ଲେଖକ:ଉପେନ୍ଦ୍ର ଭଞ୍ଜ
←Author Index: ଭ | ଉପେନ୍ଦ୍ର ଭଞ୍ଜ (୧୬୭୦–୧୭୪୦) |
ଓଡ଼ିଆ ସାହିତ୍ୟ ରୀତିଯୁଗର ସର୍ବପ୍ରମୁଖ କବି । କାବ୍ୟଶାସ୍ତ୍ର ଓ ଅଳଙ୍କାରଶାସ୍ତ୍ର ନିୟମାନୁସାରେ ଶବ୍ଦପାଣ୍ଡିତ୍ୟପୂର୍ଣ୍ଣ କାବ୍ୟ କବିତା ଲେଖିଥିବାରୁ କବି ସମ୍ରାଟ ଭାବେ ପରିଚିତ । ଏହାଙ୍କ ସବୁଠୁ ପ୍ରସିଦ୍ଧ ଗ୍ରନ୍ଥ ହେଉଛି ଇଷ୍ଟଦେବତା ରାମଙ୍କୁ ସମର୍ପିତ ବୈଦେହୀଶ ବିଳାସ ନାମକ ରାମକାବ୍ୟ । ଏହା ଛଡ଼ା ଅନେକ ଚଉପଦୀ, କେତେକ ଚଉତିଶା ଓ ଜଣାଣ ମଧ୍ୟ ରଚନା କରିଛନ୍ତି । |

ଉପେନ୍ଦ୍ର ଭଞ୍ଜ
ରଚନାବଳୀସମ୍ପାଦନ କରନ୍ତୁ
ଉପେନ୍ଦ୍ର ଭଞ୍ଜ ପାଖାପାଖି ୫୨ ଗୋଟି କାବ୍ୟ ଲେଖିଥିବା ଏକାଧିକ ଗବେଷକଙ୍କ ଦ୍ୱାରା ସଂଗୃହୀତ ହୋଇଅଛି । ଏହା ମଧ୍ୟରୁ ମାତ୍ର ୨୦-୨୫ ଗୋଟି କାବ୍ୟ ଅଧୁନା ମୁଦ୍ରିତ ହେଉଛି । ଅନ୍ୟ କାବ୍ୟଗୁଡ଼ିକ ନଷ୍ଟ କିମ୍ବା ବିଲୁପ୍ତ ହୋଇଯାଇଅଛି । କେତେକ ଗ୍ରନ୍ଥର ପୋଥି ରହିଅଛି କିନ୍ତୁ ମୁଦ୍ରଣ ହେଉନାହିଁ ।
ତଳେ ଦିଆଯାଇଥିବା ସୂଚୀର ଅଧିକାଂଶ ଡଃ ଗୌରୀକୁମାର ବ୍ରହ୍ମାଙ୍କ 'ଭଞ୍ଜ ଭୂମିକା'ରୁ ନିଆଯାଇଛି । ପ୍ରମୁଖ ରଚନାଗୁଡ଼ିକୁ ମୋଟା ଅକ୍ଷରରେ ଲେଖାଯାଇଛି ।
କାବ୍ୟସମ୍ପାଦନ କରନ୍ତୁ
ରାମାୟଣସମ୍ପାଦନ କରନ୍ତୁ
- ବୈଦେହୀଶ ବିଳାସ
- ଅବନା ରସତରଙ୍ଗ
- ରାମଲୀଳାମୃତ
କୃଷ୍ଣଲୀଳାସମ୍ପାଦନ କରନ୍ତୁ
- କଳା କଉତୁକ
- ଛାନ୍ଦଭୂଷଣ
- ରାସଲୀଳା
- ବ୍ରଜଲୀଳା
- ଶ୍ରୀକୃଷ୍ଣ ବିହାର
- କୁଞ୍ଜବିହାର
କାଳ୍ପନିକସମ୍ପାଦନ କରନ୍ତୁ
- ଲାବଣ୍ୟବତୀ
- କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ
- ପ୍ରେମ ସୁଧାନିଧି
- ରସିକ ହାରାବଳୀ
- ସୁଭଦ୍ରା ପରିଣୟ
- ସୁବର୍ଣ୍ଣରେଖା
- ଭାବବତୀ
- ରସପଞ୍ଚକ
- ଚନ୍ଦ୍ରରେଖା
- ରସିକାନୁଚିନ୍ତା
- ରସଲେଖା
- ତ୍ରୈଲୋକ୍ୟମୋହିନୀ
- ଲତା
- ମୁକ୍ତାବଳୀ
- ଚନ୍ଦ୍ରକଳା
- ଶୋଭାବତୀ
- କଳାବତୀ
- ରସମଞ୍ଜରୀ
- ଇଚ୍ଛାବତୀ
- ହେମ ମଞ୍ଜରୀ
- ଚିତ୍ରଲେଖା
- ପ୍ରେମଲତା
- ମନୋରମା
- ଅନଙ୍ଗ ରଙ୍ଗିଣୀ
- ଶଶିରେଖା
- ମିଳନ ମଞ୍ଜରୀ
- ରସନିଧି
- ବିଚିତ୍ର ତରଙ୍ଗିଣୀ
- କଳ୍ପିତ କଳ୍ପରେଖା
- ବାରମାସୀ
- ଛତିଶ ରାଗ
- ପଦ୍ମାବତୀ ପରିଣୟ
- ବଜାର ବୋଲି
ପୌରାଣିକସମ୍ପାଦନ କରନ୍ତୁ
- ସୁଭଦ୍ରା ପରିଣୟ
- ଦମୟନ୍ତୀଶ ବିଳାସ
- ସତୀଶ ବିଳାସ
ସ୍ତୁତିମୂଳକସମ୍ପାଦନ କରନ୍ତୁ
- ପୁରୁଷୋତ୍ତମ ମାହାତ୍ମ୍ୟ
- ଦୁର୍ଗାସ୍ତୁତି
- ଗଜନିସ୍ତାରଣ
- ଗରୁଡ଼ ଗୀତା
କାବ୍ୟଶାସ୍ତ୍ର ଓ ଅଳଙ୍କାର ଶାସ୍ତ୍ରସମ୍ପାଦନ କରନ୍ତୁ
- ଚିତ୍ରକାବ୍ୟ ବନ୍ଧୋଦୟ
- ଗୀତାଭିଧାନ
କାମଶାସ୍ତ୍ରସମ୍ପାଦନ କରନ୍ତୁ
- ପଞ୍ଚଶାୟକ
- ଷଡ଼ଋତୁ
- ଚଉପହରା
ଜ୍ୟୋତିଷ ଶାସ୍ତ୍ରସମ୍ପାଦନ କରନ୍ତୁ
- କଟପାୟା
ହାସ୍ୟରସାତ୍ମକସମ୍ପାଦନ କରନ୍ତୁ
- ହାସ୍ୟାର୍ଣ୍ଣବ
- ବଜାର ବୋଲି
ଚଉପଦୀସମ୍ପାଦନ କରନ୍ତୁ
- ସଙ୍ଗୀତ ଉପେନ୍ଦ୍ର ଭଞ୍ଜ
- ସଙ୍ଗୀତ କୌମୁଦୀ
- ଚଉପଦୀ ଭୂଷଣ
- ଚଉପଦୀ ଚନ୍ଦ୍ର
- ଚଉପଦୀ ଚନ୍ଦ୍ରିକା
- ରସପଞ୍ଚକ
ଚଉତିଶାସମ୍ପାଦନ କରନ୍ତୁ
ପୋଇସମ୍ପାଦନ କରନ୍ତୁ
- ଛଅ ପୋଇ
- ନଅ ପୋଇ
- ଦଶ ପୋଇ
- ବାର ପୋଇ
- ଷୋଳ ପୋଇ