"ପୃଷ୍ଠା:Kathalahari (RN Das, 1927) opt.pdf/୧୦୫" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୯୬|ଉତ୍କଳ କାହାଣୀ ସଂଗ୍ରହ||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
କାଣ୍ଡ କୁଆଡ଼େ ମାରିଦେଲା ଆଉ ମାଗି ମାଗି ମତେ ଦେଉନାହିଁ । ଅସୁରୁଣୀ କଳାରାଜନ‌କୁ ଡକାଇ କହିଲା ମୋ ପୁଅର କାଣ୍ଡଆଣିଦେ, ନଇଲେ ତୋର ମୁଣ୍ଡକାଟ ହେବ । ଏ ଯାଇଁ ବଡ଼ରାଣୀ ଆଗରେ କ‌ହିଲା, ମା ମତେ ଛ ମାସ ଛୁଟିଦିଅ, ମୁଁ ତାଙ୍କ କାଣ୍ଡ ଆଣିଦେବି । ଏ କାନ୍ଦୁଣିମାନ୍ଦୁଣି ହୋଇ ବିଦାୟ ଦେଲା । କଳାରାଜନ ଘୋଡ଼ାରେ ଚଢ଼ି ବାହାରିଲା, ଯାଇ ପାରାରଜା ଦେଶରେ ପ‌ହୁଞ୍ଚିଲା । ପାରାରଜା ଝିଅକୁ ବର ମିଳୁ ନ ଥାଏ ଯେ ସେ ଚୁଆ ଗାରେ ଚନ୍ଦନ ଗାରେ ଗନ୍ଧକ ଗାରେ ତିନି ଗାର କାଟିଦେଇ ବସିଚି, କଳାରାଜନ ସେ ଗାର ଡେଇଁ ଦେଇ ଘୋଡା ନେଇଗଲା । ପାରାରଜାଝିଅ ଧାଈ ଦଉଡ଼ି ଆସି କଳାରାଜନକୁ ଡାକିଲା କ‌ହିଲା କୁଆଡ଼େ ଯାଉଚ ଫେରି ଆସ; ଆମ ଦେଈଙ୍କର ସତ୍ୟ ହୋଇଚି ଏ ଗାର ଯେ ଡେଇଁବ ସେ ତାଙ୍କୁ ବିଭା ହେବ । କଳାରାଜନ କ‌ହିଲା ହଉ ତେବେ ରହୁଚି। ରଜାଙ୍କ ପାଖକୁ ଖବର ଗଲା; ବିଭାଘରର ଯୋଗାଡ଼ ହେଲା, ବିଭାଘର ହେଲା । ଚତୁର୍ଥୀ ଦିନ ରାତିରେ କଳାରାଜନ ପାରାରଜା ଝିଅକୁ କହିଲା ହେ ତମ ରାଜ୍ୟରେ ପଟେ ସୁନାକାଣ୍ଡ ପଡ଼ିଚି କି ? ଏ କହିଲା ନାହିଁ ଆମ ଦେଶରେ ପଡ଼ିନାହିଁ, ଅପାରାଇଜରେ ପଡ଼ିଥିବ । ଏ କ‌ହିଲା ଅପାରାଇଜ କୋଉଠି, ଏଠି କି କେତେ ବାଟ ? ପାରାରଜାଝିଅ କ‌ହିଲା ବାଘରଜା ଦେଶରେ, ଏଠିକି ପାଏ ବାଟ ହେବ । ତ‌ହିଁ ଆରଦିନ କଳାରାଜନ ବାଘରଜାଦେଶକୁ ବାହାରିଲା, ଯାଉଚି ବାଘରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ସେହିପରି ତିନିଗାର କାଟିଦେଇ ବସିଚି, ସେ ଗାର ଡେଇଁ ଚାଲିଗଲା । ଧାଈ ସେହିପରି ଡ଼ାକିଆଣିଲା, ରଜା ଜାଣିଲେ ବିଭାଘର ହେଲା । ଚତୁର୍ଥୀ ଦିନ କଳାରାଜନ ବାଘରଜା ଝିଅକୁ ସେହିପରି କାଣ୍ଡ କଥା ପଚାରିଲା । ଏ କ‌ହିଲା ଆମ ରାଇଜରେ ପଡ଼ିନାହିଁ ଅପାରାଇଜରେ ପଡ଼ିଥିବ । କଳାରାଜନ ପଚାରିଲା, ଅପାଘର କୋଉଠି, ଏଠିକି କେତେ ବାଟ ହେବ ? ବାଘରଜାଝିଅ
ଉର୍କ କାହାଣୀ ସଂଗ୍ରହ । କାଣ୍ଡ କୁ ଅଡ଼େ ମାରିଦେଲି ଅଜ୍ ମାଗି ମାଗି ମରେ ଦେଉ ନାହିଁ । ଅରୁଣ କଳାଜନରୁ ଡକାଇ କହି ଲ ମେ। ପୁଅର କାଣ୍ଡ ଦେ, ନଇଲେ ଚେର ମୁଣ୍ଡକା ହେବ । ଏ ଯାଇଁ ବଡ଼ସ୍କଣ ଅଗରେ କଲେ, ମା ମତେ ଛ ମାସ ଛୁଅଁ ଦିଅ, ମୁଁ ତାକୁ କାଣ୍ଡ ଅଣି ଦେବ । ଏ କାରୁଣିମାହତି ହୋଇ ଦୀ ଦେଲ । କଳାଈଜନ ପୀଢ଼ରେ ଭଢ଼ି କରଇ, ଯାଇ ପାରଜୀ ଦେଶରେ ପବୃ ଳ୍ପ । ପାରଜା ଝିଅକୁ ବର ମିକ୍ତ ନ ଥାଏ ସେ ଚୁଆ ଗାରେ ଜନ ଜାରେ ଗନ୍ଧକ କାରେ ଭକ ଗର କାଧି ଦେଇ କସିବ, କଳଋଚ୍ଚନ ସେ ଗାର
ଡେଇଁ ଦେଇ ଘୋଡା ନେଇଗଲ । ପାଶ୍ଚକୋବି ଅଧଈ ଦଉଡ଼ ଏସି କଳା କନକୁ ଡାକଇ କଲେ କୁଥଡ଼େ ଯାଉଚ ଫେର ସ; ଅମ ଦେଈଙ୍କର ସନ୍ଧ୍ୟା Qଇବ ଏ ଗର ଯେ ଡେବ ରାଙ୍କ
ହେବ । କଳାପ୍ଟନ କଲେ ହଉ ଢେବେ ଭସ୍ମ । ରଜାଙ୍କ ପ|ଖରୁ ଖବର ଗଳ୍ପ, ଶଙ୍ଗିଘରର ଯୋଗାଡ଼ ହେଲ, ଘୁଘଇ ହେଲ । ଭୁର୍ଥ ଦିନ ଘରେ କଳାଋଇନ ପଶ୍ବରଜ ଝ ଅଭ କହଲ ଡ଼େ ଭୟ କ୍ସରେ ପ୪ ସୁନାକାଣ୍ଡ ପଚି କ ? ଏ କହଲ ନାହଁ ଆମ ଦେଶରେ ପନାହଁ, ଅପରଇକରେ ପଡ଼ିବ । ଏ କଲ ଅପଙ୍କଜ କୋଉଠି, ଏଠି କ କେଭେ ? ପାସ୍କରକାଝ ଅ କଲ କାଘଇଜ। ଦେଶରେ, ଏକ ପଏ ବା ତ ହେବ । ଭଦ୍ଧି ଅରଦ୍ଧନ କଳାଈଜନ ବିଘରଜାଦେଶକୁ ବାହାରିଲି, ଯାଚି ବାଘରଜାଝି ଅରୁ ବର ମିକ୍ତ ନ ଥାଏ ଯେ ସେ ପେପର ନଗର କୁ ଦେଇ ବସିର, ସେ ଗାର ଡେଇଁ ଋଲଗଲେ । ଧାଈ ପର ହାକଅଣ ଇ, ଜେ କାଶିଲେ ଘର ହେଳ୍ପ । ଚରୁର୍ଥ) ନ କଳାରଜ ଦାଘରଜା
ଅକୁ ସେପରି କାଣ୍ଡ କଥା ପରଲ୍ । ଏ କଳ୍ପ ଅମ ଘୁଇକରେ ପଡ଼ ନାକ ଥଯାଇକରେ ପଡ଼ ବ । କଲାଈଜନ ପଶଲ, ଅପଘର କୋଉଠି, ଏଈ କେତେ ବା ହେବ ବାଘଜାଇଁ ଅ