ପୃଷ୍ଠା:Ama Deha (BB Patnaik 1940) o.pdf/୫୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସଫା ରକ୍ତ ହୃଦ୍‌ଯନ୍ତ୍ରରୁ ଦେହର ଚାରିଆଡ଼କୁ କିପରି ଯାଏ ଏବଂ ଶିରାବାଟେ ମଇଳା ରକ୍ତ ପୁଣି ହୃଦ୍‌ଯନ୍ତ୍ରକୁ କିପରି ଫେରି ଆସେ ତାହା ଏହି ଚିତ୍ରରୁ ଜଣାଯାଏ । ରକ୍ତର ଗତି ତୀର ଚିହ୍ନ‌ଦ୍ୱାରା ଚିହ୍ନିତ ହୋଇଅଛି ।