ପୃଷ୍ଠା:Aama Odia Byakarana.pdf/୨୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତୁମେ ନିମ୍ନଲିଖିତ ଶବ୍ଦଗୁଡ଼ିକର ଅର୍ଥ ଅଭିଧାନ ଦେଖି ଲେଖ ।

ଗିରି ଧରଣୀ ବାତୁଳ କୁସୁମ
ସଲିଳ ତୁରନ୍ତ ତୁଷାର ମାନସ
ବିହଙ୍ଗ ଘୋଟକ କାନନ ରଜନୀ
ରବି ବିଶାଳ ଅଖିଳ ସାଗର

କଠିନ ଶବ୍ଦର ଅର୍ଥ ଜାଣିବାକୁ
ସାହା ଅଟେ ଅଭିଧାନ
ଅଭିଧାନ ଯେହୁ ଦେଖି ଜାଣେ ତାର
ବଢ଼ଇ ସାହିତ୍ୟ ଜ୍ଞାନ ।

[[ଫାଇଲ:|432px|page=27]]

ଆମ ଓଡ଼ିଆ ବ୍ୟାକରଣ ■ ୨୯