"ପୃଷ୍ଠା:Kathalahari (RN Das, 1927) opt.pdf/୭୭" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୬୮ | ଉତ୍କଳ କାହାଣୀ ସଂଗ୍ରହ ।||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
୬୮ ଉତ୍କଳ କାହାଣୀ ସଂଗ୍ରହ ।

ଅଭିମନ୍ୟୁ କହିଲା, --
ଅଭିମନ୍ୟୁ କହିଲା, --
ଯାଅ ଯାଅ ସୁନ୍ଦରୀ ଗୋ କରିବ ଘର
ଯାଅ ଯାଅ ସୁନ୍ଦରୀ ଗୋ କରିବ ଘର
୬ କ ଧାଡ଼ି: ୪ କ ଧାଡ଼ି:

ଏହା କହି ଅଭିମନ୍ୟୁ ବୁଡ଼ିଲା ଯେ ଆଉ ଉଠିଲା ନାହିଁ । ଶଶିସେନା ଆଉ ସେ ରଜାଝିଅ କାନ୍ଦିବୋବାଇ ହୋଇ ଅଭିମନ୍ୟୁ ଯୋଉଠି ବୁଡ଼ିଥିଲା ସେଇଠି ବୁଡ଼ିଲେ, ଅଭିମନ୍ୟୁ ସାଙ୍ଗେ ଯାଇ ନାଗଲୋକରେ ମିଳିଲେ । ସେଠାରେ ନାଗପତ୍ନୀମାନେ ୟାଙ୍କୁ ପୁରାଇ ଦେଲେ ନାହିଁ । ଏମାନେ ଅପ୍ସରାଙ୍କ ସଙ୍ଗେ ମିଶି ନୃତ୍ୟ କଲେ । ସବୁଦିନେ ଏହିପରି ନୃତ୍ୟ କରନ୍ତି, ଅଭିମନ୍ୟୁକୁ ଦେଖନ୍ତି ଆସନ୍ତି । ଦିନକର ନାଗରାଜା ବାସୁକୀ କହିଲେ, ଏ ଅପ୍ସରା ଦୋଟି ଭଲ ନୃତ୍ୟ କରୁଛନ୍ତି, ୟାହ୍କୁ ବିଦାକୀ କଣ ଦେଉଚ ? ସମସ୍ତେ କହିଲେ ନାହିଁ ସେ କିଛି ନେଉ ନାହାନ୍ତି । ନାଗରାଜା ଏ ଦିହିଁକି, ଡକାଇଲେ ପଚାରିଲେ, ତେମେ କଣ ନେବ ? ଏମାନେ କହିଲେ ଆମେ କିଛି ନେବୁ ନୀହିଁ, ଆମକୁ ଏ ପୁରୁଷଟିକି ଦିଅ, ଅଭିମନ୍ୟୁକୁ ଦେଖାଇଦେଲେ । ନାଗପତ୍ନୀମାନେ ନାହିଁ କଲେ ଯୋଉଠୁ ନାଗ-ରାଜା ଆଉ କିଛି କହୁ ନ ଥାନ୍ତି । ଏମାନେ ଅଳି ଲଗାଇଲେ ଭାରୀ, ବାସୁକୀ କହିଲେ, ହଉ ନିଅ, ଏ ନରଲୋକରେ ଛମାସ ରହିବ, ନାଗଲୋକରେ ଛ ମାସ ରହିବ । ଏ ଦିହେଁ ଅଭିମନ୍ୟୁକୁ ସାଙ୍ଗରେ ଘେନିକରି ଆସିଲେ, ସୁଖରେ ରହିଲେ, ଘରଦୁଆର କଲେ, ମୁଁ ଗଲାକୁ କଥା ନ କହିଲେ । ମୋ କଥାଟି ସରିଲା; ଇତ୍ୟାଦି ।

-----------------------------------