"ପୃଷ୍ଠା:Kathalahari (RN Das, 1927) opt.pdf/୮୭" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh|୬୮|ଉତ୍କଳ କାହାଣୀ ସଂଗ୍ରହ ।|}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ଖାଇଥିଲି ମରିଚି ବୋଲି, ଏମନ୍ତି ହୋଇଗଲି । ବେଶ୍ୟା କହିଲା ଆହା । ମୁଁ କଣ କଲି, ଶୁଆଟିକୁ ମୋର ମିଛରେ ମାରି ପକାଇଲି । ସେତ ମୋ ପାଇଁ ବୁଢ଼ୀବୟସର ଫଳ ଆଣିଥିଲା । ଏହିପରି କେତେ ସନ୍ତାପି ହେଲା, ଆଉ କଣ କରିବ, ଥିର୍ ହୋଇ ରହିଲା । ଏ କଥାଟି କହିସାରି ରଜାଝିଅ କହିଲା, କହିଲୁ ହେ ଖଟଖୁରା, ଏଥିରେ କାହାର ଦୋଷ ? ଖଟଖୁରା କ‌ହିଲା ଏଥିରେ ଶୁଆର ଦୋଷ । ମଉନାବତୀଥିଲା କହିଲା, ମୋ ଖଟଖୁରା ହୋଇ ତୁ ଏମନ୍ତି କଥା କହୁଚୁ ? ଏଥିରେ ବେଶ୍ୟାର ଦୋଷ । ରଜାଝିଅ ସେଉଠୁ କହିଲା, ଶୁଣିଥାଅ ହୋଧାଈ, ତମଝିଅ ପ୍ରଥମପ୍ରହର କଥା କହିଲେ । ଏହିପରି ଦ୍ବିତୀୟପ୍ରହର ରଜାଝିଅ ଆଉ ଗୋଟିଏ କଥା କହିଲା ।
ଉତ୍କଳ କାହାଣ। ସଂଗ୍ରହ ।
{{Css image crop
ଖାଇ ମର ବୋଲ, ଏମନ୍ତ ହୋଇଗଲେ । ବେଶ କହିଲ ଅହା । ମୁଁ କଣ କଲ ,ଆ୫କୁ ମୋର ମିଛରେ ମାଈ ପକାଇଲ ! ସେର। ଚମ୍ପା ପାଇଁ ବଢ଼ିକର ଫଳ ଅଂଶ ଥିଲ ! ଏହଂ କେତେ ସନ୍ତାପି ବେଲ, ଅଭ କଣ କରିବ,ଥର୍ ହୋଇ ଘହେଲ । ଏ କଥା କହ୍ର ରଜାଝିଅ କହଲ, କହେଲୁ ବେ ଖଖୁସ୍, ଏରେ କାହାର ଦେ:ଷ ? ଖଖୁସ୍ କରି ଏରେ ଶୁଅ ର ଦୋଷ । ନିଜ କାବୁଗଲ କହଳ୍ପ, ମୋ ଖଖୁସ୍ ହୋଇ ରୁ ଏମନ୍ତ କଥା କହୃତୁ ? ଏଥିରେ ବେଶ୍ୟାଭ ଦୋଷ । ରଜ: ଅ ପ୍ରଭ କହଲ, ଶୁଣି ଥାଅ ବୋdi, ଚମe ଅ ପ୍ରଥମପ୍ରହର କଥା କହିଲେ । ଏଣ୍ଡ ଦ୍ବିଗପ୍ରହରୀ ରକାje 'ଅ ଅଉ ଗୋ୪ଏ କଥା କହୁଲ ।
|Image = Kathalahari_(RN_Das,_1927)_opt.pdf
ମହକନ ଓ କୁକୁରର କଥା
|Page = 87
ଗୋଟିଏ ମଜନ ସେ ସେ ରଜାପୁଅ ସଙ୍ଗେ ସଙ୍ଗାର । ସେ ଗୋଟିଏ ଭୁକ୍ତ ର ଯେଖିଥିଲି । ର ନାଙ୍କ ନଅରରେ ଘୁର ଗ୍‌ର ଟୋଲମାଲ ଲଗିଲ ! ରଜାପୁଅ କଲି ସଙ୍ଗୀଭ ! ଢମ ଲୁକ ରକ୍ତ
|bSize = 360
«ଏ ଅ୮ଦଳ ସକାଥ ଦ ନ୍ତ କ, ନଅରରେ ଚୋର ଭୋଇମାଲ ଟ୍ଟଣ୍ଟ, 'ହକ୍‌ ଦିଅ $1, ଚୋର ଗୋଲମ ଲ ଭଳେ ତମ କୁକୁରରୁ ପଠାଇ ଅ । ମହାକବି ରଜାପୁଅ ସାଙ୍ଗ କୁକୁରକୁ ପଠାଇଦେଲ, କୁକୁର ଭାରିଦଳ ର ରଜାଙ୍କ ନଅରରୁ ଚୋରଙ୍କୁ ଘଉଡ଼ାଇ ଦେଲି, ଅଉ ଜମା ପ୍ରଶ୍ଚଇଦେଲ ନା । ଭୋର ଗୋଲମାଲ ଘୁଙ୍ଗ ଲରୁ ଭକପୁ ଅ କୁକୁ ଭବେକରେ ଖଣ୍ଡ ୫ଠି ଲ କାଇଦେଲ । ଘନୋ କା ବାଦ୍ଧ ଦଲି, ହେଲା ଯା, Cଭ ସାକ୍ତ ପାଖରୁ, ଏକା । କହ ଅଠନ ପ୍ରଭଳହିଁ ପଠାଇଦେଲା ! ମହାଜନ ସ୍ନାକୁ ଦେଖ୍ ମନେ କଲେ ଏ ବାହାରି ଆସିଲା, ହେଲା କମ ମ କୁକୁର ଭୁ। ପଳାଇଅସିଲୁ,ଏହାହେ ଠେଙ୍ଗାଏ ଦେଲା ସେ କୁକୁର ମଈଗଲା ।
|cWidth = 213
|cHeight = 41
|oTop = 258
|oLeft = 72
|Location = center
|Description =
}}
ଗୋଟିଏ ମହାଜନଟିଏ ଯେ ସେ ରଜାପୁଅ ସଙ୍ଗେ ସଙ୍ଗାତ । ସେ ଗୋଟିଏ କୁକ୍କୁର ପୋଷିଥିଲା । ରଜାଙ୍କ ନଅରରେ ଭାରୀ ଚୋ‌ର ଗୋଲମାଲ ଲାଗିଲା । ରଜାପୁଅ କ‌ହିଲା ସଙ୍ଗାତ । ତମ କୁକ୍କୁରକୁ ଟିକିଏ ଆଠଦିନ ସକାଶେ ଦ୍ୟନ୍ତି କି, ନଅରରେ ଚୋର ଗୋଲମାଲ ଲାଗିଚି, ପ‌ହରା‌ ଦିଅନ୍ତା, ଚୋର ଗୋଲମାଲ ଗଲେ ତମ କୁକ୍କୁରକୁ ପଠାଇଦିଅନ୍ତି । ମହାଜନ ରଜାପୁଅ ସାଙ୍ଗେ କୁକ୍କୁରକୁ ପଠାଇଦେଲା, କୁକ୍କୁର ଦି ଚାରିଦିନ ରହି ରଜାଙ୍କ ନଅରରୁ ଚୋରଙ୍କୁ ଘଉଡ଼ାଇ ଦେଲା, ଆଉ ଜମା ପୂରାଇଦେଲା ନାହିଁ । ତୋର ଗୋଲମାଲ ଭାଙ୍ଗିଲାରୁ ରଜାପୁଅ କୁକ୍କୁରବେକରେ ଖଣ୍ଡେ ଚିଠି ଲଟକାଇଦେଲା । ତିନୋଟି ଟଙ୍କା ବାନ୍ଧିଦେଲା, କହିଲା ଯା, ତୋ ସାନ୍ତ ପାଖକୁ, ଏହା କହି ଆଠଦିନ ପୂରିନାହିଁ ପଠାଇଦେଲା । ମହାଜନ ୟାକୁ ଦେଖି ମନେ କଲା ଏ ବାହାରି ଆସିଲା, କହିଲା ନିମକ୍‌ହରାମ କୁକ୍କୁର ତୁ ପଳାଇଆସିଲୁ,ଏହାକ‌ହି ଠେଙ୍ଗାଏ ଦେଲା ଯେ କୁକ୍କୁରଟି ମରିଗଲା ।