"ପୃଷ୍ଠା:Kathalahari (RN Das, 1927) opt.pdf/୯୩" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
ଟିକେ Removing non book content |
|||
ପୃଷ୍ଠାର ସ୍ଥିତି | ପୃଷ୍ଠାର ସ୍ଥିତି | ||
- | + | ସଂଶୋଧନ | |
ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ପୃଷ୍ଠା ଲେଖା(ଯୋଡିବାକୁ ଥିବା) | ||
୧ କ ଧାଡ଼ି: | ୧ କ ଧାଡ଼ି: | ||
ବଂଶଯାକର ମୁଣ୍ତ କଟା ହେବ । ସୁନାଫୁଲ କହିଲା ଏମନ୍ତି କଥା କାହିଁକି କହୁଚ ବାପା ? ମନ୍ତ୍ରୀ କହିଲା ରଜାତ ଅବୁଝାମଣା, ହୁକୁମ କରିଚନ୍ତି ମୁଁ କାଲିକି ସୁନାଫୁଲ ଭାରେ ଦେବି, ନଇଲେ ସବଂଶରେ ମରିବି ! ସୁନାଫୁଲ କହିଲା ଏହି ଛାରକଥା ପାଇଁ ଏତେ ଭାବନା ! ଭାରେ କାହିଁକି, ସାତଭାର ନେବେ । ମନ୍ତ୍ରୀ ଶୁଣିଟିକିଏ ଆଶ୍ୱସ୍ତ ହେଲା । ସମସ୍ତେ ଖାଇପିଇ ସାରିଲେ, ସୁନାଫୁଲ କଣକଲା, ଭାଉଜମାନଙ୍କୁ ଡ଼ାକି ନେଇ ଗୋଟିଏ ଘର ଲିପାଇ ଆଣିଲା । ସେହି ଘରେ ତାକୁ ପୋତିଦେଲେ, ହଳଦିପାଣି ଛିଞ୍ଚିଦେଲେ, କହିଲେ ଫୁଟ ଗୋ ସୁନାଫୁଲ ଫୁଟ । ସେ ଦିନ ବହୁତ ଫୁଲ ଫୁଟିଲା, ସାତ ଯା ଯାକ ଫୁଲ ତୋଳି ଗଦା କଲେ, ଶେଷକୁ ହଳଦି ପାଣି ମୁଠାଏ ଛିଞ୍ଚିଦେଲେ, କହିଲେ ଉଟ ଗୋ ସୁନାଫୁଲ ଉଠ; ସୁନାଫୁଲ ଉଠିବସିଲା । ସବୁ ଫୁଲଯାକ ଭାର ୨ କରି ସଜାଡ଼ି ଦେଲେ, ସାତଭାର ଫୁଲ ହେଲା, ତାକୁନେଇ ମନ୍ତ୍ରୀ ରଜାଙ୍କ ଦୁଆରେ ଥୋଇଦେଲା । ରଜା ଦେଖି ବଡ଼ ଖୁସି ହେଲେ, ବୁଝୁ ୨ ବୁଝିଲେ ଯେ ମନ୍ତ୍ରିଝିଅ ନିଜେ ସୁନାଫୁଲ ଫୁଟେ । ରଜା କହିଲେ ମନ୍ତ୍ରୀ ଅମେ ତମ ଝିଅକୁ ବିଭା ହେବା । ମନ୍ତ୍ରୀ କହିଲା ଆପଣଙ୍କୁ ଯେବେ ସୁନ୍ଦର ଦିଶିଲା ତେବେ ବିଭାଘର ହଉ । ରଜା ମନ୍ତ୍ରିଝିଅ ସୁନାଫୁଲକୁ ବିଭା ହେଲେ । ସେ ରଜାଙ୍କର ଆଉ ସାତ ରାଣୀ ଥାନ୍ତି, ମନ୍ତ୍ରିଝିଅକୁ ବିଭା ହେବାରୁ ସେମାନଙ୍କୁ ଆଉ ରଜା ଦେଖି ପାରିଲେ ନାହିଁ ଏଇୟାକୁ ଭଲ ଦେଖି ପାରିଲେ । ଦିନକର ରଜା ପାରିଧିକି ଗଲେ, ମନ୍ତ୍ରିଝିଅକୁ କହିଗଲେ ତମ ସଉତୁଣୀମାନେ ଯେବେ ଫୁଲ ଫୁଟିବାକୁ ଲଗାଇବେ, ତେବେ କେଭେ ଫୁଟିବ ନାହିଁ, ତମକୁ ବାଦରେ ମାରି ପକାଇବେଟି । ମନ୍ତ୍ରୀ ଝିଅ ନାହିଁ କଲା । ରଜା ଯୋଉଠୁ ଗଲେ ବାହାରି, ଏସାତ ସଉତୁଣୀଯାକ ଆସି ଯା ସଙ୍ଗେ ଲଗାଇଲେ ତେମେ କେମନ୍ତି ସୁନାଫୁଲ ଫୁଟ ଆଜି ଟିକିଏ ଫୁଟିବଟି, ଆମେ ଦେଖିବା, ଏହାକହି ୟା ସଙ୍ଗେ ଏକ ଯିଦ୍ |
|||
ଉଛଲ କାହାଣି ସଂଗ୍ରହ । |
|||
ବଣ୍ଟଯାକର ମୁଣ୍ଡ କି ଦେକ । ସୁନୀଲ କଲ ଏମନ୍ତ କaj ଚାହିଁ କ କହୃତ ବାପା ଓ ମନ୍ତ୍ରୀ କହଳ୍ପ ରକାର ଅରୁଝାମଣ, ହୃରୁମ କଭଚ ମୁଁ କାଇକ ସୁନୀଲ ଘୂରେ ଦେବ, ନଇଲେ ପ୍ରବରେ ମରଣ୍ଟ ! ସୁନୀଲ କହେ ଏହ ସୁରକଥା ପାଇଁ ଏତେ ଘୁବଳୀ ! ଶ୍ଚରେ କ: କ, ସାଢର ନେବେ । ମନ୍ତ୍ର ଶୁଣି କିଏ ଅଶସ୍ତ |
|||
ଦେଲ । ସମସ୍ତେ ଖାଇପିଇ ସାରିଲେ, ସୁନାଫୁଲ କଣ କଲ, ଇଉକମାନଙ୍କୁ ଜାକି ନେଇ ଗୋଏ ଘର ଈ01ଇ ଅଣିଲ । ସେ ଘରେ ଭାରୁ ପୋଭଦେଲେ, ଦଳୟ!ଣି ଈ ଦେଲେ, କଲେ ଫ୪ ଗେ। ସୁନାଫୁଲ ଫ, ୪ | ସେ ନ ବହୃତ ଫଲ ଫଲ, ସ ର ସାଯାକ ଫୁଲ ରୋଲ ଘଦୀ କଲେ, ଶେଷକୁ ବଳଦେ ପାଣି ମୁଠାଏ ଚୁ ଦେଲେ, ହେଲେ ଉଠି ଗୋ ସୁନାଫୁଲ ଉ୦; ସୁନାଫଲ ଉଠି ବସିଲି । ସବୁ ଫଲଯାକ ଜ୍ବର · କରି ସଜାଡ଼ି ଦେଲେ, ସାଢଙ୍ଗୁର ଫଲ ବିଲ, ଜୀରୁନେଇ ମନ୍ତ୍ରୀ ରଜାଙ୍କୁ ଦୂରେ ଥୋଇଦେଲ । ରଳା ଦେଖି ଚଜ ଖୁସି ଦେଲେ, ? ବୁଝି ଲେ ସେ ମଉଁ ଝ ଅ ନକେ ସୁନ.ଫଲ ଫ,8 । ଭଜା କଲେ ମନ୍ତ୍ରୀ ଥମେ ଭମ ଝିଅକୁ ବିଘ୍ର ହେବ । ମନ୍ତ୍ରୀ |
|||
ହେଲେ ଆପଣଙ୍କୁ ଯେବେ ମୁଁ କର ଦଣି ଲ କେ ବକ୍ସରେ ବିଉ । ଘଳା ଗର୍ଭ ଝ ଅ ସ୍କୁଲi_ଲକୁ ବିଘ୍ନ ହେଲେ । ସେ ରଳାଙ୍କର ଅଉ । ସ୍ୱାଭ ରଖି ଥାନ୍ତ, ମନ୍ତ୍ର ଅକୁ ବୟ ହେବାରୁ ସେମାନଙ୍କୁ ଅଉ ରକା ଦେଖି ପାରିଲେ ନାହିଁ ଏଇୟକୁ ଭଲ ଦେଖ୍ ପାରିଲେ । Qକର ଭଜା ପଦ୍ଧଧକ ଗଲେ, ମଉଁ ଝିଅକୁ ହେଗଲେ ତମ ସଉଭୁଣାମାନେ ଯେବେ ଫଲ ଫୁଥିବାରୁ ଗାଁଇବେ, ତେବେ କେରେ ଫ କ ନାହଁ, ତମକୁ ବାଦରେ ମାଈ ପକାଇବେ । ମନ୍ତ୍ରୀ ଙ୍କୁ ଓ କ କଇ । ରକା ଯୋଉଠି, ଗଲେ ବାହାର, ଏ ସାର ସଉଭୁଣା ଯାକୁ ଅସି, ସ୍ନା ସ୍ପଟେ ଲଗାଇଲେ ପେମେ କେମନ୍ତ ସୁ ବାଫଲ ଫ୪ ଅଜ କିଏ ଫ_& ବ୪, ଅମେ ଦେଖୁକ, ଏଦୀକହ ସ୍ବା ସଙ୍ଗେ ଏକ ସିଦ୍ |