ଉଇକିପାଠାଗାର:ବହିତାଲିକା
ଉଇକିପାଠାଗାରକୁ ସମୃଦ୍ଧ କରୁଥିବା ଲେଖକ ଓ ପ୍ରକାଶକ ସମ୍ପାଦନା
- ସୃଜନିକା ଦ୍ଵାରା ପ୍ରକାଶିତ ୫୯ଟି ବହି
- ବିଜ୍ଞାନ ତରଙ୍ଗ ପତ୍ରିକାର ୧୦୯ ସଂଖ୍ୟା (୧୯୮୮-୨୦୦୭ ମଧ୍ୟରେ ପ୍ରକାଶିତ)
- ଜଗନ୍ନାଥ ପ୍ରସାଦ ଦାସଙ୍କ ୩୦ଟି ବହି
- ନିର୍ମଳା କୁମାରୀ ମହାପାତ୍ରଙ୍କ ୨୧ଟି ବହି
- ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ୧୯ଟି ବହି
- ଧନେଶ୍ଵର ସାହୁଙ୍କ ୧୩ଟି ବହି
- ଜଗନ୍ନାଥ ମହାନ୍ତିଙ୍କ ୧୧ଟି ବହି
- ରାମକୃଷ୍ଣ ନନ୍ଦଙ୍କ ୧୧ଟି ବହି
- ଚିତ୍ତରଞ୍ଜନ ମିଶ୍ରଙ୍କ ଲିଖିତ ୯ଟି ବହି
- ଭାରତ ମାଝୀଙ୍କ ୫ଟି କବିତା ସଂକଳନ
- ସମଦୃଷ୍ଟି ଦ୍ଵାରା ପ୍ରକାଶିତ ୫ଟି ବହି
- ରବି କାନୁନଗୋଙ୍କ ୪ଟି ବହି
- ମାନବିକ ଦ୍ଵାରା ପ୍ରକାଶିତ ୪ଟି ବହି
- ଶ୍ରୀଶପଟେଲଙ୍କ ୩ଟି ବହି
- ସୁବ୍ରତ କୁମାର ପୃଷ୍ଠିଙ୍କ ୨ଟି ବହି: ଭାଷା ଓ ଜାତୀୟତା, ଜାତି, ଜାଗୃତି ଓ ପ୍ରଗତି
- ମନୋଜ କୁମାର ପଣ୍ଡାଙ୍କ ହାଡ଼ ବଗିଚା (ପକ୍ଷୀଘର ପ୍ରକାଶନୀ)
- ମୃଣାଳ ଚାଟାର୍ଜୀଙ୍କ ଗୋଟିଏ ବହି 'ଶକ୍ତି'
- ଆଶିଷ ରଞ୍ଜନ ମହାପାତ୍ରଙ୍କ ଗୋଟିଏ ବହି 'ନନ୍ଦିନୀ ଶତପଥୀ'
- ନନ୍ଦ କିଶୋର ମିଶ୍ରଙ୍କ ଗୋଟିଏ ବହି 'ବୋଉ ଓ ବହ୍ନି'
- ମୋଟ ୨୦୦ଟି ବହି + ବିଜ୍ଞାନ ତରଙ୍ଗ ପତ୍ରିକାର ୧୦୯ ସଂଖ୍ୟା + କୌଣସି ସ୍ଵତ୍ତ୍ଵାଧିକାର ନଥିବା ସମସ୍ତ ପୁରୁଣା ବହି
ସୃଜନିକା ଦ୍ଵାରା ପ୍ରକାଶିତ ବହି ସମ୍ପାଦନା
ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମଦିନ (୨୦୧୫) ପାଳନବେଳେ ପୁଷ୍ପଶ୍ରୀ ପଟ୍ଟନାୟକ ଘୋଷଣା କରିବା ସହ ଗୋଟିଏ ସିଡିରେ ସମସ୍ତ ବହିର ପିଡିଏଫ କପି ପ୍ରଦାନ କରିଥିଲେ ।
(ବହିର ନାମ, ପ୍ରକାଶନ ବର୍ଷ)
- ଖେଳି ଖେଳି ଶିଖିବା, ୧୯୮୮
- କାଗଜର ଖେଳ, ୧୯୮୯
- ଆମ ଘର ଏଇ ପୃଥିବୀ, ୧୯୯୦
- ବିଜ୍ଞାନ କ’ଣ?, ୧୯୯୦
- ରହସ୍ୟମୟ ମଙ୍ଗଳ, ୧୯୯୦
- ସୂର୍ଯ୍ୟ ଆମ ବନ୍ଧୁ, ୧୯୯୦
- ଆକାରର ଦୁନିଆ, ୧୯୯୧
- ବୈଜ୍ଞାନିକ ଦୃଷ୍ଟିକୋଣ, ୧୯୯୨
- ଦିବାସ୍ୱପ୍ନ, ୧୯୯୨, ୧୯୯୫
- ଆମ ମନର ଗୀତ, ୧୯୯୪, ୧୯୯୮, ୨୦୦୪
- ଚନ୍ଦ୍ର ଅଭିଯାନ, ୧୯୯୪
- ଆସ ତାରା ଦେଖିବା, ୧୯୯୫
- ବିଶ୍ୱର ରୂପ, ୧୯୯୫
- ଛାଇ ଆଲୁଅର ଖେଳ, ୧୯୯୫
- ଦ ଷ୍ଟୋରି ଅଫ ଆୱାର ୟୁନିଭର୍ସ, ୧୯୯୫
- ଆକାଶ ବିଚିତ୍ରା, ୧୯୯୬
- କାହିଁକି ଭାଇ କାହିଁକି, ୧୯୯୬
- ତୋତ୍ତୋ-ଚାନ୍, ୧୯୯୬
- ଗଛବଇଦ, ୧୯୯୭
- ଜହ୍ନଧରା ବାଇଆ, ୧୯୯୭
- କାଗଜ ଭଙ୍ଗାର ମଜା, ୧୯୯୭
- ପରାଗ, ଗ୍ରହଣ, ଧୂମକେତୁ, ୧୯୯୭
- ବିଜ୍ଞାନ ପହଳି, ୧୯୯୮
- ଗଣିତ କୁହୁକ, ୧୯୯୮
- କାଗଜରୁ ଆକୃତି, ୧୯୯୮
- ଓଡ଼ିଶା ପାଇଁ ଗଛ, ୧୯୯୮
- ପରିବେଶର କଥା ଓ ବଥା, ୧୯୯୮
- ଆକାଶରେ ଲୁଚକାଳି, ୧୯୯୯
- ଅଣୁରୁ ଅନ୍ତରୀକ୍ଷ, ୧୯୯୯
- ଜଳସମ୍ପଦ, ୧୯୯୯
- ପରିବେଶ ଓ ପ୍ରଦୂଷଣ, ୧୯୯୯
- କୀଟ ଓ ତା’ର ଜାତିଭାଇ, ୧୯୯୯
- ପରିବେଶ, ବିକାଶ ଓ ଅଳିଆ, ୧୯୯୯
- ଚିତ୍ର ପାହାଚରେ ଚିଡ଼ିଆଖାନା, ୨୦୦୦
- ଜୀବନର ପିଲାଦିନ, ୨୦୦୦
- କାଗଜ ଭଙ୍ଗାରୁ ଜ୍ୟାମିତି, ୨୦୦୦
- ହାତ ତିଆରି ଖେଳନା, ୨୦୦୧
- ପରିବେଶ ଦର୍ପଣ, ୨୦୦୧
- ସହଜରେ ଆଙ୍କିବା ଗଛଲତା, ୨୦୦୧
- ମୋ ବନ୍ଧୁ ଶ୍ରୀ ଲିକି, ୨୦୦୨
- ପରିବେଶ ଓ ଆତ୍ମନିର୍ଭରଶୀଳତା, ୨୦୦୨
- ପତ୍ରରୁ ଚିତ୍ର, ୨୦୦୨
- ବିଜ୍ଞାନ ପରଖ, ୨୦୦୩
- ବିକାଶ ପାଇଁ ବିନାଶ, ୨୦୦୩
- ପ୍ରକୃତି ପରଖ, ୨୦୦୩
- ଏକ୍ସପ୍ଲୋରିଙ୍ଗ ନେଚର, ୨୦୦୪
- ଗ୍ରହ ସଞ୍ଚାର, ୨୦୦୪
- ପଦେ ଛନ୍ଦେ ପରିବେଶ, ୨୦୦୪
- ପ୍ରଶ୍ନ କରେ ଅନାରକୋ, ୨୦୦୪
- ସାଇକେଲର କାହାଣୀ, ୨୦୦୪
- ଅଠା କୁହୁକ, ୨୦୦୫
- ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ, ୨୦୦୫
- ଗିଜୁଭାଇ ଶିକ୍ଷାନିଧି, ୨୦୦୫
- ହାତ ପାଆନ୍ତାରେ ବିଜ୍ଞାନ, ୨୦୦୫
- କିମିଆର ବିଜ୍ଞାନ, ୨୦୦୫
- ଓଡ଼ିଶାର ବନ୍ୟପ୍ରାଣୀ – ସ୍ତନ୍ୟପାୟୀ, ୨୦୦୫
- ଅଳିଆରୁ ମଜା କାମ, ୨୦୦୭
- ମଜା ବିଜ୍ଞାନ ପରଖ, ୨୦୦୭
- ପଦାର୍ଥ ବିଜ୍ଞାନର କାହାଣୀ, ୨୦୦୭
- ବିଜ୍ଞାନ ତରଙ୍ଗ (୧୦୯ଟି ବ ହି, ଭିନ୍ନ ଭିନ୍ନ ସମୟରେ ନିୟମିତ ୧୯୮୮ରୁ ୨୦୦୭ ଯାଏ)
ଜଗନ୍ନାଥ ପ୍ରସାଦ ଦାସଙ୍କ ବହି ସମ୍ପାଦନା
OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୧ ନଭେମ୍ବର ୨୦୧୫)
- ପ୍ରଥମ ପୁରୁଷ (୧୯୭୧)
- ଅନ୍ୟସବୁ ମୃତ୍ୟୁ (୧୯୭୬)
- ଯେ ଯାହାର ନିର୍ଜନତା (୧୯୭୯)
- ଅନ୍ୟ ଦେଶ ଭିନ୍ନ ସମୟ (୧୯୮୨)
- ପ୍ରେମ କବିତା (୧୯୮୭)
- ଯାତ୍ରାର ପ୍ରଥମ ପାଦ (୧୯୮୮)
- ଆହ୍ନିକ (୧୯୯୦)
- ସ୍ଥିରଚିତ୍ର (୧୯୯୧)
- ଶ୍ରେଷ୍ଠ କବିତା (୧୯୯୧)
- ସଚରାଚର (୧୯୯୪)
- ସ୍ମୃତିର ସହର (୧୯୯୫)
- ପୂର୍ବାପର - ୧ (କବିତା ସମଗ୍ର ୧୯୭୦-୭୯) (୧୯୯୫)
- ପୂର୍ବାପର - ୨ (କବିତା ସମଗ୍ର ୧୯୮୦-୧୯୯୪) (୧୯୯୬)
- ରଙ୍ଗଲିପି (୧୯୯୭)
- ପରିକ୍ରମା (୧୯୯୮)
- କଥାଯାତ୍ରା (୨୦୦୦)
- ଅସମୟ (୨୦୦୪)
- କବିତା ସମଗ୍ର (୨୦୧୧)
- ଭବନାଥ ଓ ଅନ୍ୟମାନେ (୧୯୮୨)
- ଦିନଚର୍ଯ୍ୟା (୧୯୮୩)
- ଆମେ ଯେଉଁମାନେ (୧୯୮୬)
- ସାକ୍ଷାତକାର (୧୯୮୭)
- ପ୍ରିୟ ବିଦୂଷକ (୧୯୯୨)
- ଶେଷ ପର୍ଯ୍ୟନ୍ତ (୧୯୯୫)
- ଇଚ୍ଛାପତ୍ର (୨୦୦୦)
- ଇନ୍ଦ୍ରଧନୁ, ଆଖି ଓ କବିତାର ଦୀର୍ଘଜୀବନ (୨୦୦୯)
- ଅଳିମାଳିକା (୧୯୯୩)
- ଆଳୁକୁଚି ମାଳୁକୁଚି (୧୯୯୩)
- ଅନାବନା (୨୦୦୮)
- ସ୍ୱପ୍ନ ବିଚାର (୨୦୦୦)
ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ବହି ସମ୍ପାଦନା
ଓଡ଼ିଆ ଉଇକିପାଠାଗାର ସଭା (୨୦୧୪) ପାଳନବେଳେ ସୌମ୍ୟରଞ୍ଜନ ପଟ୍ଟନାୟକ ଆମ ଓଡ଼ିଶା ଦ୍ଵାରା ପ୍ରକାଶିତ ୧୯ଟି ବହିକୁ ସ୍ଵତ୍ତ୍ଵାଧୀକାର ପରିବର୍ତ୍ତିନ କରି ଉପଲବ୍ଧ କରାଇବାକୁ ଘୋଷଣା କରିଥିଲେ, ପରେ (୨୦୧୫) ଅସିତ ମହାନ୍ତି ୧୫ଟି ବହିର ପିଡିଏଫ କପି ପ୍ରଦାନ କରିଥିଲେ ।
(ବହିର ନାମ, ଲେଖକ)
- ଅର୍କକ୍ଷେତ୍ର କୋଣାର୍କ, ଅନିଲ ଦେ
- ଆମ ଓଡ଼ିଆ ବ୍ୟାକରଣ, ଡକ୍ଟର ଧନେଶ୍ୱର ମହାପାତ୍ର
- ଆମ ଓଡ଼ିଆ ଭାଷା, କୀର୍ତ୍ତନ ନାରାୟଣ ପାଢ଼ୀ
- ଆମ ଗଙ୍ଗାଧର, ବାବାଜୀ ଚରଣ ପଟ୍ଟନାୟକ
- ଆମ ଘରର ହାଲଚାଲ (ପ୍ରଥମ ଓ ଦ୍ଵିତୀୟ ଭାଗ), ସୌମ୍ୟରଞ୍ଜନ ପଟ୍ଟନାୟକ
- ଆମ ଦେବଦେବୀ, ଅସିତ ମହାନ୍ତି
- ଆମ ପାରଳା ଗଜପତି, ସତ୍ୟନାରାୟଣ ମହାପାତ୍ର
- ଆମ ମଧୁସୂଦନ, ସୁରସିଂହ ପଟ୍ଟନାୟକ
- ଆମ ସୁଭାଷ, ଡକ୍ଟର ବିମଳେନ୍ଦୁ ମହାନ୍ତି
- ଆମ ସୁରେନ୍ଦ୍ର ସାଏ, ------
- ଓଡ଼ିଶା ଇତିହାସ, ସଂ: ପ୍ରୀତୀଶ ଆଚାର୍ଯ୍ୟ
- ଓଡ଼ିଶା ରାଜନନୀତିର ଇତିହାସ, ଡ. ଉଦ୍ଧବ ଚରଣ ନାୟକ
- ଓଡ଼ିଶା ଶାସନର ଏକ ସ୍ଵର୍ଣ୍ଣଯୁଗ, ସୌମ୍ୟରଞ୍ଜନ ପଟ୍ଟନାୟକ
- ବିକଳ୍ପ ବିଶ୍ଵ, ଡକ୍ଟର ଭଗବାନପ୍ରକାଶ
- ମାଲୁଣୀର ଫୁଲ ଓ ଅନ୍ୟାନ୍ୟ ଗଳ୍ପ, ଜାନକୀ ବଲ୍ଲଭ ପଟ୍ଟନାୟକ
- ଶ୍ରୀଜଗନ୍ନାଥ, ମହୀମୋହନ ତ୍ରିପାଠୀ
- ସପ୍ତାଶ୍ଚର୍ଯ୍ୟ, ଶିବ କୁମାର ଦାସ
- ସେମାନଙ୍କ ପିଲାଦିନ, ସଂ: ସୌମ୍ୟରଞ୍ଜନ ପଟ୍ଟନାୟକ
- Janaki Ballav Patnaik: The March To a Modern Odisha, ସଂ: ସୌମ୍ୟରଞ୍ଜନ ପଟ୍ଟନାୟକ
ଧନେଶ୍ଵର ସାହୁଙ୍କ ଲିଖିତ ବହି ସମ୍ପାଦନା
(ଜୁଲାଇ ୨୦୧୬, ପ୍ରଥମ ସପ୍ତାହରେ ମୌଖିକ ପ୍ରତିଶୃତି)
- ଗୋରାଙ୍କ ଦୃଷ୍ଟିରେ ଗାନ୍ଧୀ ଓ ନିରୀଶ୍ୱରବାଦ, (ଅନୁବାଦ), ୧୯୯୬
- ଆବ୍ରାହମ କୋଭୁର, ୧୯୯୮
- ଭାରତରେ ଜାତିପ୍ରଥା ଓ ତାହାର ବିଲୋପ (ଅନୁବାଦ), ୧୯୯୮
- ଧର୍ମର ଉର୍ଦ୍ଧ୍ୱରେ, ୨୦୦୦
- ଧର୍ମ, ଦର୍ଶନ ଓ ସମାଜ, ୨୦୦୨
- ଭାରତୀୟ ଦର୍ଶନରେ ନିରୀଶ୍ୱରବାଦ, ୨୦୦୯
- ସଂସ୍କୃତି ଓ ସର୍ବୋଦୟ, ୨୦୦୯
- ଗାନ୍ଧୀ, ବିଜ୍ଞାନ ଓ ମାନବବାଦ, ୨୦୧୩
- ପେରିୟାରଙ୍କ ରଚନା (ଅନୁବାଦ), ୨୦୧୩
- ଜୀବନ ଜିଜ୍ଞାସା, ୨୦୧୫
- ଜୀବନ ଅନ୍ୱେଷା, ୨୦୧୬
- ବିନୋଦ କାନୁନଗୋ, ୨୦୧୬
- ଜୀବନର ମୂଲ୍ୟ ଓ ହେତୁବାଦ, ୨୦୧୬
ଜଗନ୍ନାଥ ମହାନ୍ତିଙ୍କ ଲିଖିତ ବହି ସମ୍ପାଦନା
ବହିର ନାମ | ପ୍ରକାଶକ |
---|---|
ଭାରତ ଭ୍ରମଣ | ତକ୍ଷଶିଳା, କଟକ |
କାଉଁରୀ ରାମଚଣ୍ଡୀର ଦେଶ | ପ୍ରାଚୀ ପ୍ରକାଶନ, ଭୁବନେଶ୍ୱର |
କୃତ୍ରିମ ଉପଗ୍ରହର ଜୟଯାତ୍ରା | ପ୍ରାଚୀ ପ୍ରକାଶନ, ଭୁବନେଶ୍ୱର |
ଆମରି ଜାତିର ଆଗୁଆ ନେତା | ସାଲୁଜା ପ୍ରକାଶନ, ନୂଆଦିଲ୍ଲୀ |
ମାଟିର ଚାଷୀ ଜାତିର ପଦ୍ମଶ୍ରୀ | ସାଥୀମହଲ, କଟକ |
ଆମରି ମାଟିର ଅମର ଶହୀଦ | କଟକ ପବ୍ଲିସିଂ ହାଉସ, କଟକ |
ଓଡ଼ିଶା ଶିଶୁସାହିତ୍ୟ ସମୀକ୍ଷା | କଟକ ଟ୍ରେଡିଂ କମ୍ପାନୀ, କଟକ |
ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ | ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ, କଟକ |
ମୋ ଜୀବନ କଥା | କଟକ ଟ୍ରେଡିଂ କମ୍ପାନୀ, କଟକ |
ନବ ଦିଗନ୍ତ | ଅଗ୍ନି, ଭୁବନେଶ୍ୱର |
ଜୀବନ ଗୀତି | ମାଣିକ-ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ, ଭୁବନେଶ୍ୱର |
ରାମକୃଷ୍ଣ ନନ୍ଦଙ୍କ ଲିଖିତ ବହି ସମ୍ପାଦନା
ବହିର ନାମ | ବିଷୟ |
---|---|
ବିଶ୍ୱପରିଚୟ | ଏକ ବିଶାଳ ଏନସାଇକ୍କୋପିଡ଼ିଆ |
ଲେଖନୀର ପାଠଶାଳା | ଓଡ଼ିଆ ବ୍ୟାକରଣ |
ଭାବି ଦେଖନ୍ତୁ | ପ୍ରବନ୍ଧମାଳା |
ପଉଷ ସନ୍ଧ୍ୟାର ଗପ | ୮ଟି ବହି - କାହାଣୀମାଳା |
ଚିତ୍ତରଞ୍ଜନ ମିଶ୍ରଙ୍କ ଲିଖିତ ବହି ସମ୍ପାଦନା
ଓଡ଼ିଆ ଉଇକିପିଡ଼ିଆର ଚତୁର୍ଦ୍ଦଶ ଜନ୍ମୋତ୍ସବ ପାଳନ ସମୟରେ (୦୪ ଜୁନ ୨୦୧୬) OTRS ମାଧ୍ୟମରେ ୯ଟି ବହିର ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କରିବା ସହ ପିଡିଏଫ କପି ପ୍ରଦାନ କଲେ ।
- ବିଜ୍ଞାନର ନବଜନ୍ମ
- ଜ୍ଞାନର ଅର୍ଥନୀତି
- ଜ୍ଞାନର ଐଶ୍ଵର୍ଯ୍ୟ
- ପ୍ରଯୁକ୍ତି ବିଦ୍ୟାର ମହାଦୌଡ଼
- ଚେତନା
- ବିଜ୍ଞାନର ଶଙ୍ଖନାଦ
- ବିଜ୍ଞାନର ମାୟାନଗରୀ
- ବିଜ୍ଞାନର ମାନବୀୟ ରୂପ
- ଭାରତୀୟ କଳିଙ୍ଗ ପୁରସ୍କାର ବିଜେତା
ଶିବରାମ ଶତପଥୀଙ୍କ ଲିଖିତ ବହି ସମ୍ପାଦନା
ଓଡ଼ିଆ ଉଇକିପାଠାଗାରର ଦ୍ଵିତୀୟ ଜନ୍ମତିଥି ପାଳନର ପୂର୍ବଦିନ (୨୮ ଜାନୁଆରୀ ୨୦୧୭) ୭ଟି ବହି ଦାନ କଲେ (OTRS ମାଧ୍ୟମରେ ବହିଗୁଡ଼ିକର ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କରିବା ବାକି ଅଛି) ।
- ଜାଫନାର କବିତା,୨୦୦୩
- ଇନ୍ଦ୍ରଧନୁ, ୨୦୦୩
- କୁସୁମାଞ୍ଜଳି,୨୦୦୩
- ଏକହଜାର ଏକପଦୀ, ୨୦୦୪
- ତ୍ରିଭୁଜ, ୨୦୦୪
- ଅସଲ ଶାସନ, ୨୦୧୬
- ଅକୁହା କଥା, ୨୦୧୬
ଭାରତ ମାଝୀଙ୍କ ଲିଖିତ ବହି ସମ୍ପାଦନା
ବହିର ନାମ | ପ୍ରକାଶକ |
---|---|
ଢୋ | ଟାଇମପାସ, ଭୁବନେଶ୍ଵର, ୨୦୦୯ |
ହାଇୱେ କୁହିଡ଼ି | ପକ୍ଷୀଘର ପ୍ରକାଶନୀ, ଭୁବନେଶ୍ଵର, ୨୦୦୮ |
ମୂର୍ତ୍ତିକାର | ପେନଇନ, ଭୁବନେଶ୍ଵର, ୨୦୦୬ |
ମହାନଗର ପଦ୍ୟ | ପ୍ରାଚୀ ପ୍ରକାଶନୀ, ଭୁବନେଶ୍ଵର, ୨୦୦୬ |
ସରଳ ରେଖା | ପଶ୍ଚିମା, ଭୁବନେଶ୍ଵର, ୨୦୦୨ |
ଅଗାଧୁଆ ଦୁଆରୀ | ବର୍ଷାପଲ୍ଲବୀ, ୧୯୯୯ |
ରବି କାନୁନଗୋଙ୍କ ଲିଖିତ ବହି ସମ୍ପାଦନା
ବହିର ନାମ | ପ୍ରକାଶକ/ପ୍ରକାଶକାଳ |
---|---|
ମନେ ଥାଉ ସେମିତି ସେମିତି | ସୂର୍ଯ୍ୟପ୍ରଭା, ୨୦୧୪ |
ସବୁ ନାରୀ ଟିକେ ଟିକେ ସୀତା | ୨୦୧୩ |
ଆଶା ତମସା | ଆଦ୍ୟା ପ୍ରକାଶନୀ, ୨୦୦୮ |
ଅଇନା | ୧୯୯୮ |
ମୃଣାଳ ଚାଟାର୍ଜୀଙ୍କ ଲିଖିତ ବହି ସମ୍ପାଦନା
ବହିର ନାମ | ପ୍ରକାଶକ/ପ୍ରକାଶକାଳ |
---|---|
ଶକ୍ତି | ଶେଫାଳି କମ୍ୟୁନିକେସନ୍ସ, ୨୦୦୦ |
ଓଡ଼ିଶା ଓ ଅନ୍ୟାନ୍ୟା ଗଳ୍ପ | ୧୯୯୧ |
ମାନବିକ ଦ୍ଵାରା ପ୍ରକାଶିତ ବହି ସମ୍ପାଦନା
ବହିର ନାମ | ଲେଖକ |
---|---|
ମଜାବିଜ୍ଞାନ | ବିନୟକୃଷ୍ଣ ପଟ୍ଟନାୟକ, ବିଜୟକୃଷ୍ଣ ପଟ୍ଟନାୟକ |
ବୈଦିକ ଗଣିତ | ବିନୟକୃଷ୍ଣ ପଟ୍ଟନାୟକ |
ନିଆଁପେଡ଼ି କୁହୁକ | ବିନୟକୃଷ୍ଣ ପଟ୍ଟନାୟକ |
ଏକ ଉଜ୍ଜଳ ସକାଳରେ ଅକାଳ ସନ୍ଧ୍ୟା | ବିଜୟକୃଷ୍ଣ ପଟ୍ଟନାୟକ |
ଶ୍ରୀଶ ପଟେଲଙ୍କ ବହି ସମ୍ପାଦନା
OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୬ ଜୁଲାଇ ୨୦୧୬)
- ଶବ୍ଦ ରସାୟନ
- ଚିନ୍ତା ଓ ଚେତନା
- ଶ୍ରୀଜଗନ୍ନାଥ ଜଗତର ନାଥ
ଆଶିଷ ରଞ୍ଜନ ମହାପାତ୍ରଙ୍କ ବହି ସମ୍ପାଦନା
OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୦ ଡିସେମ୍ବର ୨୦୧୫)
- ନନ୍ଦିନୀ ଶତପଥୀ
ନନ୍ଦ କିଶୋର ମିଶ୍ରଙ୍କ ବହି ସମ୍ପାଦନା
OTRS ମାଧ୍ୟମରେ ସ୍ଵତ୍ତ୍ଵାଧିକାର ପରିବର୍ତ୍ତନ କଲେ (୧୦ ଜାନୁଆରୀ ୨୦୧୬)
- ବହ୍ନି ଓ ବୋଉ (୧୯୯୦)