Content deleted Content added
୭ କ ଧାଡ଼ି:
 
ମୁଁ ପଚାରୁଥିବା ପ୍ରଶ୍ନର ଉତ୍ତର ମୁଁ କେଉଁଠି ଦେଖିପାରିବି ?? ମୁଁ ଠିକ୍ ଜାଗାରେ ପ୍ରଶ୍ନ କରୁଛି କି ନାହିଁ ତାର ଉତ୍ତର ବି ଦେବେ?
 
: ଆଗକୁ ଯାଇପାରୁନଥିବା ପୃଷ୍ଠା ମାନେ: 'ସେହି ପୃଷ୍ଠାସବୁ ଉଇକିପାଠାଗାରର ବାକି ପୃଷ୍ଠାମାନଙ୍କ ସଙ୍ଗେ ଯୋଡ଼ା ହୋଇ ନାହାନ୍ତି ।' [[ଓଡ଼ିଆ ଭାଗବତ/୨|ଭାଗବତର ଦ୍ଵିତୀୟ ସ୍କନ୍ଧ]] ପୃଷ୍ଠାରେ ଦେଖିପାରିବେ ଉପରେ ଓ ତଳେ ଏହା ପ୍ରଥମ ସ୍କନ୍ଧ (ପୂର୍ବ) ଓ ତୃତୀୟ ସ୍କନ୍ଧ (ପର) ସହ ଯୋଡ଼ି ହେଇଛି । ଭାଗବତର ସମସ୍ତ ସ୍କନ୍ଧ (ପୃଷ୍ଠା ) ଏହିପରି [[ଓଡ଼ିଆ ଭାଗବତ|ଭାଗବତର ସୂଚୀ]] ସହ ସଂଯୋଗ ହେବା ଉଚିତ, ଏହା ହେଇ ନଥିବାରୁ ଏପରି ଦେଖାଉଛି । ମୁଁ କିଛି ଅଧ୍ୟାୟ ଯୋଡ଼ି ଦେଇଛି, ବାକି ସବୁ କିଛି ଦିନ ମଧ୍ୟରେ ଯୋଡ଼ି ଦେବି । ଏହା ଆପଣ ନିଜେ ମଧ୍ୟ ଏହା କରିପାରିବେ । ଏଥିରେ ଆପଣଙ୍କ ତରଫରୁ କିଛି ଭୁଲ ନାହିଁ, (ଦେଖିବାକୁ କାହାର ବି ଭୁଲ ନାହିଁ, ମିଳିତ ପ୍ରକଳ୍ପ ହେତୁ ଏହା କୌଣସି ଜଣକର ଦାୟିତ୍ଵ ନୁହଁ, ସମସ୍ତଙ୍କର ଦାୟିତ୍ଵ)।
: ଆପଣ ପଚାରୁଥିବା ପ୍ରଶ୍ନର ଉତ୍ତର ଏଠାରେ ପଢୁଛନ୍ତି ।--[[ବ୍ୟବହାରକାରୀ:MKar|ମୃତ୍ୟୁଞ୍ଜୟ କର]] ([[ବ୍ୟବହାରକାରୀଙ୍କ ଆଲୋଚନା:MKar|ମୋ ଆଲୋଚନା]]) ୦୯:୦୬, ୧୯ ଜୁନ ୨୦୧୫ (IST)