ଉଇକିପାଠାଗାର:ପରିଛା ହେବା ପାଇଁ ଅନୁରୋଧ

ପରିଛା ହେବାପାଇଁ ଅନୁରୋଧ ଗୋଟିଏ ବ୍ୟବସ୍ଥା ଯେଉଁଥିରେ ଉଇକିପିଡ଼ିଆ ସଙ୍ଘ କିଏ ପରିଛା (ସେମାନଙ୍କୁ admins ବା sysops ବି କୁହାଯାଏ) ହେବ ସେକଥା ସ୍ଥିର କରେ , ସେମାନେ ସାଧାରଣ ବ୍ୟବହାରକାରୀଙ୍କଠାରୁ କିଛି ଅଧିକ ବୈଷୟିକ ସୁବିଧା ଦିଆଯାଇଥାଏ ଯାହାକି ଉଇକିପିଡ଼ିଆକୁ ସମ୍ଭାଳିବାରେ ସାହାଯ୍ୟ କରେ । ଜଣେ ବ୍ୟବହାରକାରୀ ନିଜେ ପରିଛା ହେବା ପାଇଁ ନିଜର ଅନୁରୋଧ ପଠାଇଥାଏ (ନିଜେ ପରିଛା ପାଇଁ ଆବେଦନ କରିବା), ନହେଲେ ବାକି ବ୍ୟବହାରକାରୀଙ୍କ ଦେଇ ବଛା ହୋଇଥାନ୍ତି । ଦୟାକରି ପରିଛାଙ୍କ ପଢ଼ିବା ତାଲିକା, କେମିତି କାମ କରିବେ-ସାହାଯ୍ୟ, ଆଉ ପରିଛା ପାଇଁ ଅନୁରୋଧ-ସାହାଯ୍ୟ ଆଦି ପରିଛା ପାଇଁ ଅନୁରୋଧ କରିବା ଆଗରୁ ନିହାତି ଜାଣନ୍ତୁ ।

ମୁ ଶ୍ରୀକାନ୍ତ କେଡ଼ିଆ ପରିଛା ହେବା ପାଇଁ ଅନୁରୋଧ କରୁଅଛି । Odisha1 (ମୋ ଆଲୋଚନା) ୨୩:୦୩, ୨୦ ଅକ୍ଟୋବର ୨୦୧୪ (IST)[reply]

  ସହ‌ଯୋଗ ସମ୍ପାଦନା

  1. ସହମତ --Jnanaranjan sahu (ମୋ ଆଲୋଚନା) ୨୩:୧୮, ୨୦ ଅକ୍ଟୋବର ୨୦୧୪ (IST)[reply]
  2.   ସମର୍ଥନ Ansuman (ମୋ ଆଲୋଚନା) ୦୦:୩୭, ୨୧ ଅକ୍ଟୋବର ୨୦୧୪ (IST)[reply]
  3.   ସମର୍ଥନ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୨:୩୬, ୨୧ ଅକ୍ଟୋବର ୨୦୧୪ (IST)[reply]
  4.   ସମର୍ଥନ --Psubhashish (ମୋ ଆଲୋଚନା) ୦୯:୫୨, ୨୧ ଅକ୍ଟୋବର ୨୦୧୪ (IST)[reply]
  5.   ସମର୍ଥନ -- Coldbreeze16 (ମୋ ଆଲୋଚନା) ୨୩:୫୦, ୧୩ ସେପ୍ଟେମ୍ବର ୨୦୧୫ (IST)[reply]

  ବିରୋଧ ସମ୍ପାଦନା

  ନିରପେକ୍ଷ ସମ୍ପାଦନା

ମୁଁ ମୃତ୍ୟୁଞ୍ଜୟ କର ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୦୯, ୧୨ ସେପ୍ଟେମ୍ବର ୨୦୧୫ (IST)[reply]

  ସହ‌ଯୋଗ ସମ୍ପାଦନା

  1.   ସମର୍ଥନ କେହି ପରିଚାଳକ ନ ରହିଲେ କାମ ପରିଚାଳନାରେ ଅନେକ ଅସୁବିଧା ହେଉଛି । ଆଗରୁ ଓଡ଼ିଆ ଉଇକିପିଡ଼ିଆରେ ଅନେକ ବର୍ଷ ଧରି ପରିଚାଳନାର ସମ୍ପୂର୍ଣ୍ଣ ଭାବେ ନିଭାଇଥିବାରୁ ସମ୍ପୂର୍ଣ୍ଣ ସମର୍ଥନ । (Support to Mrutyunjaya Kar as he has been a long time and very responsible sysop on Odia Wikipedia for a long time. Odia Wikisource also does not has a sysop at this moment.) --Psubhashish (ମୋ ଆଲୋଚନା) ୨୩:୧୧, ୧୩ ସେପ୍ଟେମ୍ବର ୨୦୧୫ (IST)[reply]
  2.   ସମର୍ଥନ-- Coldbreeze16 (ମୋ ଆଲୋଚନା) ୨୩:୫୦, ୧୩ ସେପ୍ଟେମ୍ବର ୨୦୧୫ (IST)[reply]
  3.   ସମର୍ଥନ --Nistha.aslp (ମୋ ଆଲୋଚନା) ୨୩:୩୦, ୧୩ ସେପ୍ଟେମ୍ବର ୨୦୧୫ (IST)[reply]
  4.   ସମର୍ଥନ --ଶିତିକଣ୍ଠ ଦାଶ (ମୋ ଆଲୋଚନା) ୦୦:୩୦, ୧୪ ସେପ୍ଟେମ୍ବର ୨୦୧୫ (IST)[reply]
  5.   ସମର୍ଥନ -- Pmsarangi (ମୋ ଆଲୋଚନା) ୧୪:୩୩, ୧୫ ସେପ୍ଟେମ୍ବର ୨୦୧୫ (IST)[reply]
  6.   ସମର୍ଥନ --Sailenroutray (ମୋ ଆଲୋଚନା) ୦୦:୦୨, ୧୬ ସେପ୍ଟେମ୍ବର ୨୦୧୫ (IST)[reply]
  7.   ସମର୍ଥନ--Aditya Mahar (ମୋ ଆଲୋଚନା) ୧୨:୦୮, ୧୭ ସେପ୍ଟେମ୍ବର ୨୦୧୫ (IST)[reply]

  ନିରପେକ୍ଷ ସମ୍ପାଦନା

  ବିରୋଧ ସମ୍ପାଦନା

ଫଳାଫଳ ସମ୍ପାଦନା

  ୪ ମାସ ପାଇଁ ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୦:୫୫, ୧୯ ସେପ୍ଟେମ୍ବର ୨୦୧୫ (IST)[reply]

ମୃତ୍ୟୁଞ୍ଜୟ କର ସମ୍ପାଦନା

ଉଇକିପାଠାଗାର ପରିଚାଳନା ନିମନ୍ତେ ମିଳିଥିବା ୪ମାସିଆ ସମୟାବଧି ଆସନ୍ତା ୧୯ ଜାନୁଆରୀ ୨୦୧୬ରେ ସରିବାକୁ ଯାଉଛି । ଏ ପର୍ଯ୍ୟନ୍ତ ଏହି ଦାୟିତ୍ଵ ନେବାପାଇଁ ଅନ୍ୟ କେହି ଉଇକିଆଳି ଆବେଦନ କରିନାହାନ୍ତି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୪୯, ୧୨ ଜାନୁଆରୀ ୨୦୧୬ (IST)[reply]

  ସହ‌ଯୋଗ ସମ୍ପାଦନା

  1.   ସମର୍ଥନ ଏଥର ଅଳ୍ପ ଦିନ ପାଇଁ ନ ହୋଇ ସ୍ଥାୟୀ ହେଲେ ଭଲ (I would personally request for a permanent adminship as User:MKar has been really taking care of all the admin activities on this wiki.)--ସୁଭାସିସ ପାଣିଗାହି (ମୋ ଆଲୋଚନା) ୨୩:୫୫, ୧୨ ଜାନୁଆରୀ ୨୦୧୬ (IST)[reply]
  2.   ସମର୍ଥନ--Jnanaranjan sahu (ମୋ ଆଲୋଚନା) ୧୦:୫୯, ୧୩ ଜାନୁଆରୀ ୨୦୧୬ (IST)[reply]
  3.   ସମର୍ଥନ-- ମୃତ୍ୟୁଞ୍ଜୟ କର ସ୍ଥାୟୀ ଭାବରେ ପରିଚାଳକ ହୁଅନ୍ତୁ ।--Hellohappy (ମୋ ଆଲୋଚନା) ୧୧:୦୪, ୧୩ ଜାନୁଆରୀ ୨୦୧୬ (IST)[reply]
  4.   ସମର୍ଥନ-- --Nistha.aslp (ମୋ ଆଲୋଚନା) ୧୪:୫୪, ୧୩ ଜାନୁଆରୀ ୨୦୧୬ (IST)[reply]
  5.   ସମର୍ଥନ-- ମୃତ୍ୟୁଞ୍ଜୟ କରଙ୍କୁ ସ୍ଥାୟୀ ପରିଚାଳକ ଭାବରେ ନିଯୁକ୍ତ କରାଯାଉ ।--Pmsarangi (ମୋ ଆଲୋଚନା) ୧୬:୪୫, ୧୩ ଜାନୁଆରୀ ୨୦୧୬ (IST)[reply]

  ନିରପେକ୍ଷ ସମ୍ପାଦନା

  ବିରୋଧ ସମ୍ପାଦନା

ଫଳାଫଳ ସମ୍ପାଦନା

  ୧ ବର୍ଷ ପାଇଁ ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୦୬, ୨୦ ଜାନୁଆରୀ ୨୦୧୬ (IST)[reply]

ଉଇକିପାଠାଗାର ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି ଆଜି (୧୯ ଜାନୁଆରୀ ୨୦୧୭) ସରିବାକୁ ଯାଉଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୭:୫୧, ୧୯ ଜାନୁଆରୀ ୨୦୧୭ (IST)[reply]

  ସହ‌ଯୋଗ ସମ୍ପାଦନା

  1.   ସମର୍ଥନ--Aditya Mahar (ମୋ ଆଲୋଚନା) ୦୮:୨୪, ୧୯ ଜାନୁଆରୀ ୨୦୧୭ (IST)[reply]
  2.   ସମର୍ଥନ --DashNistha (ମୋ ଆଲୋଚନା) ୦୮:୨୬, ୧୯ ଜାନୁଆରୀ ୨୦୧୭ (IST)[reply]
  3.   ସମର୍ଥନ --ସୁଭାସିସ ପାଣିଘରି (ମୋ ଆଲୋଚନା) ୧୦:୦୫, ୧୯ ଜାନୁଆରୀ ୨୦୧୭ (IST)[reply]
  4.   ସମର୍ଥନ ----Pmsarangi (ମୋ ଆଲୋଚନା) ୧୫:୦୭, ୧୯ ଜାନୁଆରୀ ୨୦୧୭ (IST)[reply]
  5.   ସମର୍ଥନ --Saileshpat (ମୋ ଆଲୋଚନା) ୦୬:୨୭, ୨୦ ଜାନୁଆରୀ ୨୦୧୭ (IST)[reply]
  6.   ସମର୍ଥନ--ଶିତିକଣ୍ଠ ଦାଶ (ମୋ ଆଲୋଚନା) ୧୪:୫୭, ୨୨ ଜାନୁଆରୀ ୨୦୧୭ (IST)[reply]

  ନିରପେକ୍ଷ ସମ୍ପାଦନା

  ବିରୋଧ ସମ୍ପାଦନା

ଫଳାଫଳ ସମ୍ପାଦନା

  ୧ ବର୍ଷ ପାଇଁ (୨୭ ଜାନୁଆରୀ ୨୦୧୮ ପର୍ଯ୍ୟନ୍ତ) ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୫୪, ୨୭ ଜାନୁଆରୀ ୨୦୧୭ (IST)[reply]

ଉଇକିପାଠାଗାର ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି (୨୭ ଜାନୁଆରୀ ୨୦୧୮) ସରି ଯାଇଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି । --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୨୩:୨୫, ୭ ଅକ୍ଟୋବର ୨୦୧୮ (IST)[reply]

  ସହ‌ଯୋଗ ସମ୍ପାଦନା

  ନିରପେକ୍ଷ ସମ୍ପାଦନା

  ବିରୋଧ ସମ୍ପାଦନା

ଫଳାଫଳ ସମ୍ପାଦନା

  ୧ ବର୍ଷ ପାଇଁ (୧୩ ଅକ୍ଟୋବର ୨୦୧୯ ପର୍ଯ୍ୟନ୍ତ) ପରିଚାଳନା ଦାୟିତ୍ଵ ମିଳିଲା, ସମର୍ଥନ ନିମନ୍ତେ ଧନ୍ୟବାଦ --ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୭:୦୪, ୧୪ ଅକ୍ଟୋବର ୨୦୧୮ (IST)[reply]

ଅଭିନନ୍ଦନ କର ଭାଇ । -ଗପୁ (ମୋ ଆଲୋଚନା) ୨୦:୧୨, ୧୪ ଅକ୍ଟୋବର ୨୦୧୮ (IST)[reply]

ଇନ୍ଟରଫେସ ଆଡମିନିସ୍ଟ୍ରେଟର ଓ ପରିଛା ପାଇଁ ପ୍ରସ୍ତାବ ସମ୍ପାଦନା

ଆଗରୁ ପରିଛା ବା ଆଡମିନ ମାନେ ଏକ ଉଇକିପିଡ଼ିଆରେ ସିଏସେଏସ ଏବଂ ଯାଭାସ୍କ୍ରିପ୍ଟ କୁ ବଦଳାଇ ପାରୁଥଲେ ।ଏହି ବଦଳଗୁଡିକ ସାଧାରାଣତଃ ଉଇକିପଡ଼ିଆର ସଜାଣୀ ଏବଂ ଇଉଜର ଇଣ୍ଟରଫେସ ପାଇଁ ଦରକାର । ହେଲେ ନୁଆ ନିୟମ ଅନୁସାରେ ଏହାକୁ ବଦଳାଇବା ପାଇଁ ଅଲଗା ଅନୁମତି ଦରକାର । ଆଗରୁ ମୁଁ କରିଥିବା କିଛି ବଦଳରେ ସୁଧାର ଏବଂ ନୁଆ ବଦଳ କରିବା ପାଇଁ ଏହି ଏନୁମତି ଦରକାର । ଏହି ଏନୁମତି ପାଇଁ ସମର୍ଥନ ଲୋଡ଼ା । ଅଧିକ ଜାଣିବା ପାଇଁ ଏଠି ଦେଖାନ୍ତୁ ।

ଏହାଛଡା ପୁର୍ବ ଅଭିଜ୍ଞତା(ଉଇକିପିଡ଼ିଆ) ଥିବାରୁ, ଉଇକିପାଠାଗର ଉନ୍ନତ କରିବା ପାଇଁ ଏହା ଛଡା କୌଣସି କାମ କରିବାରେ ହଠାତ ସାହାଯ୍ୟ ଦରକାର ପାଇଁ ସ୍ଟାଣ୍ଦବାଏ ଭଳି ରହିବା ପାଇଁ ମୁଁ ପରିଛା ହେବା ପାଇଁ ମଧ୍ୟ ଅନୁରୋଧ କାରୁଛି ।--Jnanaranjan sahu (ମୋ ଆଲୋଚନା) ୧୨:୦୪, ୨୨ ଅକ୍ଟୋବର ୨୦୧୮ (IST)[reply]

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

  ନିରପେକ୍ଷ ସମ୍ପାଦନା

ଇନ୍ଟରଫେସ ଆଡମିନିସ୍ଟ୍ରେଟର ଓ ପରିଛା ପୁନରାବୃତ୍ତି ପାଇଁ ପ୍ରସ୍ତାବ ସମ୍ପାଦନା

ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି ସରି ଯାଇଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି । --Jnanaranjan sahu (ମୋ ଆଲୋଚନା) ୦୧:୫୬, ୪ ନଭେମ୍ବର ୨୦୧୯ (IST)[reply]

  ସମର୍ଥନ ସମ୍ପାଦନା

  ବିରୋଧ ସମ୍ପାଦନା

  ନିରପେକ୍ଷ ସମ୍ପାଦନା

ଇଣ୍ଟରଫେସ ଆଡମିନିଷ୍ଟ୍ରେଟର ଓ ପରିଛା ପୁନରାବୃତ୍ତି ପାଇଁ ପ୍ରସ୍ତାବ (୨୦୨୦) ସମ୍ପାଦନା

ପରିଚାଳନା ନିମନ୍ତେ ମିଳିଥିବା ୧ ବର୍ଷିଆ ସମୟାବଧି ଆଜି ସରି ଯାଇଛି, ତେଣୁ ପୁଣିଥରେ ଓଡ଼ିଆ ଉଇକିପାଠାଗାରର ପରିଚାଳନା ନିମନ୍ତେ ପରିଛା କ୍ଷମତା ପାଇବା ପାଇଁ ଅନୁରୋଧ କରୁଅଛି । --Jnanaranjan sahu (ମୋ ଆଲୋଚନା) ୦୦:୦୦, ୨୩ ନଭେମ୍ବର ୨୦୨୦ (IST)[reply]

  ସମର୍ଥନ ସମ୍ପାଦନା

  1. ସମ୍ପୂର୍ଣ୍ଣ ସମର୍ଥନ - ଗପୁ (ମୋ ଆଲୋଚନା) ୦୦:୦୩, ୨୩ ନଭେମ୍ବର ୨୦୨୦ (IST)[reply]
  2. ସମ୍ପୂର୍ଣ୍ଣ ସମର୍ଥନ‌- Radhadwibedi (ମୋ ଆଲୋଚନା) ୧୨:୧୪, ୨୩ ନଭେମ୍ବର ୨୦୨୦ (IST)[reply]
  3. ସମ୍ପୂର୍ଣ୍ଣ ସମର୍ଥନ - --Pmsarangi (ମୋ ଆଲୋଚନା) ୧୪:୫୮, ୧ ଡିସେମ୍ବର ୨୦୨୦ (IST)[reply]
  4.   ସମର୍ଥନ--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୫:୪୧, ୧ ଡିସେମ୍ବର ୨୦୨୦ (IST)[reply]
  5.   ସମର୍ଥନ--Chinmayee Mishra (ମୋ ଆଲୋଚନା) ୧୨:୧୩, ୭ ଡିସେମ୍ବର ୨୦୨୦ (IST)[reply]

  ବିରୋଧ ସମ୍ପାଦନା

  ନିରପେକ୍ଷ ସମ୍ପାଦନା