"ପୃଷ୍ଠା:Kathalahari (RN Das, 1927) opt.pdf/୯୬" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|| ପାକସୋରୀ କଥା ।|୮୭}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
କାଟିକାଟି ଯାଏ ଯୋଉଠିସରିବସେଇଠି ଜନ୍ମକରିବୁ, ପୁଅଟି ଏହେଲେ ଆଣିବୁ ଝିଅହେଲେ ଫୋପାଡ଼ିଦେଇ ଆସିବୁ ଏ ସେହିପରିସୁତାକାଟି ୨ ଗଲା ବାଟଯାକ, ଯାଇଁ ୨ ଗୋଟାଏ ପାନବରଜ ପାଖେ ବରଣାଟିସରିଲା ସେଇଠି ଜନ୍ମକଲା, ଝିଅଟିଏ ହେଲା । ଶାଶୂତ କ‌ହିଚି ଝିଅ ହେଲେ ଫୋପାଡ଼ି ଦେଇ ଆସିବୁ, ଆଉ ନେଇକରି ଯିବି କେମନ୍ତି ? ଝିଅଟିକି କଣକଲା ନା ପାନବରଜ ଭିତରେ ପାନ ଗୁଡ଼ିଏ ପାରି ଦେଲା ତା ଉପରେ ଶୁଆଇ ଦେଲା, ତା ପାଖରେ ବସି ଗୁଡ଼ିଏ କାନ୍ଦିଲା, ଘରକୁ ଆସିଲା । ଆରଦେଶ ରଜା ପାରିଧିକି ଆସିଥିଲେ । ଏ ଝିଅଟି ପାନବରଜରେ କାନ୍ଦୁଚି ଶୁଣିଲେ, କହିଲେ କେହିତ କୁଆଡ଼େ ନାହିଁ, ପିଲାଟିଏ କୋଉଠି କାନ୍ଦୁଚି ଦେଖିଲ, ଖୋଜିଲ । ଚାକରମାନେ ଗଲେ ଖୋଜିଲେ, ପାନବରଜ ଫିଟାଇ ଦେଖିଲା ବେଳକୁ ଝିଅଟିଏ କାନ୍ଦୁଚି ତାକୁ ନେଇ ଗଲେ ରଜାଙ୍କ ପାଖକୁ । ରଜା କ‌ହିଲେ ତାକୁ ନିଅ ଆମଘରକୁ, ଆମେ ତାକୁ ଝିଅ କରିବା । ନେଇକରି ଗଲେ ଘରକୁ, ରାଣୀକି ଦେଲେ, କହିଲେ ଏଇଟିକି ପାଳ, ଆମର ଝିଅ କରିବା । ରାଣୀ ପାଳିଲେ, ଝିଅଠାରୁ ଅତିସ୍ନେହରେ ବଢାଇଲେ । ତା ନାଆଁଟି ଦେଇଥାନ୍ତି ପାନସୋରୀ । ପାନସୋରୀକି ଦଶ ବାରବରଷ ହେଲା । ବଡ଼ ହେଲା, ବରଘର ଲଗାଇଲେ, ଆରଦେଶ ରଜାପୁଅକୁ ବିଭା କରିଦେବେ । ପାନସୋରୀ ଖୁବ୍ ସୁନ୍ଦରୀ, ଆରଦେଶ ରଜାପୁଅ ଆଉ ତାକୁ ଦେଖି ଦାଣ୍ଡକୁ ବାହାରିଲା ନାହିଁ, ସବୁବେଳେ ତା ପାଖରେ ଥାଏ । ପ୍ରଜାମାନେ କହିଲେ ରଜାପୁଅତ ଘରୁ ବାହାରିଲେ ନାହିଁ, କିଛି ବୁଝିଲେ ନାହିଁ, କିପରି ଚଳିବ ? ଏହିପରି ଯୋଉଠୁ ସମସ୍ତେ କହିଲେ, ରଜାପୁଅ କଣକଲା, ଦିନକର ରାତିରୁ ଉଠି ଘୋଡାରେ ଚଢ଼ି କୁଆଡ଼େ ଗଲା ବାହାରି । ଯାଇଁ ୨ ଆରଦେଶ ରଜାଗାଁରେ ପହଞ୍ଚିଲା । ସେ ଦେଶ ରଜାଝିଅକୁ ବର ମିଳୁ ନ ଥାଏ ଯେ ସେ ଧଳାଗାର, କଳାଗାର, ନାଲିଗାର, ନେଳୀଗାର,
ପାକସୋ କଥା }
କାଞ୍ଚିକା ଯଏ ସେଉଠିବଣବସେଇଠି କନ୍ଧିକରୁ, ପୁଅ ଏବେଲ ଅଣି ବୁ ଝି ଅହେଲେ ଫୋ ପତେଇ ଅସିଦ୍ ଏ ସେପରି ଭାକୀ > ଟଲ ବାଯାକ,ଯା> ଗୋiଏ ପାନବରଜ ପଖେ ବରଣା ସଭଲ ସେଇଠି ଜହ୍ନକଲ, ଝ ଅନ୍ତିଏ ଦେଇ । ଶାର କତ ଝିଅ ହେଲେ ଫୋପାଡ଼ ଦେଇ ଅସିବୁ, ଆଉ କେଇକର ଯିବ କେମ ? ଝି ଅଧିକ କଣକଳ୍ପ ନା ପାନବରଜ ଭଇରେ ପାକ ଗୁଡ଼ ଏ ପର ଦେଲ ର ଊପରେ ଶୁଥଇ ଦେଲ, ତା ପାଖରେ ବସି ଗୃ@ ଏ କାନ୍ଦଲ, ଘରକୁ ଅସିଲ ଅରଦେଶ ରଜ । ପାର ଏସି-ଲ । ଏ ଝି ଅଛି ପୀନବଭଜରେ କାହୃତ ଶୁଣି ଲେ, କହିଲେ କେଜ କୃଡ଼େ ନ!, ପିଲ: ଏ କେଉଠି କାନ୍ଦୁତ ଦେଖୁ, ଖୋଜଳ । କରମାନେ ଗଲେ ଖେ' କଲେ, ପାନବରଜ ଫିଇ ଦେଖୁଲ ବେଳକୁ ଝି ଅsଏ କହୁ ତାକୁ ନେଇ ଗଲେ ରଜ'ଙ୍କ ପାଖକୁ ! ଜୋ କଲେ ତାକୁ ରଥ ଅମଘରକ୍, ଅମେ ତରୁ ଝ ଅ କଈବା । ନେଇକରି ଗଲେ । ଘରକୁ, ରଣକି ଦେଲେ, କହିଲେ ଏଇ କି ପାଳଇ, ଅମର ଝ ଅ । କରିବା । ଗୁଣ ପାଇଲେ, ବି ଅ୦ ରୁ ଅଭସ୍ମତରେ ବଢାଇଲେ । ର ନାଆଁ & ଦେଇଥାନ୍ତ ପୀନସାର୍ ! ପାକସେକି ଦଶ କାକର ଦେଇ । ବଡ଼ ହେଲ, ବରିଘର ଲଗାଇଲେ, ଆରଦେଶ ଭଜାପୁ ଅକୁ ଜ୍ କରିଦେବେ । ମନସ୍ଟ୍ ଖୁବ ହଟ୍, ଅରିଦେଶ ରଜାପୁଅ ଆଉ ତାକୁ ଦେଖୁ ଦଣ୍ଡରୁ ବାହାରଲ ନାହିଁ, ସବୁବେଳେ ତା। ପାଖରେ ଥାଏ । ପ୍ରକମାନେ କହେ ଲେ ରଜୀୟ ଅର ଘରୁ ବାହାରିଲେ ନାହିଁ, କିନ୍ତୁ ବୁଝି ଲେ ନ , କିପରି ଲେନ ? ଏପରି ପେଉ୦. ସମସ୍ତେ କହିଲେ, ରଜାପୁଅ କଣକଲ, ଦିନକର ଘରୁ ଊ ଘୋଡାରେ ଚଢ଼ କୁଅଡ଼େ ଗଲ ବାହାର ଲାଇଁ ଅରଣ ରଜଗାଁରେ ପହଞ୍ଚିଲି । ସେ ଦେଣ ରଜାଝ ଅରୁ ବର ମିକ୍ତ ନ ଥାଏ ସେ ସେ ଧଳାଗାର, କୁଳାଗାର, ନାଲଗାର, ମେଳୀଗାଇ,