"ପୃଷ୍ଠା:Kathalahari (RN Das, 1927) opt.pdf/୧୨୮" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Removing non book content |
|||
ପୃଷ୍ଠାର ସ୍ଥିତି | ପୃଷ୍ଠାର ସ୍ଥିତି | ||
- | + | ସଂଶୋଧନ | |
ଶିରୋନାମା (noinclude): | ଶିରୋନାମା (noinclude): | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{rh||ବୁଦ୍ଧିମତୀ ସାଧବଝିଅର କଥା । |୧୧୯}} |
|||
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{Css image crop |
|||
ଭୂମଟ ସାଧଝ ଅ କଥ । |
|||
|Image = Kathalahari_(RN_Das,_1927)_opt.pdf |
|||
୧୧୯ |
|||
|Page = 128 |
|||
। ଶୁଦ୍ଧ ମରୀ ସଧବ& ଥର କଥା । ମୁଁ |
|||
|bSize = 360 |
|||
ରେ ୫ ଏ ସ୍ୱାଧବଙ୍କ ଅ ଧରଘର କର ଢ଼, କଡ଼ ଏ କଷ୍ଟ ପାଇଇ । କଉ ବହିକ ହାରରେ ଧର ଅଉଁ ଏ କଥା , ବଡ଼ାକ ମଣ’ କଡ଼ାକେ ତର, ବଡ଼ାକେ ଘରହୁଅର କର, କଉ ଜଡିକ ବେଉଣ୍ଡ ପ ରsଲେ ସ୍ତନାଗମ୍ ସୁନ କଳଶ ଢେର, ଭଜାgଅ ସହକା ଘୋଡ଼ାଦଉଡ଼ କରୁଏଲ, ସାଧକଙ୍କୁ ଅର କa ଶୁଣି ତାକୁ ପରଲ, କକଡ଼ାବେ କିପରି ଏ କଥା ସରୁ କରରୁ ? ଏ କହଲ ବୁଦ୍ଧି ଥିଲେ ସରୁ ହୋଇପାରେ । ରଜାପୁଅ ଏ । ଶୁଣି କଛୁ। ନ କହି, ଘୋଡ଼ାଦଡ଼ ବଡ଼ କରି ଘରକୁ ଗଲ, ଗୋ୫ଏ ଘର । ତରେ ନୃଷ,ମ୫ କଶବଲେଇ ଗୁହି ଶଣ ୨ ସେଇଘରେ ଯାଇ |
|||
|cWidth = 287 |
|||
ଶେଇଲ୍ । ଖାଇଲ ପ୍ରଇ ବଲକୁ ଫୁଅକୁ ଖେ ଜାଇଲ, ଗୃଣ କଲେ ଅକି ଚାହଁ କ ଏଢେବେଳଯାଏ ପୁଅ ଅସି ନାହିଁ ? ସମସ୍ତେ । କଲେ ଖୋକିବାକୁ, ଅହରୁ ପଦ୍ଧ ଖେ.ଜିଲେ, କୋଉଠି ଯାଇଲେ ନାହିଁ ! ଦଲେଇ ଜହେଳ୍ପ ନିଉ ନଇଁ ଦୁଧର କରି ରଣ୍ଡିଏ ଖାଉ ପୃଥକୁ ଦେଖାଇଦେଉଁ ।' ଗୃଶ କଲେ ନର୍ ନିଆଁ ଲଗ &, ସରୁ ପୂର୍ବରୁ ଖଉରୁ ଅକି କଣ ନ ଖାଇଲେ ପୁଅକୁ ଦେଖାଇବୁ ନାହିଁ । ଏଇ କହେଇ ସବୁଦନେ ଖାଏଁ ଅଇଣ୍ଡାର, ଅକି ଖାଇବ ହାଣ୍ଡରୁ ଘୃତ । କଲେଇ ବାଣ୍ଡ ରୁ ଘ୮.lଏ ବାଢ଼ିଅଣ ଦୁଧ ଗୋଳେଇ ଖାଇବାକୁ ଦେଲେ ! ଲେଇ ଖଇଲ, ଲଙ୍ଗ_ଡ଼କୁ ଛଡ଼ାକ ମଇଁ ହୋଇ ଅଟେ ବାହାରଲ । ଯୋଉଘରେ ରକାପ୍ତ ଶବ୍ଦ, ସେ |
|||
|cHeight = 87 |
|||
|oTop = 62 |
|||
|oLeft = 27 |
|||
|Location = center |
|||
|Description = |
|||
}} |
|||
ଗୋଟିଏ ସାଧବଝିଅ ଧୂଳିଘର କରି ଖେଳୁଚି, କଡ଼ିଏ କଉଡ଼ି ପାଇଲା । କଉଡ଼ି କଡ଼ିକ ହାତରେ ଧରି ଡ଼ିଆଉଁଥାଏ କହୁଥାଏ, 'କଡ଼ାକେ ମରି' କଡ଼ାକେ ଚରି, କଡ଼ାକେ ଘରଦୁଆର କରି, କଉଡ଼ି କଡ଼ିକ ବେଉନ୍ତି ପାରିଲେ ସୁନାଖମ୍ୱେ ସୁନା କଳଶ ଡ଼େରି,ରଜାପୁଅ ସେହିବାଟେ ଘୋଡ଼ାଦଉଡ଼ କରୁଥିଲା, ସାଧବଝିଅର କଥାଶୁଣି ତାକୁ ପଚାରିଲା, କଉଡ଼ି କଡ଼ାକେ କିପରି ଏ କଥା ସବୁ କରିବୁ? ଏ କହିଲା ବୁଦ୍ଧି ଥିଲେ ସବୁ ହୋଇପାରେ । ରଜାପୁଅ ଏହା ଶୁଣି କିଛି ନ କହି, ଘୋଡ଼ାଦଉଡ଼ ବନ୍ଦ କରି ଘରକୁ ଗଲା, ଗୋଟିଏ ଘର ତହିଁରେ ମୂଷାମାଟି କଣ ୨ ବିଲେଇ ଗୁଣ ଶଣ ୨ ସେଇଘରେ ଯାଇ ଶୋଇଲା । ଖାଇଲା ପୁଇଲାବେଳକୁ ପୁଅକୁ ଖୋଜାଗଲା, ରାଣ କହିଲେ ଆଜି କାହିଁକି ଏତେବେଳଯାଏ ପୁଅ ଆସି ନାହିଁ ? ସମସ୍ତେ ଗଲେ ଖୋଜିବାକୁ, ଅନ୍ଦିରୁ ସନ୍ଧି ଖୋଜିଲେ, କୋଉଠି ପାଇଲେ ନାହିଁ । ବିଲେଇ କହିଲା 'ମିଉଁ ମିଉଁ ଦୁଧଭାତ କରି ଗୁଣ୍ତିଏ ଖାଉ ପୁଅକୁ ଦେଖାଇଦେଉଁ ।' ରାଣୀ କହିଏ ମର୍ ନିଆଁ ଲଗଟା, ସବୁ ଦିନେ ଖାଉଚୁ ଆଜି କଣ ନ ଖାଇଲେ ପୁଅକୁ ଦେଖାଇବୁ ନାହି । ବିଲେଇ କହିଲା ସବୁଦିନେ ଖାଏଁ ଅଇଣ୍ଠାଭାତ, ଆଜି ଖାଇବି ହାଣ୍ତରୁ ଭାତ । ବିଲେଇକି ହାଣ୍ତିରୁ ଭାତଗଣ୍ତାଏ ବାଢ଼ିଆଣି ଦୁଧ ଗୋଳେଇ ଖାଇବାକୁ ଦେଲେ । ବିଲେଇ ଖାଇଲା, ଲାଙ୍ଗୁଡ଼କୁ ଛିଡ଼ାକରି ମଉଁ ହୋଇ ଆଗେ ୨ ବାହାରିଲା । ଯୋଉଘରେ ରଜାପୁଅ ଶୋଇଚି, ସେ |