ଆଲୋଚନା:ଓଡ଼ିଆ ଭାଗବତ/୪
ଏହା ସର୍ବଜନ ବିଦିତ ଯେ ଜଗନ୍ନାଥ ଦାସ ନବାକ୍ଷରୀ ଛନ୍ଦରେ ସମ୍ପୁର୍ଣ୍ଣ ଓଡିଆ ଭାଗବତ ରଚନା କରିଥିଲେ । ଗୀତା ପ୍ରେସଦ୍ୱାରା ପ୍ରକାଶିତ ଭାଗବତରେ ଏହା ସ୍ପଷ୍ଟ । ତେବେ ଉଇକି ପାଠାଗାରର ଏହି ଭାଗବତରେ ସ୍କନ୍ଧ-୪ ଅଧ୍ୟାୟ ୮,୯,୧୦ ଇତ୍ୟାଦି ଚଉଦ ଅକ୍ଷରୀ କେଉଁ ବହି ଆଧାରରେ ଲିଖିତ ତାହାର ଆଧାର ରହିବା ଜରୁରୀ ବୋଲି ମନେ ହୁଏ ।
ହରିହର ପ୍ରସାଦ ଶତପଥୀ
Start a discussion about ଓଡ଼ିଆ ଭାଗବତ/୪
Talk pages are where people discuss how to make content on ଉଇକିପାଠାଗାର the best that it can be. You can use this page to start a discussion with others about how to improve ଓଡ଼ିଆ ଭାଗବତ/୪.