ଉଇକିପାଠାଗାର ଆଲୋଚନା:ଜନ୍ମତିଥି/୩

ମାଷ୍ଟରକ୍ଲାସ ସମ୍ପାଦନା

ଏମିତିକା କାର୍ଯ୍ୟକ୍ରମଟିଏ ବହୁ ଲୋକଙ୍କୁ ଏକ ଛାତ ତଳକୁ ଟାଣିଆଣେ । ଆଉ ସବୁବେଳେ ଅନଲାଇନରେ ଆଲୋଚନା କି ଜ୍ଞାନ ଦିଆନିଆ ହେଉଥିବା ଏକ କମୁନିଟି ପାଇଁ ମୁହାଁମୁହିଁ ଭେଟାଭେଟି ହେବା ବି ନିହାତି ଜରୁରୀ । ତେବେ ଆମେ ଆଜିଯାଏ ଗୋଟେ ଜିନିଷ ସଫଳ ଭାବେ କରିପାରିନୁ ଆଉ ହୁଏତ ସେ ବାବଦରେ ଟିକେ ଭାବିଲେ ଭଲରେ ହେଇପାରିବ । ସେଇଟି ହେଲା ମାଷ୍ଟରକ୍ଲାସ । ମାନେ ବିଭିନ୍ନ ଟପିକରେ ପ୍ରବୀଣମାନେ ୧୫-୨୦ ମିନିଟ ଲେଖା ଡେମୋ ଦେଖେଇବେ । ବାକିମାନେ ପାରିଲେ ନିଜେ ବି କରିବେ ଆଉ ଯାହାର ଯାହା ଅସୁବିଧା ଥିବ ସେଠି ପଚାରିବେ । ଏଇଟା ଜଣ-ଜଣଙ୍କ ଭିତରେ ଆଲୋଚନା ବଦଳରେ କରାଯାଇପାରେ ତେଣୁ ସମାନ ଅସୁବିଧା ଭୋଗୁଥିବା ଏକାଥିକ ନୂଆ ଉଇକିଆଳିଙ୍କ ଡାଉଟ ଥରକରେ କିଲିଅର ହେଇଯାନ୍ତା! :) ବାକିମାନେ କଣ ଭାବୁଛନ୍ତି? --ସୁଭାସିସ ପାଣିଘରି (ମୋ ଆଲୋଚନା) ୦୦:୨୦, ୨୩ ନଭେମ୍ବର ୨୦୧୭ (IST)Reply

Return to the project page "ଜନ୍ମତିଥି/୩".