ଉଇକିପାଠାଗାର ବିଷୟରେ ସମ୍ପାଦନା

ପ୍ରିୟ ଅଖିଳ ବାବୁ, ଉଇକିପାଠାଗାରରେ କେବଳ ପୁସ୍ତକ ସମ୍ଭନ୍ଧୀୟ ଲେଖା ସ୍ଥାନ ପାଇବା କଥା । ଏଭଳି ଜୀବନୀ ଆପଣ ଉଇକିପିଡ଼ିଆରେ ଲେଖିପାରିବେ । --Subas Chandra Rout (ମୋ ଆଲୋଚନା) ୦୯:୦୮, ୧୧ ଅକ୍ଟୋବର ୨୦୧୫ (IST)Reply

ଓଡ଼ିଆ ଉଇକିପାଠାଗାର ପ୍ରଥମ ଜନ୍ମତିଥି ପାଳନ ପାଇଁ ନିମନ୍ତ୍ରଣ ସମ୍ପାଦନା

-ଶିତିକଣ୍ଠ ଦାଶ (ମୋ ଆଲୋଚନା), ୨୦ ଅକ୍ଟୋବର ୨୦୧୫ (IST)

ଛୋଟ ମୋର ଗାଁଟି ଭଳି କପିରାଇଟ ଥିବା ଲେଖା ବାବଦରେ ସମ୍ପାଦନା

ଅଖିଳ ବାବୁ, ସଚ୍ଚି ରାଉତରାୟଙ୍କ ଦେହାନ୍ତ ୨୦୦୪ରେ ହୋଇଥିବାରୁ ତାଙ୍କ ଲେଖାସବୁରେ କପିରାଇଟ ରହିଛି । ତେଣୁ ଛୋଟ ମୋର ଗାଁଟି ଭଳି ତାଙ୍କ ଲେଖାସବୁ ଉଇକିପାଠାଗାରରେ ରଖାଯାଇପାରିବ ନାହିଁ । କୌଣସି ଲେଖକ ସ୍ୱେଚ୍ଛାରେ ଅନୁମତି ଦେଇଥିଲେ ତାଙ୍କ ଜୀବନ କାଳ ବା ଦେହାନ୍ତର ୬୦ ବର୍ଷ ପରେ ଲେଖାରୁ କପିରାଇଟ ହଟିଯାଏ । ନହେଲେ ଥାଏ । ତେଣୁ ଆଗକୁ ଲେଖିବା ବେଳେ ଉଇକିପିଡ଼ିଆରେ ଲେଖକଙ୍କ ଦେହାନ୍ତ ବାବଦରେ ଦେଖିବେ କି ନ ଲେଖିବେ ଆଗୁଆ ସ୍ଥିର କରିପାରିବେ । ନହେଲେ ଏତେ ପରିଶ୍ରମ ଓ ସମୟ ପାଣିରେ ପଡ଼ିବ । ଏକଥା ଲେଖିବାକୁ ମୋତେ ବି ବାଧୁଛି ହେଲେ ଉଇକିପାଠାଗାରର ନିୟମ ଭିତରେ ଆମେ ଆପଣ ସବୁ ବନ୍ଧା । --ସୁଭାସିସ ପାଣିଗାହି (ମୋ ଆଲୋଚନା) ୧୮:୨୯, ୨୪ ନଭେମ୍ବର ୨୦୧୫ (IST)Reply

Indic Wikisource Proofreadthon II 2020 ସମ୍ପାଦନା

Sorry for writing this message in English - feel free to help us translating it