ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧। ପଞ୍ଜରାସ୍ଥିର ସମ୍ମୁଖ ଅଂଶ କଟା ହୋଇଅଛି; ଏହା ତହିଁର ଅବଶିଷ୍ଟାଂଶ ।
୨। ନିର୍ଜାମାସ୍ଥି ।
୩। ମଧ୍ୟଛଦା ପେଶୀ (Diaphragam) । ଏହା ବକ୍ଷ ଓ ଉଦର ମଧ୍ୟରେ ରହିଅଛି ।
୪। ପାକସ୍ଥଳୀ (Stomach).
୫। ଯକୃତ ବା କାଳିଞ୍ଜ(Liver)
୬। ଉଦର ଓ ଯକୃତ ତଳେ ଥିବା (୬) ଭୁଲକ୍ରମେ (୭) ହୋଇ ଯାଇଅଛି । ଏହା ପ୍ରକୃତରେ ୬ ହେବ । ଏହା ହେଲା ଅଗ୍ନ୍ୟାଶୟ ।
୭। ଫୁସ୍ଫୁସ୍(Lungs).
୮। ହୃଦ୍ଯନ୍ତ୍ର (Heart)
୯। ବୃହଦନ୍ତ୍ର (Large Intestine)
୧୦। କ୍ଷୁଦ୍ରାନ୍ତ୍ର (Small Intestine)
୧୧। ମଳକୋଷ (Rectum)