"ପୃଷ୍ଠା:Kathalahari (RN Das, 1927) opt.pdf/୧୩୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

No edit summary
No edit summary
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଗୋଟିଏ ଆଣିଲେ, ସାଧବଝିଅ ସେ ପକ୍ଷୀରେ ପଙ୍ଖା ବୁଣୀ ଧାରିକି ବିକିବାକୁ ଦେଲା। ଧାଇ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି ୨ ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ଦେଲା । ସାଧବଝିଅ କ‌ହିଲା, ଧାଈ
ଗୋଟିଏ ଆଣିଲେ, ସାଧବଝିଅ ସେ ପକ୍ଷୀରେ ପଙ୍ଖା ବୁଣି ଧାଈକି ବିକିବାକୁ ଦେଲା। ଧାଈ ବିକି ଟଙ୍କା ଆଣିଲା । ଏହିପରି ସବୁଦିନେ କରି ୨ ସେ କୁଡ଼ିଆରେ କୁଡ଼ିଆଏ ଟଙ୍କା ହେଲା । ସାଧବଝିଅ କ‌ହିଲା, ଧାଈ ବେଠିଆ ଡ଼ାକିଆଣ, ଏ ଲଟା କାଟିବେ । ଧାଈ ବେଠିଆ ଡ଼ାକି ଆଣିଲା ସେ ସବୁ ଲଟା କାଟିଲେ କୋଠା ତୋଳିଲେ, ପୋଖରୀ ଖୋଳିଲେ, କୂଅ ବସାଇଲେ । ସାଧବଝିଅ ସେଉଠୁ ବଣିଆ ଡ଼କାଇ ଅଳଙ୍କାର ଗଢ଼ାଇଲା; ରୁପାବାସନ ସାରେ କଲା, ସୁନାବାସନ ସାରେ କଲା,ରୂପାଦୀପ, ସୁନାଦୀପ, ରୂପା ପିଲିସଜ, ସୁନା ପିଲିସଜ କଲା । ସବୁ କରିସାରି