"ପୃଷ୍ଠା:Kathalahari (RN Das, 1927) opt.pdf/୯୯" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୯୦|ଉତ୍କଳ କାହାଣୀ ସଂଗ୍ରହ ।||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଫୁଲ ନିଅନ୍ତି ଖେଳନ୍ତି । ଦିନକର ରଜାଙ୍କର ମାଳୀ, ଫୁଲ ଖୋଜି ୨ ଆଉ କୋଉଠି ଫୁଲ ପାଇଲା ନାହିଁ, ଦେଖିଲା ଗାଈଜଗା ପିଲାଏ ଫୁଲ ନେଇ ଖେଳୁଚନ୍ତି । ମାଳୀ କହିଲା ଆରେ ପିଲାଏ ତେମେ କୋଉଠ ଏ ଫୁଲ ଆଣିଲ, ମୁଁ ଏତେ ରାଇଜ ଖୋଜୁଚି ପାଉନାହିଁ । ସେମାନେ କହିଲେ ହେଇଟି ସେ ବନସ୍ତରେ କେତେ ଫଲ ଫଟିଚି ପାଉନାହୁଁ ? ମାଳୀ ଫୁଲ ଆଣିବାକୁ ଗଲା । ଆଗ ହୋଇ ପଥର ଉପରେ ଠିଆ ହେଲାକ୍ଷଣି, ପାନସୋରୀ କ‌ହିଲା, ଧୀର ହୋଇ ଠିଆହୁଅ ହେ ମାଳୀ, ମୋ ପିଠିକ କାଟିବଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି’ ମାଳୀ ଏଣିକି ତେଣିକି ଅନାଇଲା ଦେଖିଲା କେହି ନାହିଁ । ପୋଖରୀରେ ପଶି ଗୋଡ଼ ଧୋଇଲା ବେଳକୁ ଫେର ପାନସୋରୀ କହିଲା, 'ଧୀରେ ୨ ଗୋଡ଼ ଧୂଅ ହେ ମାଳୀ ମୋ ପେଟକୁ କାଟିକାଟି, ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି । କଦଳୀଗଛ ପତର ଚିରିଲା ବେଳକୁ ସେହିପରି କହିଲା, 'ଆରେ ମାଳୀଭାଇ ଧରେ ଚିରିବୁଟି; ମୋ ଗୋଡ଼କୁ କାଟିବଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ମାଳୀ ସେଠାରୁ ଗଲା, ଫୁଲ ତୋଳିଲା ବେଳକୁ କ‌ହିଲା, 'ଆରେ ମାଳୀଭା‌ଇ ଧୀରେ ତୋଳିବୁଟି ମୋ ହାତକୁ କାଟିବ ଟି', ମୁଁ ଯେଉଁ ସାଆନ୍ତ ହାତ ଧରିଥିଲି ସେ ଅତି ସୁକୁମାର ଟି । ମଣ୍ଡପ ଉପରେ ଚଢ଼ିଲାବେଳକୁ କ‌ହିଲା, 'ଆରେ ମାଳୀଭାଇ ଧୀରେ ଚଢ଼ିବୁଟି, ମୋମୁଣ୍ଡକୁ କାଟିବଟି ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି ।
ଉତ୍କଳ କାହାଣୀ ସଂଗ୍ରହ । ଫୁଲ ନନ୍ତ ଖେଳନ୍ତୁ । ଦିନକର ଭକାଙ୍କର ମାଳୀ, ଫୁଲ ଖୋଜ > ଆଉ କୋଉଠି ଫଲ ପଇଲ ନାହିଁ , ଦେଖୁଲ ଗାଈ ଜଗା ଟିମ୍ ଏ ଫୁଲ
ସେମନ୍ତି, ଶୁଆସାରୀଙ୍କି ଧରିଲା ବେଳକୁ ଶୁଆସାରୀ କ‌ହିଲେ ‘ଧୀରେ ଧରିବଟି, ଆହେ ମାଳୀଭାଇ ମୋ ଆକ୍ଷିକି କାଟିବ ଟି, ଯେଉଁ ସାଆନ୍ତର ହାତ ଧରିଥିଲି ସେ ଅତି ସୁକୁମାର ଟି । ମାଳୀ ଗଲା ରଜାଙ୍କ ଆଗରେ କହିଲା ମଣିମା, ଗୋଟିଏ କଥା କହିବାକୁ ଭାରୀ ଭୟ ଲାଗୁଚି । ରଜା କ‌ହିଲେ କଣ କ‌ହ, ଭୟ କାହିଁକି କରୁଚୁ । ମାଳା
ନେଇ ଖେଢ଼ଜନ୍ତୁ । ମାଳୀ କଲ ଅରେ ପିଏ ଢେମ କୋଉଠ ଏ ଫ,ଲ ଅଣିଲ, ମୁଁ ଏଇ ଘରକ ଖୋଜୁର ଡାଉନାହିଁ । ସେମାନେ କହଲେ କଇ ସେ ବନସ୍ତରେ କେତେ ଫଲ ଫୁବ ପୀଉନାହିଁ ? ମାଳୀ ଫଲ୍ d ଦାକୁ ଟଇ । ଅଗ ଦେଇଁ ପଥର ଭ ପରେ ଠିଆ ଚେଷଣି, ପନୟୋଗ କଲେ, 'ଧର ହୋଇ ଠିଆଡ଼ ଅ ମାଇଁ, ମୋ ଠିକ କ୫ବନ୍ତି, ମୁଁ ଯେଉଁ ସ ଏ ନ୍ତ ବାତ ଧରିଥିଲ ସେ ଅ, ସୁକୁମାର ୫’ ମଙ୍ଗୀ ଏଣିକି ତେଣିକ ଅନାଇଲ ଦେଖିଳ
କେ ନାହିଁ । ସେ ଖରେ ପଶି ଗୋଡ଼ ଧୋଇଲି ବେଲକୁ ଫେର ମାନସେଶ୍ କହଲ, ‘ରେ ସେ ଡ଼ ଧୁଅ ? ମଳୀ ମୋ ପେରୁ କ୫କ ୫, ମୁଁ ଯେଉଁ ସାଅନ୍ତ ଦାଭ ଧରିଥଲ ସେ ଅଭ ମୁଁ କୁମାର ୫' ! କଦଳୀଗଛ ପତର ତରଳ ବେଳରୁ ସେହପର କହଲ, ଅରେ ମାଳୀସ୍ଥଲ ଧରେ ଶର5; ମୋ ଗେ ଡ଼କ୍ଟ କାନ୍ତ କ୫, ଯେଉଁ ସାଆନ୍ତର ଦୀର ଧରଲ ସେ ଅଈ ସୁକୁମ ର ୫ । ମା' ସେଠାରୁ ଘଲ, ଫୁଲ ତୋଳଲ ବେଳକୁ କଳ୍ପ, “ଅରେ ମାଳୀସ୍‌ଇ ଧିରେ ୫ ମୋ ହାତକୁ କ୫ବ ୫, ମୁଁ ଯେଉଁ ସାନ୍ତୁ ହାତ ଧରି ଏଲ ସେ ଅଭ ସୁ ଭୂମ ର ୫ ! ମଣ୍ଡପ ଉପରେ ଚଢ଼ି ଲ
ବେଳକୁ କଳ୍ପ, “ଥରେ ମାଳୀଘ୍ରଇ ଧରେ ଗଢ଼ି ବୁ?, ମୋମୁଣ୍ଡକୁ କ୫୫ ଯେଉଁ ସଅନ୍ତର ଦୂ.ଭ ଧରଲ ସେ ଅଭ ସୁ କୁମାର ୫ ।
ସେମ, ଶୁଅସ ଙ୍କ ଧରିଲ ତଳକୁ ଶୁଆ ସାର କଲେ ‘ଧରେ ଧରିବ, ଅବ ମାଳୀଘର ମୋ ଅଧି କ କ୫ବ &, ଯେଉ’ ଊର ଜ ଧରିଅଲ ସେ ଅଭ ସୁମର ୫ । ମାଇଁ ଗଲ ରଜାଙ୍କ ଅଗରେ ହେଲା ମଣି ମା, ଗା6ଏ କଥା କହକାକୁ ଭତ୍ତ୍ବ ଲତ । ରଜୀ କନ୍ଦୁଲେ କଣ କ, ଭୟ କହଁକ କରୁଚୁ । ମାଳା