ଉଇକିପାଠାଗାର:ନିୟମାବଳୀ

ନିୟମାବଳୀ
ଏହି ପୃଷ୍ଠା ଉଇକିପାଠାଗାରରେ ବିଭିନ୍ନ ନିୟମାବଳୀ ବାବଦରେ ସୂଚନା ଦେଇଥାଏ ।
ଲିଙ୍କ ସୂଚନା
କପିରାଇଟ ନୀତି ଏହା ନ୍ୟାୟ ଅଧିକାର ଓ ଉଇକିପାଠାଗାର ପାଇଁ ଦାୟିତ୍ୱ ବାବଦରେ ଉଇକିଆଳିମାନଙ୍କୁ ସଚେତନ କରାଇଥାଏ ।
ଗ୍ରହଣ ନୀତି ଉଇକିପାଠାଗାରରେ କାମଟିଏ ଗ୍ରହଣ ହେବ କି ନାଁ ତା ବାବଦରେ ଜଣାଇଥାଏ ।
ଲିଖନ ଶୈଳୀ ଉଇକିପାଠାଗାରର ଲିଖନଶୈଳୀ ବାବଦରେ ଅବଗତ କରାଇଥାଏ ।