ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି


Ama Deha (BB Patnaik 1940) o.pdf

କ । ଆଖି ଡ଼ୋଳାରଚିତ୍ର ।

ଆଖିଡ଼ୋଳା ହାଡ଼ର ଗୋଟିଏ ଖୋପରେ ଥାଏ । ତା ଦେହରେ ମାଂସପେଶୀ ସବୁ ଲାଗିଥାନ୍ତି ଓ ତାହା ଭିତରକୁ ଦୃଷ୍ଟିଗ୍ରାହୀ ନାଡ଼ୀ ଯାଇଥାଏ । ଏ ସବୁ ଏଠାରେ ଦେଖାଇ ଦିଆଯାଇଛି ।

ଖ । ଆଖି ଭିତରେ ଛବି କିପରି ଉଠେ ତାର ଚିତ୍ର ।

୧। ଦୃଷ୍ଟି କାଚ ଆଗରେ ଥିବା ସ୍ୱଚ୍ଛ ଜଳ । ୨। ଦୃଷ୍ଟିଗ୍ରାହୀ ନାଡ଼ୀ ବା ଦୃଷ୍ଟିବାହୀ ନାଡ଼ୀର ଆରମ୍ଭ । ୩। ଆଖି ଭିତରେ ଥିବା ଦୃଷ୍ଟିକାଚ । ୪। ଡ଼ୋଳା ଭିତରେ ଥିବା ସ୍ୱଚ୍ଛ ଜଳ ।