"ପୃଷ୍ଠା:Kathalahari (RN Das, 1927) opt.pdf/୮୬" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ Removing non book content
ପୃଷ୍ଠାର ସ୍ଥିତିପୃଷ୍ଠାର ସ୍ଥିତି
-
ପ୍ରମାଣିତ ହୋଇନଥିବା
+
ସଂଶୋଧନ
ଶିରୋନାମା (noinclude):ଶିରୋନାମା (noinclude):
୧ କ ଧାଡ଼ି: ୧ କ ଧାଡ଼ି:
{{rh||ମଉନାବତୀ କଥା । |୭୭}}
ପୃଷ୍ଠା ଲେଖା(ଯୋଡିବାକୁ ଥିବା)ପୃଷ୍ଠା ଲେଖା(ଯୋଡିବାକୁ ଥିବା)
୧ କ ଧାଡ଼ି: ୧ କ ଧାଡ଼ି:
ମେଳ ହେଉଚି, ମା ! ମୁଁ ଟିକିଏ ସେଠାକୁ ଯାନ୍ତି ? ଏ କ‌ହିଲା ହଉ ଯା, ଶୁଆ ଗଲା ମେଳରେ ମିଶିଲା । ମେଳ ଭାଙ୍ଗିବାରୁ ସବୁ ଶୁଆ ଯାକ ଗଲେ ବାହାରି । ଏ ଶୁଆ ମନେ ବିଚାରିଲା, ଖାଲି ହାତରେ କଣ ଯିନି, ବେଶ୍ୟାପାଇଁ କିଛି ନ ନେଇଗଲେ ସେ କଣ କ‌ହିବି ? ଆଉ ଶୁଆମାନେ କ‌ହିଲେ, ତାକୁ କଣ ଅପୂରୁବ ଯେ କଣ ନେବୁ? ନେଲେ ଏହି ବୁଢ଼ୀବୟସର <ref> ଯେ ଫଳ ଖାଇଲେ ବୁଦ୍ଧାବସ୍ଥା ଲୋପ ହୋଇ ଯୁବା ହେବାକୁ ହୁଏ </ref>ଫଳରୁ ଗୋଟିଏ ନେ । ଏ ସେହି ଫଳରୁ ଗୋଟିଏ ଆଣି ବେଶ୍ୟାପାଖରେ ପକାଇଦେଲା । ବେଶ୍ୟା ସେ ଫଳକୁ ବାରିଆଡ଼କୁ ଫିଙ୍ଗି ଦେଇଥିଲା ଯେ ତ‌ହିଁରୁ ଗୋଟିଏ ଗଛ ଉଠି ଏଡ଼େବଡ଼ ଗଛ ହୋଇ ରାଇଜର <ref> ଅପର୍ଯ୍ୟାପ୍ତ । </ref> ଫଳ ଫଳି ପାଚିଥାଏ ଗୋଟିଏ ଖୁବ୍ ସୁପାକଲାଟିଏ, ତାକୁ ସାପ ସୁଙ୍ଘିଦେଇ ଯାଇଥାଏ । ବେଶ୍ୟା ସେହିଟିକି ଆଣିଲା, ଦିଫାଳ କରିଦେଇ ଫାଳେ କା‌ଉ ଆଡ଼କୁ ପକାଇଦେଲା, କ‌ହିଲା ଦେଖେଁ କି ଫଳ ଆଣିଚି । କାଉ କ‌ହିଲା ହଁ ମତେ ମାରିବାକୁ ବିଚାର କରିଥିଲା । ଏହା କ‌ହି କାଠେ ପକାଇଲା ଯେ ଶୁଆଟି ମରିଗଲା। ତ‌ହିଁର କେତେଦିନେ ଧୋବଣୀଟିଏ ଯେ ତାର ସ୍ୱାମୀ ତାକୁ ମାରିଥାଏ, ସେ ବେଶ୍ୟାବାରିର ସେହି ଫଳରୁ ଗୋଟାଏ ଖାଇ ମରିବାକୁ ବିଚାର କରିଥାଏ । ବେଶ୍ୟାଘରକୁ ଲୁଗା ଘେନିକରି ଆସିଲାବେଳେ ସେ ଫଳରୁ ଗୋଟାଏ ଖାଇଦେଲା, ଖାଇଦେଲାକ୍ଷଣି ତାର ଯୁବାବୟସ ହୋଇଗଲା । ବେଶ୍ୟାକୁ ଡ଼ାକିଲା, ଲୁଗା ନିଅ, ବେଶ୍ୟା ଆଉ ଚିହ୍ନିପାରିଲା ନାହିଁ, କ‌ହିଲା ତୋ ଶାଶୁକୁ ନ ପଠାଇ ତୁ ଅଇଲୁ କାହିଁକି? ଏ କ‌ହିଲା ନାହିଁ ସାନ୍ତାଣି । ମୋ ବୋହୂ ଆସିନାହିଁ ମୁଁ ଆସିଚି, ମୁଁ ତମର ବାରିର ବିଷଫଳ
ମଉନାବପ୍ତ କଥା ! sgo S995, 91 ; 4 854 sgola Gl6) ? 4 ap va ସ, ଶୁଆ ଗଳ୍ପ ମେଳରେ ମିଲେ । ଖେଳ ଘୁଙ୍ଗ କାରୁ ସର ଶୁଅ ଯାକ ଗଲେ ବାହାର ! ଏ ଯୁଅ ମନେ ଭଲ, ଖଲ qଭରେ କଣ ସିକ, ବେଶ୍ୟାପୀଇଁ କରୁ ନ ନେଇ ସଲେ, ସେ କଣ ଭବ ? ଓ ୨ ଶୁମାନେ କହଲେ, ତାକୁ କଣ ଅପ୍ରଭୃବ ସେ କଣ ନେରୁ ? ନେଲେ ଏହି ଦୁଢ଼ୀକପ୍ପର (?) ଫଳରୁ ଗୋ& ନେ । ଏ ସେ ଫଲରୁ ୫ଏ ଆଣି ବେଶ୍ୟା ପାଖରେ ପକାଇଦେଲ । ବେଶ୍ୟା! ସେ ସଂଳକୁ କାର ଓଡ଼କୁ ଫିଙ୍ଗି ଦେଇ ଅଲ ଯେ ତରୁ ଗୋଟିଏ ଉଠି ଏଡ଼ବଡ଼ ଗଛ ଦେଇ ଘଇଜର () ଫଳ ଫଲ ପାଉଥାଏ
୫ ଏ ଖୁବ୍ ସୁଯାକ ୫ଏ, ଭାକୁ ସାପ ସୁର୍ଘ୍ୟ ଦେଇ ଯାଇଥାଏ । ବେଶୀ ସେହ୫ଅଣିଲ, ଦ3 କରଦ ର ଫାଳେ କାଉ ଅଡ଼କୁ ପକାଇଲ, କଦଲ ଦେଖି କ ଫଳ ଅia । କାଉ ସେ ଫଳକୁ
ଯେମ ଖାଇଇ, ସେମନ୍ତ ମରଗଲ ବେଶ୍ୟ କଲ ହାଁ ମରେ ମାରିବାକୁ ବର କଉଥିଲି । ଏହା କହ କo ପକାଇଲ ସେ ଝିଅ ୫ ମଈଗଲି । ଜହ୍ନିର କେରଳ ଧୋବଣୀଏ ଯେ ଭାର ସ୍ତ୍ର ମୀ ଭାଇ ମାଈଥାଏ, ସ ବେଶ୍ୟାବାର ସେ ଫଳରୁ ସେ &lଏ ଖାଇ ମଉକାକୁ ବିଚାର କରିଥାଏ । ବଶୀଘରକୁ ଲୁଗା ଘେକର ଅ ବିଲବେଳେ ସେ ଫଳରୁ ଗୋ81ଏ ଖାଇଦେଇ, ଖାଇଲଣି ଭର ବୟସ ହୋଇଗଲି । ବେଣୀକୁ ଡାକଲ, ଲୁଗା ନିଅ,
ବେଶୀ। ଆଉ ଶହି ପାଈଳ୍ପ ନାହିଁ, କହଇ ରେ ଶଶ୍ରୁକୁ କ ପଠାଇ ରୁ ଅଇଲ୍ କ ହଁ ? ଏ କହ ନାହଁ ସାନ୍ତାଣି ! ମୋ ବୋହ ଅସିନାହିଁ ମୁଁ ଅସିବ, ମୁଁ ଭମର ବାଈର ଫଲ
( 3 ) ସେ ଫଳ ଖାଇଲେ ଦ୍ରବାବ m ) ଅପqq ।
ରେପ ହୋଇ ୟୁନୀ ହେବୀଙ୍କୁ ହୁଏ