"ପୃଷ୍ଠା:Kathalahari (RN Das, 1927) opt.pdf/୧୦୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh| ୯୨|ଉତ୍କଳ କାହାଣୀ ସଂଗ୍ରହ ।||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
{{Css image crop
। ଉତ୍କଳ କାହାଣ୍ଠି ସଂଗ୍ରହ ।
|Image = Kathalahari_(RN_Das,_1927)_opt.pdf
କଳାରଜନ କଥା ।
|Page = 101
ଗୋ& ଏ ଦେଶରେ ଭଜାପୁଅ, ମନ୍ତ୍ରୀୟ ଥ, ସାଧବପୁଅ, ଚ୪ ଅଳ ପୁଅ ଏ ଗୃଶ ସଙ୍ଗାତ । ଦ ନକର ଗୁରଦୈସାର୍କ ମ୍ମର କଲେ ଶହେଶ କଯିବା, ଗୋଟିଏ ଘୋଡ଼ା ଚଢ଼ିଲେ ଖରେ । ଯାଉ ଗୋଏ ଅସୁରୁଶି ଦୁଅରେ ଗଭ ହେଲ । ଅସୁରୁଣାକ କଲେ ମାଉସୀ ୫କିଏ ଘର ସେଗା। ଦେରୁ ? ଅସୁରୁଣା ରୁଢ଼ କ ହିଲ ବଉ । ରହ । ଘର ଯୋଗ ଦେଲ ଶ୍ୱର କରିବାକୁ ଭାରି ଭଲ, ହାଣ୍ଡି, ପରିବା ହେଉକା ଦର୍ ଦେଇ । ଏମାନେ ଗୋlଏ ଘରେ ରହ ଘେଇ ବାସ କରୁଚନ୍ତ ରୂଢ଼ୀ ଅସୁରୁଣୀ ଅଉ ଗେ|ଏ ଘରେଚାର ଗେଇବାସ କରିବାକୁ ଭଲ । ମ ପୁଅ କାହଁକ ଦୁଅରକୁ ଯ ଇ ଦେଖେ ଯେ ଅସୁରୁଣୀ କଣ କରତ ନା ଗୋଏ ଗୋଡ଼ ଚୁଲକ ମୁହାଁଇ ଦେଇତ, ଆଉ ଗୋକରେ ପାଣି ଅତ, ଗୃଉଳ ଧୋଉତ ଏହେ ପଈ ପରୁ ଘରକାମଦାମ କରୁ । ଏ ଯାଇ ଅ a ଭନ ସଙ୍ଗାତଙ୍କୁ କହିଲ ହେ ସଙ୍ଗୀତ ଏ ଅସୁରୁଣୀ ଘରୁ୪ଏ, ସ୍କୁଲ ଅମର ଏଠାରୁ ଯିବା ବାହାର । ଋ କ ଯାକ ଅଉ ଖାଇଲେ ନ ହଁ, ପିଇଲେ ନାହଁ, ସ୍ପେଷାଇ ଈ ଦେଇ ଘୋଡ଼ା ଉପରେ ବସି ଗଲେ ବୀର, ବୁଢ଼ୀ ଅରୁଣି ଯାଇ କାଣି ଲ ଏମାନେ ସାଉଣ୍ଡ ବାହାର ଲଭଣ୍ଡ ହୋଇ ଘରୁ ସୋରିଷ ହ ରେ ଘନ ୪ ସିଲ, ମନ୍ତ୍ରୀପୃଥ । ଭେ, ଡ଼ା ଲଙ୍ଗଡ଼ରେ ବାଦ୍ଧ ଦେଲି, କହିଲି ତୁ ଯେମନ୍ତ ସଭ୍ୟଯୁଗର
|bSize = 360
ସୋରଷ ହୋଇବୁ, ଝ • ଯାଉବୁ, ଗଛ ଉଠି ଯାଉଣ୍ଟକ, ଝୁଲ ଫୁ8ଯାଉଥିବ । ଏହା କହି ଘରକୁ ଆସି ଇ ଝ ଅମାନଙ୍କୁ ଡାକ ଗଳ୍ପ କୁଆଡ଼େ ଯାଇଭ ଲେ, ସୁବର ଭଣ୍ଡା ଅଣି ରଖିଲ,
|cWidth = 191
|cHeight = 72
|oTop = 57
|oLeft = 84
|Location = center
|Description =
}}

ଗୋଟିଏ ଦେଶରେ ରଜାପୁଅ, ମନ୍ତ୍ରୀପୁଅ, ସାଧବପୁଅ,କଟୁଆଳ ପୁଅ ଏ ଚାରି ସଙ୍ଗାତ । ଦିନକର ଚାରିହେଁଯାକ ବିଚାର କଲେ ବିଦେଶ କରିଯିବା, ଗୋଟିଏ ୨ ଘୋଡ଼ା ଚଢ଼ିଲେ ଗଲେ । ଯାଉ ୨ ଗୋଟାଏ ଅସୁରୁଣୀ ଦୁଆରେ ରାତି ହେଲା । ଅସୁରୁଣୀକି କ‌ହିଲେ ମାଉସୀ ଟିକିଏ ଘର ଯେଗାଦେବୁ ? ଅସୁରୁଣୀ ବୁଢ଼ୀ କହିଲା ହଉ ରହ । ଘର ଯେଗା ଦେଲା ରୋଷାଇ କରିବାକୁ ଡ଼ାଲି ଚାଉଳ, ହାଣ୍ଡି, ପରିବା ହେରିକା ସବୁ ଦେଲା । ଏମାନେ ଗୋଟାଏ ଘରେ ରହି ରୋଷାଇ ବାସ କରୁଚନ୍ତି ବୁଢ଼ୀ ଅସୁରୁଣୀ ଆଉ ଗୋଟାଏ ଘରେ ରହି ରୋଷାଇବାସ କରିବାକୁ ଗଲା । ମନ୍ତ୍ରିପୁଅ କାହିଁକି ଦୁଆରକୁ ଯାଇ ଦେଖେ ଯେ ଅସୁରୁଣୀ କଣ କରିଚି ନା ଗୋଟାଏ ଗୋଡ଼ ଚୁଲିକି ମୁହାଁଇ ଦେଇଚି, ଆଉ ଗୋଟାକରେ ପାଣି ଆଣୁଚି, ଚାଉଳ ଧୋଉଚି ଏହିପରି ସବୁ ଘରକାମଦାମ କରୁଚି । ଏ ଯାଇ ଆଉ ତିନି ସଙ୍ଗାତଙ୍କୁ କହିଲା ହେ ସଙ୍ଗାତ ଏ ଅସୁରୁଣୀ ଘରୁଟାଏ, ଚାଲ ଆମର ଏଠାରୁ ଯିବା ବାହାରି । ଚାରିହେଁଯାକ ଆଉ ଖାଇଲେ ନାହିଁ, ପିଇଲେ ନାହିଁ, ରୋଷାଇ ଛାଡ଼ି ଦେଇ ଘୋଡ଼ା ଉପରେ ବସି ଗଲେ ବାହାରି, ବୁଢ଼ୀ ଅସୁରୁଣୀ ଯାଉଁ ଜାଣିଲା ଏମାନେ ଯାଉଛନ୍ତି ବାହାରି ଲଣ୍ତଭଣ୍ତ ହୋଇ ଘରୁ ସୋରିଷ ଦି ସେରେ ଘନି ଆସିଲା, ମନ୍ତ୍ରୀପୁଅ ଘୋଡ଼ା ଲାଙ୍ଗୁଡ଼ରେ ବାନ୍ଧି ଦେଲା, କହିଲା ତୁ ଯେମନ୍ତ ସତ୍ୟଯୁଗର
ସୋରିଷ ହୋଇଥିବୁ, ବିଞ୍ଚି ୨ ଯାଉଥିବୁ, ଗଛ ଉଠି ୨ ଯାଉଥିବ, ଫୁଲ ଫୁଟି ୨ ଯାଉଥିବ । ଏହା କହି ଘରକୁ ଆସିଲା ଝିଅମାନଙ୍କୁ ଡାକ ଛାଡ଼ିଲା କୁଆଡ଼େ ଯାଇଚ ଲୋ, କି ସୁନ୍ଦର ଭେଣ୍ଡା ଆଣି ରଖିଥିଲି,