"ଓଡ଼ିଆ ଭାଗବତ/୧୩" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯ କ ଧାଡ଼ି:
ପିବତ ଭାଗବତଂ ରସମାଳୟଂ ମୁହୁରହୋ ରସିକା ଭୁବିଭାବୁକାଃ ।। <br />
 
== ='''ପ୍ରଥମ ଅଧ୍ୟାୟ''' ===
ନମଇଁ ପରମ ପୁରୁଷ । ନୀଳ କନ୍ଦରେ ତୋର ବାସ ।। ୦୧ <br />
ଯୋଗୀଜନ ରଞ୍ଜିବା ପାଇଁ । ନିଶ୍ଚଳେ ବସିଛ ଗୋସାଇଁ ।। ୦୨ <br />
୩୨୮ କ ଧାଡ଼ି:
ରବି ଶଶାଙ୍କ ଅଗୋଚର । ଭବ ବିରଞ୍ଚି ସୁନାସୀର ।।୬୧
ଏମାନେ ଗମି ନ ପାରନ୍ତି । ଦୁର୍ଗମ ଦେଖି ବାହୁଡ଼ନ୍ତି ।।୬୨
;ଉଦ୍ଧବ ଉବାଚ
ଉଦ୍ଧବ ବୋଇଲେ ମୁରାରୀ । କିମ୍ପାଇଁ ଗମିଣ ନ ପାରି ।।୬୩
କି ଅବା ପଥ ତେଣେ ନାହିଁ । ଏହା କହିବ ଭାବଗ୍ରାହୀ ।।୬୪
;ଶ୍ରୀ ଭଗବାନୁବାଚ
ବୋଲନ୍ତି କମଳ ଲୋଚନ । ଶୁଣ ଉଦ୍ଧବ ସାବଧାନ ।।୬୫
ଧ୍ରୁବ ଲୋକର ଯାଏ ବାଟ । ଯିବା ଆସିବା ଲୋକେ ଭେଟ ।।୬୬
୩୫୯ କ ଧାଡ଼ି:
ତିନି ଦ୍ୱାରରେ କିଳେ ଦ୍ୱାରୀ । କେମନ୍ତେ ଛାଡ଼ିଦିଏ ହରି ।।୯୦
ଏକଥା ସଂଶୟ ମୋ ଖେଦ । ଜ୍ଞାନ ଖଡ଼ଗେ ନାଥ ଛେଦ ।।୯୧
;ଶ୍ରୀ ଭଗବାନୁବାଚ
ଧ୍ରୁବ ମଣ୍ତଳ ପରେ ଯାଇ । ଚାରି ଯୋଜନ କ୍ଷେତ୍ର ସେହି ।।୯୨
ସୂଚି ମୁନର ପ୍ରାୟ ବାଟ । ଲାଗିଛି ତିଳେକ କବାଟ ।।୯୩
୩୯୪ କ ଧାଡ଼ି:
ବୈୟାସିକ୍ୟାଂ ତ୍ରୟୋଦଶସ୍କନ୍ଧେ ବୈକୁଣ୍ଠ ବର୍ଣ୍ଣନେ ଶ୍ରୀକୃଷ୍ଣ
ଉଦ୍ଧବ ସମ୍ବାଦେ ନାମ ତୃତୀୟୋଦ୍ଧଧ୍ୟାୟଃ ।।
</poem>
 
===।। ଚତୁର୍ଥ ଅଧ୍ୟାୟ ।।===
<poem>
;ଶ୍ରୀ ଭଗବାନୁବାଚ
ଉଦ୍ଧବ ଶୁଣ ତତ୍ତ୍ୱ ଜ୍ଞାନ । ପୁଚ୍ଛିଲ ପରଂବ୍ରହ୍ମ ଜ୍ଞାନ ।।୦୧
ନାମ ସୁହୃଦ ଜ୍ଞାନବନ୍ତ । ରିପୁ ବାତ୍ସଲ୍ୟ ବିସର୍ଜିତ ।।୦୨