ମଥୁରା ମଙ୍ଗଳ
ଲେଖକ/କବି: ଭକ୍ତ ଚରଣ ଦାସ
ଶ୍ରୀକୃଷ୍ଣଙ୍କ ମଥୁରାଲୀଳା ଆଧାରିତ ଏହି ବର୍ଣ୍ଣନାତ୍ମକ ଛାନ୍ଦକାବ୍ୟ ଆବାଳବୃଦ୍ଧବନିତାଙ୍କ ଦ୍ୱାରା ସମାଦୃତ ।

ମଥୁରା ମଙ୍ଗଳ
ଭକ୍ତ ଚରଣ ଦାସ

ସୂଚୀ

  1. ଜୟ ଗୋବିନ୍ଦ ଗୋକୁଳ ସୁନ୍ଦର
  2. କୃଷ୍ଣ ଦର୍ଶନ ଆଶେ ଉଚ୍ଛନ୍ନ ହୋଇ ସଫଳାସୁତ
  3. ଲେଖିଅଛି କଂସ ହୋଇ ମହାରୋଷ
  4. ଦାଣ୍ଡରେ ଶୁଭିଲା ରାମ କୃଷ୍ଣ ବେନି ଭାଇ
  5. କହୁଛନ୍ତି ଗୋପୀ ଗୋବିନ୍ଦଙ୍କୁ
  6. ଆରେ ବାବୁ ଶ୍ୟାମଘନ
  7. କୃଷ୍ଣର ଗମନ ଦେଖି ଛନଛନ
  8. କୃଷ୍ଣ କହନ୍ତି, ଶୁଣ ବରଜବଧୂ
  9. ଗୋବିନ୍ଦ ବିଚ୍ଛେଦେ ବରଜନାରୀ
  10. ଏଥୁ ଅନନ୍ତରେ ଶୁଣ ବିଚିତ୍ର ଚରିତ
  11. ଅକ୍ରୂର ସ୍ତବ ଶୁଣି ମାଧବ
  12. ମନ୍ତ୍ରୀ ମେଳାଣି ଅନ୍ତେ କଂସାସୁର
  13. ଏଥୁ ଅନନ୍ତରେ ବରଜ ବରଜ ସଙ୍ଗେ
  14. କି ମତ୍ତ-କରୀ ଗମନ କରି
  15. ଶ୍ରୀକୃଷ୍ଣ ବିଜୟେ ଅବନୀ ଶୋଭା
  16. କୃଷ୍ଣଙ୍କୁ ବେଶ କରି ସୁଦାମା ମାଳୀ
  17. ଏଥୁ ଅନନ୍ତରେ ଶୁଣ ସୁଜନ
  18. କୃଷ୍ଣ ଶୟନ ଅନ୍ତେ ନନ୍ଦ ଯଶୋଦା
  19. ଏଥୁ ଅନନ୍ତରେ ରଜନୀ ଶେଷରେ
  20. ଏଥୁ ଅନନ୍ତରେ ମୋହନ ରାୟେ
  21. କୃଷ୍ଣବଚନ ଶୁଣି ମୂଢ଼ ଯନ୍ତା
  22. କୃଷ୍ଣ ଚାଣୁର ସମର ଗୁରୁତର
  23. କଂସ ନିଧନ ଯହୁଁ ଦେଖିଲେ
  24. ଏଥୁ ଅନନ୍ତରେ କେତେ କାଳ ବହି
  25. ବୋଲନ୍ତି ନନ୍ଦନେ ଶୁଣ
  26. ଏଥୁ ଅନନ୍ତରେ ଗୋପୀ ଦେଖିଲେ ଉଦ୍ଧବ
  27. ଗୋପିକା ବଚନ ଶୁଣି
  28. ଲେଖି ଅଛନ୍ତି ବ୍ରଜପୁର ମଣ୍ଡନ
  29. କେତେ ଦିନ ନନ୍ଦମନ୍ଦିରେ ଆନନ୍ଦେ
  30. ଗୋପୀଙ୍କ ଉଦନ୍ତ ଘେନି