"ମନବୋଧ ଚଉତିଶା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"କହଇ ମନ ଆରେ ମୋ ବୋଲ କର,
କଳା ଶ୍ରୀମୁଖ ବାରେ ଦେଖିବ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ

No edit summary
୧୯ କ ଧାଡ଼ି:
ଘେନି ବନ୍ଧୁ କୁଟୁମ୍ବ ଶୁଦ୍ଧ ହୋଇବେ ।।୪।।

ଉଦ୍ଦାର ହେବୁ ଯେବେ ଭବ ସାଗରୁ,

ଉପାୟ କରି ଭଜ ଏବେ ଶ୍ରୀଗୁରୁ ।

ଊଣା ହେଉଛି ଦିନୁ ଦିନ ଆୟୁଷ,

ଆଉ ଏଣିକି ଅଛି କେତେ ବୟସ ।।୫।।

ଚିତ୍ର ପ୍ରତିମା ପ୍ରାୟେ ଦିଶୁ ସୁନ୍ଦର,