"ପୃଷ୍ଠା:Kathalahari (RN Das, 1927) opt.pdf/୧୦୦" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh||ପାନସୋରୀ କଥା ।|| }}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ସବୁ କହିଗଲା । ରଜା କହିଲେ ବାଇକୁ ଦେଖିବା । ମାଳୀ ଆଉ ରଜା, ଦିହେଁଯାକ ସେ ବନସ୍ତକୁ ଗଲେ, ରଜା ଛିଡ଼ା ହେଲେ ମାଳୀ ସେହିପରି ପଥର ଉପରେ ଛିଡ଼ା ହେଲା, ପାଣିରେ ଗୋଡ଼ ଧୋଇଲା, ଆଉ ସବୁ କଲା । ପାନସୋରୀ ଆଗପରି ସବୁ କହିଲା । ରଜା ଶୁଣିଲେ ଜାଣି ପାରିଲେ ତାରାବତୀ ପାନସୋରୀକି ଏଠାରେ ହାଣିଚି । ମାଳୀକି ପଠାଇ ଦେଲେ, କହିଲେ ମୁଁ ଏଠାରେ ଥିବାର ତୁ ଆଉ କାହା ଆଗେ କ‌ହିବୁ ନାହିଁ, ଯେବେ କ‌ହିବୁ କାହାଆଗେ ତୋ ବଂଶକୁ ଶୂଳିୟାପଦାରେ ଶୂଳିଦେବି । ମାଳୀ ଘରକୁ ଅଇଲା ବାହାରି, କାହା ଆଗେ କିଛି କହିଲା ନାହିଁ । ରଜା ସେହି ପୋଖରୀକୂଳେ ବସିକାନ୍ଦୁଥାନ୍ତି । କାନ୍ଦି ୨ ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀ ଆକାଶରେ ଉଡ଼ି ଯାଉଚନ୍ତି, ପାର୍ବତୀ କ‌ହିଲେ ରହିଥାଅ ୨ କିଏ ଗୋଟିଏ କାନ୍ଦୁଚି ଏତେବେଳେ, ଈଶ୍ୱର କହିଲେ ଚାଲହୋ ଆମର ସେଥିରେ କଣଅଛି ? ପାର୍ବତୀ କହିଲେ ଆଉ ଆମେ ସୃଷ୍ଟି କାହିଁକ ଭିଆଇଚୁ ? ଲୋକଙ୍କ ଭଲମନ୍ଦ କିଏ ବୁଝିବ ? ଈଶ୍ୱର ପାର୍ବତୀ ଦିହେଁଯାକ ବନସ୍ତ ଭିତରକୁ ଗଲେ ରଜାପାଖକୁ, ପଚାରିଲେ ତୁ କିଏ, ଭୂତ କି ପ୍ରେତ କି ଡାହାଣୀ କି ଚିରଗୁଣୀ ତୁ କିଏ ? ଭଜା କ‌ହିଲେ ମୁଁ କେହି ନୁହେଁ ଆରଦେଶ ରଜାପୁଅ, ଏପରି ୨ ପାନସୋରୀକି ବିଭା ହୋଇଥିଲି ଆଉ ୨ ସବୁ କଥା କ‌ହିଗଲେ । ଈଶ୍ୱର ପାର୍ବତୀ କ‌ହିଲେ ହଉ ତୁ ତେଣିକି ମୁହଁ ବୁଲା, ରଜା ତେଣିକି, ମୁହଁ ବୁଲାଇଲାରୁ ଫୁଲପାଣି କରି ତିନି ମୁଠା ଛିଞ୍ଚିଦେଲେ ଯେ ପାନସୋରୀ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ଏ ରଜାପୁଅ ପାନସୋରୀକି ଘେନି ଆସିଲା ବାହାରି ଆପଣା ରାଜ୍ୟକୁ, ତାରାବତୀକି ଛାଡ଼ିଦେଇ ଆସିଲା । ପାନସୋରୀକି ନେଇ ଘରଦ୍ୱାର କଲା, ସୁଖରେ ରହିଲା, ମୁଁ ଗଲାକୁ କଥା କ‌ହିଲା ନାହିଁ । ମୋ କଥାଟି ସରିଲା ଇତ୍ୟାଦି ।
ପାକସୋସ୍ କଥା }
ସବୁ କହିଗଲି । ରଜୀ କହିଲେ ବାଇକୁ ଦେଖିବା । ମାଇଁ ଆଉ ରଜ, ଦହେଁ ସ କ ସେ ବନସ୍ତକୁ ଗଲେ, ରଜା ଝୁଡ଼ା ଦେଲେ ମାଳୀ ସେନ୍ଦୁ ପର ପଥର ଉପରେ ଛଡ଼ ହେଳ, ପାଣି ରେ ଗେ,ଡ଼ ଧୋଇଲି, ଅଉ ସବୁ କଲ ! ପନୟୋସ୍ ଅଗ ର ସବ୍ କହେଲ । ରଳ ଶୁଣ ଲେ ଜାଣି ପାରିଲେ ଭାଗ୍‌ବଟୀ ଯାନସୋଗୁ ଏଠାରେ ଦାଣି ତ । ମାଇଁକ ପଠାଇ ଦେଲେ, କହଇ ମୁଁ ଏଠାରେ ସବାର ଭୁ ଆଉ କାହା ଥରେ ଚନ୍ଦ୍ର ନା , ଯେବେ କବୁ କାହାଆଗେ ଢେ! ବଶ କୁ ଶୁଳପଦାରେ ଶୁଲି ଦେବ । ମa ଘରକୁ ଅଇଲା ବ ୩, କାହା ଅଗେ ଈଛୁ କହେଲା ନାହିଁ । ରଜା ପଦ୍ମ ପାଖଘରେ ବସି କାନ୍ଦୁଥାନ୍ତୁ । କାନ୍ଦ ୨ ଗୁଭ ଅଧ ହେଲଣି, Qର ଖବଗ କାଣରେ ଊ ଯାଉଛନ୍ତି, ପୀବ କଲେ ରଥa ୨ ଏ ଗୋ୫ଏ କାହତ ଏରେବେ, ଈର କହିଲେ ସ୍କୁଲ ହୋ ଆମର ସେଥିରେ କଣଅଛୁ ? ପବଂଟ କହିଲେ ଅ । ଅମେ ସୃଷ୍ଟି କୀକ ଭଅଇତୁ ?
ୟେକଙ୍କ ଭଲମ କିଏ ଭୂଙ୍କ ବ ? ଈର ପାଗ ଦଯାକ ବନସ୍ତ ଭଚ୍ଚରକୁ ଗଲେ ରଳପାଖକୁ, ପରଲେ ଭୁ କଏ, ଭୁଲ କ ପ୍ରେତ କ ଡାହାଣୀ କ ଗୁଣ ଭୁ ଏ ? ଭଜା କଦ୍ଧଲେ କେ ନୁହେଁ ଅବଦେଶ ଜାପୁଅ, ଏପରି > ଯାନସୋସ୍କକ ସେ ହୋଇଥୁଲ ଅଭ> ସରୁ କଥା କଗଲେ । ଈଶ୍ୱର ପାଟ୍ଟା କଲେ ହଜ ଭୁ ଭେଣିକ ମୁହଁ ରୂଲ, ରଜ) ଭଣି, ମୁହଁ ବୁଲଇଲରୁ ଫୁଲପାଣି କର ଭବି ମୁଠ କ୍ଷୁଦେଲେ ସେ ବମ୍ବାଗ୍ ଜାଇ ଉଠିଲ । ଈଶ୍ୱର ପ। ଉଭେଇ ଗଲେ । ଏ ରଜାପୁଅ ପନ
ବା ଶୂକ ଘନ ଅସି ଇ ବାହାର ଅପଣା ଘଜ୍ୟକୁ, ଭାସ୍‌କ ଗ, । କ୍ଷୁଦେଇ ଅସିଲ । ପାନପୋସ୍କ ନେଇ ଘରଦ୍ୱାର କଇ, ସୁଖରେ ଭଲ, ମୁଁ ଭଲକୁ କଥା ଭୁଲ୍ ନାହିଁ । ମୋ କଥା'ନ୍ତ ସଲି ଇଦ ।
ସes