"ପୃଷ୍ଠା:Kathalahari (RN Das, 1927) opt.pdf/୧୦୪" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh||କଳାରାଜନ କଥା । |୯୫}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ପାଖରେ ଦେଲେ । ବଡ଼ରାଣୀ ରାଘବ ମାଛକୁ କାଟିଲା ବେଳକୁ କଳାରାଜନ ତ‌ହିଁ ଭିତରେ ଥାଇ ବୋଇଲା, ମା ଧୀରେ କାଟିବ ଟି, ମୁଁ ହାଣି ହୋଇଯିବି । ବଡ଼ରାଣୀ ମାଛଭିରେ ମନିଷତୁଣ୍ତ ଶୁଣି ଧୀରେ ବେକଠଉଁ କାଟିଲାବେଳକୁ କଳାରାଜନ ବାହାରି ପଡ଼ିଲା କ‌ହିଲା ତେମେ ମୋର ଧର୍ମରୁ ମା, ମୁଁ ତମର ଧର୍ମର ପୁଅ, ଅସୁରୁଣୀର ସବୁକଥା କ‌ହିଗଲା । ବଡ଼ରାଣୀ ଶୁଣିଲେ, ପୁଅଟିକୁ ରଖିଲେ, ରହିଲେ, ଏଣେ ଅସୁରୁଣୀ ସବୁ ଗେଣ୍ତାରୁ କଇଁଛ ପର୍ଯ୍ୟନ୍ତ ସୁଙ୍ଘୁଥାଏ, ଖାଇ ଦେଉଥାଏ, କ‌ହୁଥାଏ ଏଥିରେତ ସେ କାଠେଇଖିଆ ନାହିଁ କୁଆଡ଼େ ଗଲା? ଏହିପରି କରି ପୋଖରୀକ ମାଛ କଙ୍କଡ଼ା ସବୁ ଖାଇଲା । କେତେବେଳସରିକି ଶୁଣିଲା ବଡ଼ରାଣୀଙ୍କ ଉଆସକୁ ଯୋଡ଼ାଏ ବଡ଼ମାଛ ଯାଇଚି, ସେଥିରୁ ଗୋଟାଏ ପୁଅ ବାହାରିଚି କ‌ହିଲା ସେଥିରେତ କାଠେଇଖିଆ ଚାଲିଗଲା । ଏହା କ‌ହିଲା ତୁନି ହୋଇରହିଲା । କିଛିଦିନ ଗଲା ଅସୁରୁଣୀର ଗର୍ଭହେଲା, ତାର ପୁଅଟିଏ ହେଲା । ପୁଅଟିକି ଦଶ ବାର ବରଷ ହୋଇଗଲା ଯାଉଁ ଘୋଡ଼ା ଚଢ଼ିଶିଖିଲା, କାଣ୍ତମାରି ଶିଖିଲା । ବଡ଼ ରାଣୀପୁଅ କଳାରାଜନ ଯେମନ୍ତି ଘୋଡ଼ା ଦୌଡ଼ କରିପାରେ, ଯେମନ୍ତି କାଣ୍ତ ମାରିପାରେ, ଅସୁରୁଣୀପୁଅକୁ ସେମନ୍ତି ଆସେ ନାହିଁ । ଅସୁରୁଣୀପୁଅର ସୁନାନଳ, ସୁନାକାଣ୍ତ, କଳାରାଜନର ବାଉଁଶନଳ ବାଉଁଶକାଣ୍ତ । କଳାରାଜନ ବାଉଁଶକାଣ୍ତକୁ ଯୋଉଠିକି ଲାଖକରେ, ସେଇଠି ପଡ଼େ, ଅସୁରୁଣୀପୁଅର ସୁନାକାଣ୍ତ ଏଣେତେଣେ ହୋଇ ଚାଲିଯାଏ । ଦିନେ ଅସୁରୁଣୀ ପୁଅ କଳାରାଜନ‌କୁ କ‌ହିଲା, ଭାଇ ତେମେ ଏ କାଣ୍ତକୁ ମାର, ମୁଁ ତମ କାଣ୍ତ ମାରେ । କଳାରାଜନ ସୁନାକାଣ୍ତକୁ ମାରିଦେଲା ଯେ ଯାଇ ଅସୁରୁଣୀ ରାଇଜରେ ପଡ଼ିଲା, ବୁଢ଼ୀ ଅସୁରୁଣୀର ସାନ‌ଝିଅ ଗୋଟାଇକରି ରଖିଥାଏ । ଅସୁରୁଣୀପୁଅ ଯାଇ ମା ଆଗରେ କ‌ହିଲା, ଭାଇ ମୋ
କଳା ଗୁଜନ କଥା । ଯ|ଖରେ ଦେଲେ । ବଡ଼ ଋଣ ସ୍ୱଦବ ମାଝିକୁ କାଟିଲ ବେଳକୁ କଳାଜନ ର ଭରେ ଥାଇ qଇଲ, ମା ଧୀରେ କବ , ମୁଁ ଦାଣି ହୋଇଯିବ । ବଡ଼ଋଣ ମାଛରରେ ମରଷଭୁ ଶ୍ର ଥାରେ ବେକଠଉଁ କାଲିକେକୁ କଲା ସ୍ବଜନ କାହାର ପଇ କହଲ କେମେ ମୋର ଧର୍ମଶ୍ଚ ମା, ମୁଁ ଜଳର ଧର୍ମ ର ପୁଅ, ଅକୁ ହୁ ଣିର ସଭୁକଥା କହିଗଲେ । ବଡ଼ ଶୁଣିଲେ, ପୁଅକୁ ସ୍ନେଲେ, ରହଁରେ, ଏବେ ଅମୁ ରୁଣ ସରୁ ଫେରୁ କଇଁଛ ପର୍ଯ୍ୟନ୍ତ ସୁ ଥାଏ, ଖାଇ ଦେ ଉଥ]ଏ, ହୃaଏ <ରେଢ ସେ କାଇଖୁଅ ନାହଁ ଭୁଅଡ଼େ ଳ୍ପ ଏପରି କର ପେଖକ ନା!ଛି କଙ୍କଡ଼ା ସରୁ ଖାଇଲି ! କେ ଭଢେଲସ୍କ ଶୁଳ୍ପ କଡ଼ଣୀଙ୍କ ଉସକୁ
ଯୋଡ଼ାଏ । ଡ଼. ଯାଇ, ସେ ଥରୁ ଗୋ!ଏ ପୁଅ ବହୁଈ କଲ ସେଥରେର କାଠେଇସୃ ଋଲ ଗଇ । ହୋ କଳ୍ପ ଭୁକ ହୋଇରହଲ । ଛୁଦ ନ ଇଲ ଅସୁରୁଣୀର ଗର୍ଭବସ୍ଥ, ଚାଉ ପୁଥ5ଏ ହେଳ୍ପ । ପୁଅନ୍ତି ଦଶ ବାର ରେଷ ହୋଇଗଲ ଯାଉ ଘୋଡ଼ା କହି ବି ଖିଲ, କଣ୍ଡମର ସ୍ୱା ! ବଡ଼ ବି ପୁଅ କଳାରିକ ନ ସାଙ୍ଗେ ଘୋଡ଼ା ଦଉଡ଼ି କରେ, କg hiରେ । କଳାରକନ
•aଡ଼ା ଦୌଡ଼ି କରେ, ସେମଣ୍ଡି କାଣ୍ଡ ମାରତୀରେ, ଅସୁରୁ: ପୁକୁ ପ୍ରେମ ଅସେ ନାହିଁ । ଅସୁରୁଣୀପୁ ଅଇ ସୁନାଚଳ, ସୁନାକ, କଳାରକିନିର ବା!ଶ ନଳ ବା ଶକS । କଲାକକ ଦାଶକ ଭୁ ଯୋଜକ ଲିଖ କରେ, ସଇଠି ପଡ଼େ, ଅସୁରୁଣା, ପୁଅର ମୁନାକାଣ୍ଡ ଏଣେଭେଣେ ଦୌରି ଲଯାଏ । ଦିନେ ଅସୁରୁଣ ପୃଷ୍ଣ କଳାରଜନରୁ କଇ, ଘୁଇ •ମେ ଏ କାଣ୍ଡକୁ ମାର, ମୁଁ ରa କାଣ୍ଡ ମାରେ । ଜୋର ଜଳ ସୁନାକାଣ୍ଡକୁ ମାରିଦେଲି ଯେ ଯାଇ ଅସ୍ତ୍ରଭୁଣି କଇଳରେ ପଡ଼ଇ, ରୂଢ଼ ଅରୁଣ!ର ବାନଝିଅ ସେblଇକର ରଖିଥାଏ ! ଅରୁଣୀପୁଅ ଯାଇ ୨, ଅଗରେ କଇଁ, ସ୍ପଇ ମୋ