"ପୃଷ୍ଠା:Kathalahari (RN Das, 1927) opt.pdf/୯୨" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ବୈଧ କରାଗଲା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଫୁଲଗଛଟିଏ ହେଲା, ସେ ଘରଯାକ ଫଲ କଢ଼ି ହୋଇ ଫୁଟିଲା । ସାତ ଭାଉଜ‌ଯାକ ଗଲେ, ଡ଼ାଳପତ୍ର କିଛି ଭାଙ୍ଗିଲେ ନାହିଁ, ସାତଯାଙ୍କ ପାଇଁ ସାତଟି, ସୁନାଫୁଲ ପାଇଁ ଗୋଟିଏ, ଆଠଟି ଫୁଲ ତୋଳିଲେ, ହଳଦି ପାଣି ମୁଠାଏ ଛିଞ୍ଚି ଦେଲେ, କ‌ହିଲେ ଉଠ ଗୋ ସୁନାଫୁଲ ଉଠ । ସୁନାଫୁଲ ଉଠି ବସିଲା । ସେ ସୁନାଫୁଲରୁ ସାତ ଯା ସାତଟି ଲଗାଇଲେ, ସୁନୀଫ ଲକୁ
ଫୁଲଗଛଟିଏ ହେଲା, ସେ ଘରଯାକ ଫଲ କଢ଼ି ହୋଇ ଫୁଟିଲା । ସାତ ଭାଉଜ‌ଯାକ ଗଲେ, ଡ଼ାଳପତ୍ର କିଛି ଭାଙ୍ଗିଲେ ନାହିଁ, ସାତଯାଙ୍କ ପାଇଁ ସାତଟି, ସୁନାଫୁଲ ପାଇଁ ଗୋଟିଏ, ଆଠଟି ଫୁଲ ତୋଳିଲେ, ହଳଦି ପାଣି ମୁଠାଏ ଛିଞ୍ଚି ଦେଲେ, କ‌ହିଲେ ଉଠ ଗୋ ସୁନାଫୁଲ ଉଠ । ସୁନାଫୁଲ ଉଠି ବସିଲା । ସେ ସୁନାଫୁଲରୁ ସାତ ଯା ସାତଟି ଲଗାଇଲେ, ସୁନୀଫଲକୁ ଗୋଟିଏ ଦେଲେ, ରହିଲେ । ଦିନକର ସାତ ଯା ଯାକ କହିଲେ ଆଜି ନଈକି ଗାଧୋଇ ଯିବା, ରାତି ଟିକିଏ ଅଛି, ସମସ୍ତେ ଗାଧୋଇବାକୁ ଗଲେ । ସମସ୍ତେ ଗାଧୋଇ ଅଇଲେ, ସାନବୋହୂ, ରାତି ପାହି ଯାଉଚି ବୋଲି ଧଡ଼ପଡ଼ ହୋଇ ଗାଧୋଇ ଚାଲି ଆସିଲା ବେଳକୁ, ତା ମୁଣ୍ଡରୁ ସୁନାଫୁଲଟି ଖସି ପଡ଼ିଲା କେତେବେଳେ, ସେ ଆଉ ଜାଣେ ନାହିଁ । ରଜାଙ୍କ ହାତୀ ପାଣି ପିଇବାକୁ ଆସିଥିଲା ନଈକି, ପାଣି ପିଉ ୨ ସେ ସୁନାଫୁଲଟିକି ଦେଖିଲା, ତାକୁ ନେଇକରି କଳରେ ଯାକିଥାଏ; ଆଉ ଖାଇଲା ନାହିଁ କି ପିଇଲା ନାହିଁ, ସବୁବେଳେ ଝୁରି ହେଉଥାଏ । ଝୁରି ୨ ହାତୀର କଣ୍ଟା ରହିଲା । ଦିନ‌କର ରଜା କହିଲେ ହାତୀଟି କାହିଁକ ଜମା ଖାଉ ନାହିଁ ଝଡ଼ି ଗଲାଣି, ଏହା କହି ତାକୁ ଆଉଁସିଲେ ଆଉଁସୁ ୨ ହାତୀ ରଜାଙ୍କ ହାତରେ ସୁନାଫୁଲଟିକି ପକାଇଦେଲା । ରଜା ଦେଖି ବଡ଼ ଆଶ୍ଚର୍ଯ୍ୟ ହେଲେ, ମନ୍ତ୍ରୀଙ୍କି କ‌ହିଲେ ମନ୍ତ୍ରି, ଏ ଫୁଲ କୋଉଠୁ ଆସିଲା, ତେମେ ଯେବେ ଏଫୁଲରୁ କାଲିକି ଭାରେ ଦେବ ତ ଦେବ, ନଇଲେ ତମ ବଂଶ ରହିବେ ନାହିଁ । ମନ୍ତ୍ରୀ ବଡ଼ ଭାବନାରେ ପଡ଼ିଲା, କ‌ହିଲା ମୁଁ ଏବେ ସୁନାଫୁଲ ଭାରେ କୋଉଠୁ ଆଣିବି । ବ୍ୟସ୍ତ ହୋଇ ଘରକୁ ଗଲା, ଖାଇଲା ନାହିଁ ପିଇଲା ନାହିଁ, ଗୋଟିଏ ଘରେ ଭାବନାରେ ଶୋଇଲା । ପୁଅମାନେ ବୋହୂମାନେ ଡ଼ାକିବାକୁ ଗଲେ, ଜମା ଶୁଣିଲା ନାହିଁ କି କଥା କ‌ହିଲା ନାହିଁ । ସବା ଶେଷରେ ସୁନାଫୁଲ ଡ଼ାକିଲା । ଏ କ‌ହିଲା ଆଜି ଖାଇଲେ କଣ ହେବ, କାଲିତ
ଦେଲେ, ରହେଲେ । ଦ୍ୱିନକ ର ସାତ ରା ଯାକ କହିଲେ ଏକ ନଈ ଗାଧେଇ ଯିବା, ଋଭ &ଏ ଅଛୁ, ସମସ୍ତେ ଗାଧୋଇବାକୁ ଗଲେ । ସମସ୍ତେ ଗାଧେଇ ଅଇଲେ, ସାନବେ , ଘୃତ ପାଈ aଉ ବୋଲ ଧପଡ଼ ହୋଇ ଗାଧୋଇ ସ୍କୁଲ ଅସିଲ ବେଳକୁ, ବା ମୁଣ୍ଡରୁ ସୁନାଫଇ ଖସି ପଲ କେତେବେଳେ, ସେ ଅଉ ଜାଣେ ନାହିଁ ।ଭଜାଙ୍କ ବାଢୀ ପାଣି ପଇବାକୁ ଅସି ଝଲ ନଈକ, ପାଣ ଯଉ ସେ ସ୍ତନାଫୁଲଧିକ ଦେଖିଲି, ଭ.କୁ ନେଇକରି କଳ ରେ ଯ କଥାଏ; ଅଉ । ଖଇରେ ନାର୍ହ ଟିଇଲେ ନାହଁ, ସବୁବେଳେ ଝୁର ଉeଏ । ଝ ୨ ଦ୍ୱାଘର କଣ୍ଟା ରଇ । ଦଳର ଭ କ ହଲେ /ଗ କାକ ଜମା ଖଉ ନର୍ସ ଝ ଗଲଣି, ଏହା କହ ଭାକୁ ଅଉଁସିଲେ ଆଉଁସ୍ତ ୨ ରଜାଙ୍କ ହାତରେ ସୁନାଫ ଲ କ ପକ ଇଦେଲ । ରଜ, ଦେଖ୍ କଡ଼ ଅଶ୍ଚର୍ଯ୍ୟ ହେଲେ, ମନ୍ତ୍ରଙ୍କୁ କଲେ ମନ୍ତ୍ର, ଏ ଫ ଲ ବୋଉଠି ଅସିଲ, ଢେମେ ଯେବେ ଏଫୁଲରୁ କାରକ ଘୁରେ ଦେଦ ଜ ଦେଇ, ନଇଲେ ଭମ ବଂଶ ହେବେ ନାହଁ । ମନ୍ତ୍ରୀ ବଡ଼ ସ୍କବଜାରେ ପଡ଼ିଲ, କନ୍ସେଲ ମୁଁ ଏବେ ସୁନାଫଲ ରେ କୋଉଠି ଅଣି । ବ୍ୟସ୍ତ ହୋଇ ଘରକୁ ଗଲି, ଖାଇଲ ନାହଁ ପିଇଲ ନାହଁ, ଭୋ5ଏ ଘରେ ଘୁନରେ ଶୋଇଲି । ପୁଅମାନେ ବୋହ ମାନେ ଜାକ ବାକୁ ଗଲେ, ଜମା ଶୁଣଲେ ନ ହ କ କଥା କଲ ନହୀ । ସକା ଶେଷରେ ସ୍ତନଫଲ ଭାବନ୍ତି । ଏ କଲ ଅକ ଖାଇଲେ କଣ ହେବ, କାଲିର ।