ଓଡ଼ିଶା ରାଜନୀତିର ଇତିହାସ/ପରିଶିଷ୍ଟ-ଙ: ଓଡ଼ିଶାର ଉପବାଚସ୍ପତିଗଣ
←ପରିଶିଷ୍ଟ-ଘ: ଓଡ଼ିଶାର ବାଚସ୍ପତିଗଣ | ଓଡ଼ିଶା ରାଜନୀତିର ଇତିହାସ (୨୦୧୩) ଲେଖକ/କବି: ପରିଶିଷ୍ଟ-ଙ: ଓଡ଼ିଶାର ଉପବାଚସ୍ପତିଗଣ |
ପରିଶିଷ୍ଟ "ଙ'
ଓଡ଼ିଶାର ମାନ୍ୟବର ଉପବାଚସ୍ପତିଗଣ
(୧୯୩୭-୨୦୧୩)
୧- | ନନ୍ଦକିଶୋର ଦାସ | ୨୮.୦୭.୧୯୩୭ - ୧୪.୦୯.୧୯୪୫ |
୨- | ଶ୍ରୀମତୀ ଏ. ଲକ୍ଷ୍ମୀବାଈ | ୨୯.୦୫.୧୯୪୬ - ୨୦.୦୨.୧୯୫୨ |
୩- | ମୌଲବୀ ମହମ୍ମଦ ହନିଫ୍ | ୦୮.୦୩.୧୯୫୨ - ୦୪.୦୩.୧୯୫୭ |
୪- | ଯଦୁମଣି ମଙ୍ଗରାଜ | ୨୯.୦୫.୧୯୫୭ - ୨୫.୦୨.୧୯୬୧ |
୫- | ଲୋକନାଥ ମିଶ୍ର (ପାଟକୁରା) | ୨୮.୦୮.୧୯୬୧ - ୦୧.୦୩.୧୯୬୭ |
୬- | ହରିହର ବାହିନୀପତି | ୨୯.୦୩.୧୯୬୭ - ୨୩.୦୧.୧୯୭୧ |
୭- | ନାରାୟଣ ବୀରବର ସାମନ୍ତ | ୦୬.୦୫.୧୯୭୧ - ୦୩.୦୩.୧୯୭୩ |
୮- | ଚିନ୍ତାମଣି ଜେନା | ୨୯.୦୩.୧୯୭୪ - ୩୦.୦୪.୧୯୭୭ |
୯- | ସୁରେନ୍ଦ୍ର ନାଥ ନାୟକ | ୨୭.୦୭.୧୯୭୭ - ୧୭.୦୨.୧୯୮୦ |
୧୦- | ହିମାଂଶୁ ଶେଖର ପାଢ଼ୀ | ୦୨.୦୭.୧୯୮୦ - ୦୯.୦୩.୧୯୮୫ |
୧୧- | ଚିନ୍ତାମଣି ଦ୍ୟାନସାମନ୍ତରା | ୧୮.୦୩.୧୯୮୫ - ୦୩.୦୩.୧୯୯୦ |
୧୨- | ପ୍ରହ୍ଲାଦ ଦୋରା | ୨୨.୦୩.୧୯୯୦ - ୧୫.୦୩.୧୯୯୫ |
୧୩- | ଚିନ୍ତାମଣି ଦ୍ୟାନସାମନ୍ତରା | ୨୮.୦୩.୧୯୯୫ - ୧୨.୦୨.୧୯୯୬ |
୧୪- | ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜ | ୧୫.୦୩.୧୯୯୬ - ୨୯.୦୨.୨୦୦୦ |
୧୫- | ରାମଚନ୍ଦ୍ର ପଣ୍ଡା | ୨୭.୦୩.୨୦୦୦ - ୦୬.୦୨.୨୦୦୪ |
୧୬- | ପ୍ରହ୍ଲାଦ ଦୋରା | ୦୩.୦୭.୨୦୦୪ - ୧୯.୦୫.୨୦୦୯ |
୧୭- | ଲାଲବିହାରୀ ହିମିରିକା (ଇସ୍ତଫା ପ୍ରଦାନ) | ୧୦.୦୬.୨୦୦୯ - ୧୦.୦୫.୨୦୧୧ |
୧୮- | ସାନନ୍ଦ ମାରାଣ୍ଡି | ୧୭.୦୮.୨୦୧୧- |