ପୃଷ୍ଠା:Aama Odia Byakarana.pdf/୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
(ଛ) ବୁଦ୍ଧିମାନ - ବୁଦ୍ଧିମତୀ ଗୁଣବାନ୍ - ଗୁଣବତୀ
ଧୀମାନ - ରୂପବାନ୍ -
ଶ୍ରୀମାନ - ବଳବାନ୍ -
ଆୟୁଷ୍ମାନ - ଧନବାନ୍ -

ତଳେ କେତେକ ପୁଂଲିଙ୍ଗ ଶବ୍ଦ ଏବଂ ସ୍ତ୍ରିଲିଙ୍ଗ ଶବ୍ଦ ଦୁଇଟି ସ୍ଥମ୍ଭରେ ଦିଆଯାଇଛି । ତୁମେ ସେଗୁଡ଼ିକୁ ଯୋଡ଼ । ଯେପରି-ମାଳୀ-ମାଲୁଣୀ ।

[[ଫାଇଲ:|432px|page=44]]
ମାଳୀ - ଭଉଣୀ
ସଖା - ବେଙ୍ଗୁଲୀ
ଭାଇ - ମାତା
ବଗ - ମାଲୁଣୀ
ନେତା - ସଖା
ବେଙ୍ଗ - ବଗୁଲୀ
ପିତା - ନେତ୍ରୀ
[[ଫାଇଲ:|432px|page=44]]

୪୬ ■ ଆମ ଓଡ଼ିଆ ବ୍ୟାକରଣ