"ପୃଷ୍ଠା:Kathalahari (RN Das, 1927) opt.pdf/୮୯" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Removing non book content |
|||
ପୃଷ୍ଠାର ସ୍ଥିତି | ପୃଷ୍ଠାର ସ୍ଥିତି | ||
- | + | ସଂଶୋଧନ | |
ଶିରୋନାମା (noinclude): | ଶିରୋନାମା (noinclude): | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
{{rh|ଉତ୍କଳ କାହାଣୀ ସଂଗ୍ରହ ।||}} |
|||
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
ଏହି ମୋ ପୁଅକୁ ମାରିଚି ବୋଲି, ପାହାରେ ପକାଇଲା ଯେ ନେଉଲଟି ମରିଗଲା, ତା ପାଖରୁ ଖଣ୍ତେ ଚେର ଖସିପଡ଼ିଲା ରାଣ୍ତୀବାହ୍ମଣୀ ସେ ଚେର ଖଣ୍ତି ନେଇ ଘୋରି ପୁଅକୁ ପିଆଇଦେଲା ଯେ ପୁଅ ବଞ୍ଚିଉଠିଲା । ରାଣ୍ତୀବ୍ରାହ୍ମୁଣ କହିଲା ଆହା । ମୁଁ ନେଉଳକୁ କାହିଁକି ମାରିଲି, ସେ ତ ମୋ ପୁଅପାଇଁ ଓଷଧ ଆଣୁଥିଲା । ଏହା କହିଲା, ବଡ଼ ବ୍ୟସ୍ତ ହେଲା, ରହିଲ । ଏହା କହି ରଜାଝିଅ କହିଲା, କହିଲୁ ହେ ଦିପରୁଖା, ଏଥିର କାହାର ଦୋଷ ହେଲା ? ଦୀପରୁଖା କହିଲା ନେଉଳର ଦୋଷ । ଏଥିରେ ମଉଳାବତୀ ରାଗିଯାଇ କହିଲା କଣ, ନେଉଳର ଦୋଷ ହେଲା ? ମୋ ଦୀପରୁଖା ହୋଇ ଏମନ୍ତି କହୁଚୁ । ଏଥିରେ ରାଣ୍ତୀବାହ୍ମୁଣୀ ଦୋଷୀ । ଏ ସେଉଠୁ କହିଲା ଦେଖିଥାଅ ହୋ ଧାଈ, ତମଝିଅ ଆମକୁ ତୃତୀୟପହର କଥା କହିଲା । ଏହି ପରି ଚତୁର୍ଥପହର ରଜାଝିଅ ଆଉ ଗୋଟିଏ କଥା କହିଲା । ସେ କଥାଟି ଏହି - |
|||
ଉତ୍କଳ କାହାଣୀ ସଂଗ୍ରହ । ଏ ମୋ ଦିଅ କୁ ମାଈଚି ବାଇ, ପ ଦାରେ ପକାଇଲ୍ ସେ ନେଉF୫ ମଈଗଲ ତ ପା ‘ରୁ ଖଣ୍ଡ ତେର ଖସି ପଣ୍ଟଲ କ୍ଶୀବାସ୍ତୁ ଣ ସେ ଢେର ଖଣି ନେଇ ଘୋର ପୁଅକୁ ପିଇଦେଲ ସେ ପୁଅ ଦଉଠିଲ । ଘjବସ୍ତ,ଣ କହଲ ହ ! ମୁଁ ନେଉଳକୁ କକ ମାଈ , ସେ ଭି ମୋ ପୁଅପୀଇଁ ଓଷ ୬ ଅଣୁ ଅଇ । ଏହା କହଲ, ବଡ଼ା ବ୍ୟସ୍ତ ହେକ୍ସ, ରବି । ଏ ହ କ ରକିଝ ଅ କଲି, କହି ହେ ଦୀପରୁଖ, ଏଥର କାହାର ଦୋଷ ହେଲ ? ସାରୁଖ କ ଲ ନେଉଛର ଦୋଷ । ଏରେ ମଉନାବଟ୍ଟ ଗଶିଯାଇ କହୁଲ କଣ, ନେ9କର ଦୋଷ ? ସପରୁଖା ହୋଇ ଏମନ୍ତ କହୃତୁ ! ଏରେ ଘgକାହ୍ମଣ ଦୋସ୍ତି । ଏ ସେଉକ ଦେଖୁଥାଅ |
|||
{{Css image crop |
|||
ବୋ ଧୀ, ଜମଝିଅ ଅମ ତୃଗପଢ଼ର କଥା କହୁଲ । ଏହା ମର ଚଢୁଥିପହର ରଜାଝି ଅ ଉ ଗୋ& ଏ କଥା କହଲ । ସେ କଥା ଏହ~ |
|||
|Image = Kathalahari_(RN_Das,_1927)_opt.pdf |
|||
ମର ସଙ୍ଗୀତ କଥା k |
|||
|Page = 89 |
|||
ଗୋsଏ ଦେଶରେ ରଜାପୁଅ, ସୁନାଗୃଦ୍ଧଣିଆପୁଅ, ବଢ଼େଇପୁଅ, ତୁ ପୁଅ ଏ ଋ ପଙ୍ଗ । ଉ । ଏ ଦଳକୁର ଦେଣ କରି ବାହାରିଲେ ଯା ନ ଯାଉ ସେ ଏ ବନସ୍ତରେ ଗଭ ହେଲ, ସେଇଠି ରହିଲେ, ପହଭରୁ ପହର ଜଣେ ଲେଖି କରି ବସିଲେ, ଅଉ ସମସ୍ତେ ଶୋଇଲେ । ପ୍ରଥମ ପଦ୍ ର ବଢ଼େଇ ର ପାଈ ପଡ଼ଇ, ସେ କରିଥାଏ, ଖଣ୍ଡିଏ କାଠରେ ମା' ଏ ବନ& ଏ ଗଢ଼ି ଇ, ଦି ଗୟେ ପହପୁନଶ୍ୟ ଦଣି ଥର ପାଲ, s ସ୍ କନ୍ୟଧିକ ଗୁଡ଼ିଏ ଅଳଙ୍କାର ଖଣ୍ଡାଇ |
|||
|bSize = 360 |
|||
ଦେଲ । ଭୁତ ପହର ଭଣ୍ଡପୃଥ ଜଗିଲ, ସେ କନ୍ୟfକ ଲୁଗାପିନ୍ଧାଇଲ । ଜଜୁ ପହି ର ରଜାପୁଅର ପାଳ ପଡିଲ, ସେ କନ୍ୟା କୁ ୩ଦାନ ଦେଳ୍ପ । ଏପର ସମସ୍ତେ କଲେ, ରତ ପାହାନ୍ତି, କନ୍ୟା |
|||
|cWidth = 183 |
|||
|cHeight = 38 |
|||
|oTop = 326 |
|||
|oLeft = 87 |
|||
|Location = center |
|||
|Description = |
|||
}} |
|||
ଗୋଟିଏ ଦେଶରେ ରଜାପୁଅ, ସୁନାରୀବଣିଆପୁଅ, ବଢ଼େଇପୁଅ, ତନ୍ତିପୁଅ ଏ ଚାରି ସଙ୍ଗାତ । ଏ ଦିନକର ବିଦେଶ କରି ବାହାରିଲେ ଯାଉ ୨ ଗୋଟିଏ ବନସ୍ତରେ ରାତି ହେଲା, ସେଇଠି ରହିଲେ, ପହରକୁ ପହର ଜଣେ ଲେଖାଁ ଜଗି ବସିଲେ, ଆଉ ସମସ୍ତେ ଶୋଇଲେ । ପ୍ରଥମ ପହର ବଢ଼େଇର ପାଳି ପଡ଼ିଲା, ସେ ଜଗିଥାଏ, ଖଣ୍ତିଏ କାଠରେ ଗୋଟିଏ କନ୍ୟାଟିଏ ଗଢ଼ିଲା, ଦ୍ୱିତୀୟ ପହରସୁନାରୀବନିଆର ପାଳି, ସେ ସେ କନ୍ୟାଟିକି ଗୁଡ଼ିଏ ଅଳଙ୍କାର ଖଞ୍ଜାଇଦେଲା । ତୃତୀୟ ପହର ତନ୍ତିପୁଅ ଜଗିଲା, ସେ କନ୍ୟାଟିକି ଲୁଗାପିନ୍ଧାଇଲା । ଚତୁର୍ଥପହର ରଜାପୁଅର ପାଳି ପଡ଼ିଲା, ସେ କନ୍ୟାଟିକୁ ଜୀବଦାନ ଦେଲା। ଏହିପରି ସମସ୍ତେ କଲେ, ରାତି ପାହିଲା, କନ୍ୟା |