"ପୃଷ୍ଠା:Kathalahari (RN Das, 1927) opt.pdf/୯୫" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|ଉତ୍କଳ କାହାଣୀ ସଂଗ୍ରହ । ||}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ମୁହଁବୁଲା । ରଜା ତେଣିକି ମୁହଁ ଫେରା‌ଇଲେ, ଈଶ୍ବର ପାର୍ବତୀ ଫୁଲପାଣି କରି ତିନିମୁଠା ଛିଞ୍ଚିଦେଲେ ଯେ ସୁନାଫୁଲ ଜୀଇ ଉଠିଲା । ଈଶ୍ୱର ପାର୍ବତୀ ଉଭେଇ ଗଲେ । ରଜା ସୁନାଫୁଲକୁ ଘିନି ଘରକୁ ଆସିଲେ, ବଡ଼ ସାତରାଣୀଙ୍କି ଖଣି ଖୋଳାଇ ତ‌ହିଁରେ ପକାଇଦେଲେ,ତଳକଣ୍ଟା ଉପରକଣ୍ଟା ଛାଟିଦେଲେ । ସୁନାଫୁଲକୁ ନେଇ ଆନନ୍ଦରେ ଘରଦୁଆର କଲେ, ମୁଁ ଗଲାକୁ କଥା ନ କ‌ହିଲେ । ମୋ କଥାଟି ସରିଲା ଇତ୍ୟାଦି ।

{{Css image crop
ଉତ୍କଳ କାହାଣି ସଂଗ୍ରହ । ମୁହଁରୁ । ରକା ଭେଣି ମହଁ ଫେସ୍‌ଇଲେ, ଈଶ୍ବର ପାଗ ଫୁଲପାଣ କରି ଭତମୁଠ ଝଦେଲେ ଯେ ସୁନଫୁଲ ଗାଁଇ ଉଠିଲ । ଈର ପାଗ ଉଭେଇ ଗଲେ ! ରଜ ସୁନୀଲକୁ ଘ ଘ ଘରକୁ ଅସିଲେ, ବଡ଼ ସଭଶ୍ଚଶକ୍ତି ଖଣି ଖୋଳାଇ ତଦ୍ର ପକାଇଦେଲେ , ଗଳକଣ୍ଟା ଉପରକଣ୍ଟାସ୍ମହେଲେ । ସ୍ତନ'ଫୁଲଭୁ ନେଇ ଅନହ ରେ ଘହୁଅର କଲେ, ମୁଁ ଭଲକୁ କଥା କଲେ । ମୋ କ'୫ ସରିଲ ଇତ୍ୟାଦି ।
|Image = Kathalahari_(RN_Das,_1927)_opt.pdf
3. F&A ::
|Page = 95
ପାନସାର କଥା ।
|bSize = 360
ଭୋ$ଏ ସଂଧବଏ ଯେ ତାର ସାରପୁଅ ସରବୋହ । ସବ। ସାକ ବେ:ହୁଥିଲୁ କେହି ଦେଖି ପାରନ୍ତୁ ନାହିଁ । ସାଇ ଯା ଯାକ ଗର୍ଭହେଲେ, ବଡ଼ ଛି ଯାଅଙ୍କର କାହାର ପୁଅ ଦେଲ କାହାରଝିଅ ହେଲ, ସ୍ୱାକ ଯାଇ ଛୁ ହୋଇ ନ ଥାଏ । ଏ ଘରର କାମଦାମ ସରୁ କରୁ ଥାଏ । ଯେଉଁ ଦିନ କଷ୍ଣୁ ପାଇଲି, ଶାଶୁକୁ ହେଲ, ସନ୍ତାଣି ମୋ ଦେହ କଣ ହଉତ । ଶାଶୁ କଲ ସ। ସେ ପଣି ଦେରକ ଅ ସାର ପଛୁ କି ପାଇବୁ, ଆଉ କଣ କରିବ ? ସଭୁକାମକର ସାଲ, ଫେର୍ ଶିଶୁକୁ କହୁଲ । ବାଣ୍ଡ କଣ କଲ ନା ଅରଖଣ୍ଡିଏ ଦାଜରେ ଦେଲ । ଗୋ5ଏ ବଇବା (୯) ଦେଲ,ହେଲ କୁ ସ୍ୱଭା
|cWidth = 251
( : ) ପଶୁ ଭଳ ର ସଂ ସହଁର ସୂଜା କaଏ |
|cHeight = 89
|oTop = 239
|oLeft = 59
|Location = center
|Description =
}}
ଗୋଟିଏ ସାଧବଟିଏ ଯେ ତାର ସାତପୁଅ ସାତବୋହୂ । ସବା ସାନ ବୋହୂଟିକୁ କେହି ଦେଖି ପାରନ୍ତି ନାହିଁ । ସାତ ଯା ଯାକ ଗର୍ଭହେଲେ, ବଡ଼ ଛ ଯାଆଙ୍କର କାହାର ପୁଅ ହେଲା କାହାରଝିଅ ହେଲା, ସାନ ଯାର କିଛି ହୋଇ ନ ଥାଏ । ଏ ଘରର କାମଦାମ ସବୁ କରୁଥାଏ । ଯେଉଁଦିନ କଷ୍ଟ ପାଇଲା, ଶାଶୁକୁ କହିଲା, ସାନ୍ତାଣି ମୋ ଦେହ କଣ ହେଉଚି । ଶାଶୁ କ‌ହିଲା ଯା ଆଗେ ପାଣି ହେରିକା ଆଣି ସାର ପଛେ କଷ୍ଟ ପାଇବୁ, ଏ ଆଉ କଣ କରିବ ? ସବୁକାମକରି ସାରିଲା, ଫେର୍ ଶାଶୁକୁ କହିଲା । ଶାଶୁ କଣ କଲା ନା ଅରଟଖଣ୍ଡିଏ ହାତରେ ଦେଲା । ଗୋଟାଏ ବରଣା <ref> ପରିଷ୍ମାର ତୂଳାର ଯଷ୍ଟି ଯ‌ହିଁରୁ ସୂତା କଟାଯାଏ </ref> ଦେଲା, କହିଲା ୟାକୁ ସୂତା