"ପୃଷ୍ଠା:Kathalahari (RN Das, 1927) opt.pdf/୧୦୮" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ସଂଶୋଧନ
+
ବୈଧ କରାଗଲା
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh| | କଳାରାଜନ କଥା । | ୯୯}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
କଳାରାଜନ କଥା । ୯୯

ବାର୍‌ହାଟିକି ମାଗିବ । ବାର୍‌ହାରଜା ସବୁ ଦେଲା, ବିଦାକଲାବେଳକୁ କଳାରାଜନ କହିଲା ଅପଣଙ୍କ ଛୋଟୀ ବାର୍‌ହାଟିକୁ ମତେ ଦିଅନ୍ତୁ । ଛୋଟୀ ବାର୍‌ହାଟିକୁ ଦେଲେ, ବିଦା କରିଦେଲେ । ଆସିଲେ ସମସ୍ତେ ବାଟରେ

ଠାଏ ରହିଲେ, ଏ ବାଘରଜା ଘରକୁ ଆସିଲା । ସେଠାରୁ ବିଦା ହୋଇ ଆସିଲା, ଆସିଲାବେଳକୁ ଛୋଟୀ ବାଘଟିକୁ ଯୌତୁକରେ ଆଣିଲା । ସେଠାରୁ ପାରାରଜା ଘରେ ପହଞ୍ଚିଲା, ପାରାରଜା ବି ସେହିପରି ବିଦାକଲା ।