"ପୃଷ୍ଠା:Kathalahari (RN Das, 1927) opt.pdf/୯୭" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|ଉତ୍କଳ କାହାଣୀ ସଂଗ୍ରହ । ||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ହଳଦିଆଗାର କାଟି ବସିଚି । ଏ ରଜାପୁଅ ଆଉ ଜାଣେ ନା, ଗାର ଡ଼େଇଁ ଦେଇ ଗଲା ବାହାରି । ଏ ରଜାଝିଅର ଧାଈ ତାକୁ ଫେରାଇ ଆଣିଲା, କହିଲା ଆମ ଝିଅଙ୍କର ନିୟମ ଅଛି, ଯେ ଗାରଡେଇଁବ,ସେ ତାଙ୍କୁ ବିଭା ହେବ, ତେମେ ଫେରିଆସ ବିଭାହେବ । ଧାଈ ଯାଇ ରଜାଙ୍କୁ କହିଲା ତମଲାଖି <ref> ତମ ସମାନ </ref> ଜୋଇଁ ମିଳିଲାଣି ବିଭାଘର କର । ରଜା ସବୁ ଯୋଗାଡ଼ କଲେ, ବିଭାଘର ହେଲା । ସେ ରଜାଝିଅର ନାମ ତାରାବତୀ । ତାରାବତୀ ଆଉ ଏ ରଜାପୁଅ ବିଭାହୋଇ ସେଇଠି ରହିଲେ । କିଛିଦିନ ଗଲା ବାହାରି, ତାରାବତୀ ଏ ରଜାପୁଅପାଇଁ ପାନ ଭାଙ୍ଗିଦିଏ, ଲୁଗା କୁଞ୍ଚେଇ ଦିଏ, ଭାତ ବାଢ଼ିଦିଏ, ଚିତାପେଡ଼ି ସଜାଡ଼ି ଦିଏ, ଘର ଓଳାଇଦିଏ, ଏ ରଜାପୁଅର ମନକୁ ଆଉ ଆସେ ନାହିଁ । ସବୁବେଳେ ପାନସୋରୀକି ବାହୁନି କରି କହେ, କି ପାନ ଭାଙ୍ଗିଚୁ ଲୋ ତାରା, ନୁହେ ମୋ ପାନସୋରୀ ପରା, କି ଠାଆ <ref> ଠାଆ - ଭୂମି ଉପରେ ମ‌ବୁଜ ଦ୍ୱାରା ବିଚିତ୍ର ପଦ୍ମଫୁଲ ଇତ୍ୟାଦି ଆକୃତିର ଚିତ୍ର ଏହା ଉପରେ ଭୋଜନସ୍ଥାଳୀ ରଖାଯାଏ । </ref>ଭାଙ୍ଗିଚୁ ଲୋ ତାରା, ନୂହେ ମୋ ପାନସୋରୀ ପରା, କି ଭାତ ବାଢ଼ିଚୁ ଲୋ ତାରା, ନୂହେ ମୋ ପାନସୋରୀ ପରା, କି ଲୁଗା କୁଞ୍ଚି ଚୂଲୋ ତାରା, ନୁହେ ମୋ ପାନସୋରୀ ପରା, ଏହିପରି ସବୁଦିନେ ବାହୁନେ। ତାରାବତୀ ଆଉ ଏ ରଜାପୁଅ ମନକୁ ଆସେ ନାହିଁ । ତାରାବତୀ କହିଲା ୟାଙ୍କର ଗୋଟାଏ ପାନସୋରୀ । ଏ କେଡ଼େ ସୁନ୍ଦର ଯେ ଏମନ୍ତି,ମତେ ସବୁବେଳେ ଖୁଣିଲେ । ମନକଥା ମନରେ ଥାଏ, ଦିନେ ରଜାପୁଅକୁ ପଚାରିଲା, ହେ ତମଗାଁରେ କଣ ମିଳେ ନାହିଁ । ଏ କହିଲା ଆମର ରଜାରାଇଜ, ଅପୂରୁବ କଣ ? ସବୁ ମିଳେ ଯେ ଏକା ପଚା ତାଳପତ୍ର ଝିଲ୍ଲୀଶଙ୍ଖା ମିଳେ ନାହିଁ । ତାରାବତୀ କଣ କଲା, ଚାରି ପାଞ୍ଚ ଟଙ୍କାର
ଭକ କାହାଣୀ ସଂଗ୍ରହ ।
କଳQଅଭାର କାନ୍ତି କସିବ । ଏ ରଜାପୁଅ ଅଉ ଜାଣେ ନା, ଗାର ଢେଇ ଦେଇ ଗଳ୍ପ ବାହାର । ଏ ରଜାଙ୍କ ଅର ଧଈ ଭୀକୁ ଫେରଇ ଔଇ, କହଇ ଅମ ଝିଅଙ୍କର ଶପୃମ ଅଛୁ, ସେ ଗାରଡେଇଁବ,ସେ ତାଙ୍କୁ ବସ୍ ହେବ. ତେମେ ଫେର ଅସ ବର୍ଘହେବ । ଧ'ରେ ଯ ଇ ରଜାଙ୍କୁ କହିଲ ଜମଇଟି (୧) ଜୋଇଁ ମିଈ ଘୁଘର କର । ଇଜ ସରୁ ଯୋଗାଡ଼ କଲେ, ଘୁଘର ଦେଲି । ସେ ରଜାଝି ଅର ନାମ ଦ'ଘବଙ୍ଗ । ଚାସ୍ପବଟ ଅଜି ଏ ଭକ'ଣ୍ଡୁଅ & ଦେଇ ସେଇଠି ରହିଲେ । କିଛିନ ଭଲ ବାହାର,ଜାସ୍ପବଟ୍ଟ ଏ ରଜାଦୁଅପାଇପାନ ଘୁଙ୍ଗିଦିଏ, ଲୁଗା କୁଇ ଦିଏ, ଘୁରି ବାଛି ଦେଏ, ତତପେ ସଜା ଦ ଏ, ଘର ଓଳାଇଦଏ ରଜାପୁଅର ମନକୁ ଅଉ ଅସେ ନାହିଁ । ସଭୁବେଳେ ପାକସୋଝକ ବ:ହୃନ କର କହେ, କ ଦିନ ଘୁଙ୍ଗି ତୁ କେ ଭାଗ, ନବେ ମୋ ପାନସେଶ୍ୱ ପସ୍କ, କ ଠାa (•) ଘୁଙ୍ଗି ଲେ ଭାଇ, ନୂବେ ମା ପାନ ପଶ୍ଚ, କ ଘର କରିବୁ
ଲେ ଭାଗ, ନୂହେ ମୋ ପୀନସେବ ପଇ, ଲୁଗା କୁଡି ରୁ ଲେ ଭାଇ, ନଡ଼େ ମୋ ପାନସେସ୍ ପଶ୍ଚ, ଏପରି ସୂଦନେ ବହୃନ ଭାଗବତ ଧଉ ଏ ଭଜାପୁଅ ମନକୁ ଅସେ ହଁ । ଭାବଟା କହଙ୍କ ସ୍ନାଙ୍କର ଗୋlଏ ପାନପୋସ୍ । ଏ କେଡ଼େ ସୁନ୍ଦର ଯେ ଏମନ୍ତ,ମତେ ସଭୁବେଳେ ଖୁଥିଲେ । ମନକଥା ମନରେ ଥାଏ, ଦିନେ ଭକାପୁ ଅଭୁ ପଶ୍ଚଭଲ, ହେ ଭଗାରେ କଣ ମିଳେ ନାହିଁ । ଏ କହଲ ଅମର ରଜାରାଇଜ, ଅରୁବ କଣ ? ସରୁ ମିଳେ ଯେ ଏକା ପର୍ ଭଳକୁ ଝି ଖା ଶିଳେ ନାହିଁ । କାରାବସ୍ଥ କଣ କଳ୍ପ, ଋର ପଞ୍ଚ ୪ଙ୍କାର
) ତମ ମିନ ୨ | O୬ - ଶନି ଉପରେ ମ)କ ଦାର ଫQଫ ହୋ ଦି ଅ ର ଦିନ । ଏ Qରେ ଛନ ସ୍ଥାଳୀ ରଖାପୀ ଏ ।