"ପୃଷ୍ଠା:Kathalahari (RN Das, 1927) opt.pdf/୮୮" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ପରେ ଦେଖେ ଯେ ୟା ବେକରେ ଖଣ୍ତେ ଚିଠି ଲଟକିଚି, ପଢ଼ିଲାବେଳକୁ ରଜାପୁଅ ଲେଖିଚି ଯେ କୁକ୍କୁର କାର୍ଯ୍ୟସାଧନ କରି ଗଲା । ମହାଜନ ବଡ଼ ବିଥେଇହେଲା <ref> ସନ୍ତାପିହେଲା, ବ୍ୟସ୍ତ ହେଲା </ref> ଆଉ କଣ କରିବ, ଆପେତ କରିବି ତୁନି ହୋଇ ରହିଲା । ଏହା କ‌ହିସାରି ରଜାଝିଅ ପଚାରିଲା ଚାଳ, କ‌ହିଲୁ ଏଥିରେ କାହାର ଦୋଷ ? ଚାଳ କ‌ହିଲା କୁକ୍କୁରର ଦୋଷ । ଏହା ଶୁଣି ମଉନାବତୀ କ‌ହିଲା ଉଁ କୁକ୍କୁରର କିପରି ଦୋଷ ହେଲା? ମହାଜ‌ନର ଦୋଷ ହେଲା ନା । ଏ କ‌ହିଲା ଶୁଣିଥାଅ ହୋ ଧାଈ, ତମ ଝିଅ ଆମକୁ ଦ୍ୱିତୀୟ ପ‌ହର କଥା କ‌ହିଲେ । ତୃତୀୟପ‌ହର ରାଜାଝିଅ କ‌ହିଲା -
ମଉନାବଟ କଥା । । ୭୯ ପରେ ଦେଖେ ଯେ ୟା ବେକରେ ଖଣ୍ଡ eଠି ଲକର, ପଡ଼ିଙ୍କ
{{Css image crop
ବେଳକୁ ରଜାପୁଅ ଲେ ତ ଯେ କୁକର କାର୍ଯ୍ୟସ୍ଥବ କରି ଗଲି । ମହାଜନ ବଡ଼ ନ ଥେଇଦେଲ ( <) ଉ କିଶ କରବ, ଅପେରି କରିବ, ହୃତ ହୋଇ ରହିଲି । ଏହା କହିସାର ରଜାଝିଅ ପରଲ ରୂଳ, କିନ୍ତୁ ଏଥିରେ କାହାର ଦୋଷ ? ଗୂଳ କହଲ କୁକୁରର ଦୋଷ | <। ଶଶି ମଜ ନାବର୍ଗ କଲ ଉଁ କୁକୁରର କିପର ଦେଷ ଦେଲ ? ମହାଜନର ଦୋଷ ଦେଲ ନା ( ଏ କଲ ଶୁଣିଥାଅ ଧାଈ, ତମ ଝ ଅ ଅମକୁ ଦିଗ ପହିର କଥା। କଲେ । ହୃଷ୍ଟପୃପହିର ଘକାଝି ଅ କହଲ
|Image = Kathalahari_(RN_Das,_1927)_opt.pdf
ରଣ୍ଡାବାହୁଣୀ ଓ ନେଉଳର କଥା *
|Page = 88
। ଗୋଛିଏ ଋଣ୍ଡାବାକ୍ସ ଣି ନେଉଳ ଏ ପାଖିଥାଏ । ସେ ଦୁଃଖ ଧନୀରେ ଗବେଳେ ନେଉକକୁ ପୁଅକୁ କରାଇ ଦେଇ ଯାଏ । ଦିନେ ସେ କ.ହାଘରେ ଧାନ ଭୁଝିବାକୁ ଗଲ, ନେଭକକୁ କହ ଭଲ ମୋ ପୁଅ ଠାରେ ଥାଇଣ୍ଟ, ସ୍ନାକୁ ଜଗି ରୁ ।
|bSize = 360
ନଉଲ କରିଥିଲ, ଅକଏ ଶେ ଇପଲ । ଏହି ସମୟୁରେ ସାପ ଅସି ପୁଅକୁ ଦୃଷ୍ଟିଦେଲ । ନେଉଳର ନଦ ଘୁଙ୍ଗି ଭଲ, ଅନାଇଁ ଦିଏ ସେ ସପ ଜୀଇଯଉତ, ପୃଥମ ପତ୍ ଈ } ନେଉଳ ଧଡ଼ିଓଡ଼ ହୋଇ ଉଠି ଆଘ ପ| ମାଈ ପକାଇଲ, ନେଇକୁ ଛଡ଼ା ଫୋପସ ଦେଲ, ବଣକୁ ଯାଇ ଅମର ଗଦ ଔଷଧ ଅଣୁ ପୁଅକୁ ଖଅଇ ଜଖାଇବ ବୋଲି ସ୍ବାଞ୍ଜି,ଅସି ପହଞ୍ଚିଲ, ଦେଖୁଲ ସେ ପୁଅ ମQ9, ନେଉଳ ଭକ୍ତ ପୁର ସର ( ୨ ) ହୋଇ ଶ, ମନେ କଳ୍ପ
|cWidth = 264
"""-----
|cHeight = 39
( < ) ସମାପିହେର, ବvସ୍ତ ହେଇ ।
|oTop = 255
ଏ । ଭକ୍ତାନ୍ତ ।
|oLeft = 53
|Location = center
|Description =
}}
ଗୋଟିଏ ରାଣ୍ତୀବ୍ରାହ୍ମଣୀ ନେଉଳଟିଏ ପୋଷିଥାଏ । ସେ ଦୁଃଖ ଧନ୍ଦାରେ ଗଲାବେଳେ ନେଉଳକୁ ପୁଅକୁ ଜଗାଇ ଦେଇ ଯାଏ । ଦିନେ ସେ କାହାଘରେ ଧାନ କୁଟିବାକୁ ଗଲା, ନେଉଳକୁ କ‌ହି ଗଲା ମୋ ପୁଅ ଏଠାରେ ଶୋଇଚି, ୟାକୁ ଜଗିଥିବୁ । ନେଉଳ ଜଗିଥିଲା, ଟିକିଏ ଶୋଇପଡ଼ିଲା । ଏହି ସ‌ମୟରେ ସାପ ଆସି ପୁଅକୁ ଦଂଶିଦେଲା । ନେଉଳର ନିଦ ଭାଙ୍ଗିଗଲା, ଅନାଇଁ ଦିଏ ଯେ ସାପ ଚାଲିଯାଉଚି, ପୁଅ ମରି ପଡ଼ିଚି । ନେଉଳ ଧଡ଼ପଡ଼ ହୋଇ ଉଠି ଆଗ ସାପକୁ ମାରି ପକାଇଲା, ନେଇକୁଆଡ଼େ ଫୋପାଡ଼ି ଦେଲା, ବଣକୁ ଯାଇ ଅମର ଗଦ ଓଷଧ ଆଣୁଚି ପୁଅକୁ ଖୁଆଇ ବଞ୍ଚାଇବ ବୋଲି ରାଣ୍ତୀବ୍ରାହ୍ମୁଣୀ ଆସି ପ‌ହଞ୍ଚିଲା, ଦେଖିଲା ଯେ ପୁଅ ମରିଚି, ନେଉଳ ରକ୍ତ ସର ସର <ref> ରକ୍ତାକ୍ତ ।</ref> ହୋଇଚି, ମନେ କଲା