ଏଥିରେ କଣ କଣ ଶିଖିବାକୁ ମିଳିବ? ସମ୍ପାଦନା

  • ଓଡ଼ିଆ ଉଇକିପାଠାଗାର, ଓଡ଼ିଆ ଉଇକିପିଡ଼ିଆ ଓ ଉଇକିପିଡ଼ିଆ କଣ
  • ଏଥିରେ ଆପଣ କଣ କଣ କରିପାରିବେ ତା ବାବଦରେ ଅଳ୍ପ ସୂଚନା
  • କେଉଁ କେଉଁ ଓଡ଼ିଆ ବହି ସବୁ ଓଡ଼ିଆ ଉଇକିପାଠାଗାରରେ ରହିପାରିବ
  • କିପରି/ପ୍ରଣାଳୀ - ଏହି ବ‌ହିଗୁଡ଼ିକ ରଖିବେ
  • ଏହି ବ‌ହିଗୁଡ଼ିକ କାହିଁକି ବା ଏହାର ଆବଶ୍ୟକତା କଣ ଉଇକିପାଠାଗାରରେ
  • ନିଜ ଅବସର ସମୟରେ କିପରି ବହିସବୁ ଇଣ୍ଟରନେଟରେ ରଖିବେ
  • ନୂଆ ଖାତା ଖୋଲିବା ପ୍ରଣାଳୀ
  • ଓଡ଼ିଆରେ ଟାଇପ କିପରି କରିବେ
  • ଓଡ଼ିଆ କନଭର୍ଟର: କନଭର୍ଟର ଦ୍ୱାରା କେମିତି ଆକୃତି/ଶ୍ରୀଲିପି ଆଦିର ଲେଖା ଇଉନିକୋଡ଼ରେ ରୂପାନ୍ତର କରିବେ
  • ଅପ୍ଟିକାଲ କ୍ୟାରେକ୍ଟର ରେକଗନେସନ (OCR) ବ୍ୟବ‌ହାର କରି ସ୍କାନରୁ ଲେଖା ବାହାର କରିବା
  • ଓଡ଼ିଆରେ ଟାଇପ କଲାବେଳେ ଫଟୋ କେମିତି ଯୋଡ଼ିବେ ଓ ସଜାଣି (ଫରମାଟିଂ) କିପରି କରିବେ

ସ୍ଥାନ ଓ ସମୟ ସମ୍ପାଦନା

1ମ ମହଲା, ବି ୧/୮, ହଜ ଖାସ, ଜି ବ୍ଳକ ମାର୍କେଟ, କ୍ରଞ୍ଚ ପରେ, ନୂଆଦିଲ୍ଲୀ ୧୧୦୦୧୬
(ନିକଟତମ ମେଟ୍ରୋ: ହଜ ଖାସ, ଲକ୍ଷ୍ମଣ ପବ୍ଳିକ ସ୍କୁଲ ଦେଇ ଏଠାକୁ ଚାଲି ଆସିପାରିବେ କିମ୍ୱା ଅଟୋରେ ମଧ୍ୟ ଆସିପାରିବେ)
ଦିନ ୧୦ ଘଟିକା

ପରିଚାଳନା ସମ୍ପାଦନା

ଅଂଶଗ୍ରହଣ ସମ୍ପାଦନା

 
କର୍ମଶାଳାରେ ଭାଗ ନେଇଥିବା ନୂଆ ଉଇକିଆଳିଗଣ
 
କର୍ମଶାଳାରେ ଭାଗ ନେଇଥିବା ନୂଆ ଉଇକିଆଳିଗଣ

ଏହା ଓଡ଼ିଆ ଲେଖି ପଢ଼ି ଜାଣିଥିବା ସଭିଙ୍କ ପାଇଁ ଖୋଲା । ଆପଣ ଏଥିରେ ଭାଗ ନେବା ପାଇଁ ଆଗ୍ରହୀ ଥିଲେ ଲଗ ଇନ କରି ତଳେ ନାମ ଲେଖାନ୍ତୁ । --Pmsarangi (ମୋ ଆଲୋଚନା) ୧୬:୧୪, ୧୮ ଫେବୃଆରୀ ୨୦୧୬ (IST)[reply]

ବିବରଣୀ ସମ୍ପାଦନା

ଏହି କର୍ମଶାଳା ରେ ସବୁ ଉଇକିଆଳି ଶିଖିଲେ :

  • ଓଡ଼ିଆରେ ଟାଇପ କରିବା
  • ଓଡ଼ିଆ ଉଇକିପାଠାଗାରା ବାବଦରେ
  • ଉଇକିପାଠାଗାର ରେ କେଉଁ ବ‌ହି ରଖିବ ତା ବାବଦରେ
  • ଇନଟରନେଟରେ ପାଠାଗାରର ଆବଶ୍ୟକତା ବାବଦରେ
  • ୟୁନିକୋଡ଼ ଓ ଅଣୟୁନିକୋଡ଼ ବିଷୟରେ
  • ନୂଆ ଖାତା ଖୋଲିବା
  • ବ‌ହି ଡ଼ିଜିଟାଇଜ କରିବା ପ୍ରଣାଳୀ
  • ଫୋଟ ଯୋଡ଼ିବା ଓ ଫରମେଟିଙ୍ଗ କରିବା ବିଧି
  • Picture format ରୁ Google OCR ଦ୍ୱାରା ପେଜ କନଭରଟ କରିବା
  • PDF format (ଫରମେଟ) ଶ୍ରୀଲିପି, ଆକୃତି ର ଲେଖା କନ‌ଭରଟର ଦ୍ୱାରା ୟୁନିକୋଡ଼ରେ କନଭରଟ କରିବା
  • PDF format ଓ Picture format ବାବଦରେ
  • Google ଓଡ଼ିଆ ଶବ୍ଦ/ବାକ୍ୟ ଲେଖି ବିଷୟ ଖୋଜିବା
  • ନ‌ଗଦ ବଦଳ ବ୍ୟବ‌ହାର କରିବା

ଆଗକୁ କଣ କରାଯାଇ ପାରିବ ସମ୍ପାଦନା

  • ସବୁ ମାସରେ/ଦୁଇ ମାସରେ ଗୋଟୋଏ ମିଳଣ କରିବା
  • ଯାହା ଯାହା ଅସୁବିଧା/ସନ୍ଦେହ ବିଷୟରେ ଆଲୋଚନା କରିବା
  • ଅନ୍ୟ ଓଡ଼ିଆଙ୍କୁ ଏହା ବିଷୟରେ ଜଣାଇବା
  • ଫୋନ/ଇ-ମେଲ/ଫେସବୁକ ମାଧ୍ୟମରେ କଥାଭାଷା କରିବା