେ ସେ ଋଭୂମନ୍ତ୍ରୀ ହେବ, ଋଭୁ ନଦିନ ତାକୁ ଖାଇକାକୁ ଦେବ ୟେ ସେ ଖାଇ ଗଭବ ହେତ୍କରୁ ଗଲା; ସ୍ୱାନ ଗୁଣର ଥରେ ଋଭୁ
ଗୋଟିଏ ରାଜାଟିଏ ତାର ଦୁଇ ଭାରିଯା । କହାର କିଛି ସନ୍ତାନ ହେଲା ନାହ । ରଜା ଭାରି ଚିନ୍ତା କରିଥାନ୍ତି, ଖୁବ୍ ଦାନ ଧ୍ୟାନ କରୁ ଥାନ୍ତି କେମନ୍ତ ଗୋଟିଏ ପୁଅ ହେବ । ଦିନକର ଜଣେ ସିଦ୍ଧ ପୁରୁଷ ଆସିଲେ, ସେ ପଚାରିଲେ ରଜାଙ୍କର ଏତେ ଦାନ ଧ୍ୟାନ କାହିଁକି ହେଉଚି ? ମନ୍ତ୍ରୀ କହିଲେ ରଜାଙ୍କର କିଛି ପୁଅ ଝିଅ ହେଉନାହିଁ ବୋଲି ଧର୍ମ କରୁଚନ୍ତି ବିଧାତା ପୁରୁଷ ଛଦ୍ମବେଶରେ ଆସ ଥାନ୍ତି । ସେ ରାଜାଙ୍କୁ ଡକାଇଲେ, ତାଙ୍କୁ ଗୋଟିଏଡ଼ାଳିମ୍ବଟିଏ ଦେଇ କହିଲେ, ଏ ଫଳଟି ନିଅ ତମ ରାଣୀଙ୍କ ଭିତରୁ ଯେ ଆଗେ ଋତୁମତୀ ହେବ, ଋତୁସ୍ନାନଦିନ ତାକୁ ଖାଇବାକୁ ଦେବ ୟେ ସେ ଖାଇ ଗର୍ଭବତୀ ହେବକିଛି ଦିନ ଗଲା; ସାନ ରାଣୀର ଆଗେ ଋତୁ ହେଲା । ରଜା ତାକୁ ସେ ଡାଳିମ୍ୱ ଫଳଟି ଦେଲେ, ସେ ଖାଇ ଗର୍ଭବତୀ ହେଲା । ବଡ ରାଣୀ ସାନ ରାଣୀକୁ ଜମା ଦେଖିପାରେ ନାହିଁ ତହିଁରେ ଫେର୍ ଏ ଗର୍ଭ ହେବାର ଦେଖି, ଏହାର ହିଂସା ଦିଗୁଶ ବଢ଼ିଲା । ଏ ଭାରୀ ଦୁଃଖିତରେ ଥାଏ କିପରି ସାନ ରାଣୀର ପିଲାକୁ
ହେଲେ । କୋ ତାକୁ ସେ ଡାଈମ୍ଭ ଫଲ ଦେଲେ, ସେ ଖଇ ଗଭୀ କଙ୍ଗା ହେଲା ! ବଡ ଗୁଣ ସକ ଗୁଣୀକୁ କମ: ଦେଖୁiରେ ନାହି ତହିଁରେ ଫେର୍ ଏ ଗର୍ଭ ହେକ ଭ ଦେଖି, ଏଭ ହଁ ‘ସା ଦିଗୃଶ ବଇଲ । ଏ ସ୍ପଷ୍ଟ ଦୁଃଛରେ ଥାଏ କିପର ୧ନ ଋଣାର ପିଲଭୁ ।