ପୃଷ୍ଠା:Arkakshetra konark.pdf/୧୭୧

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=171]]

ମନ୍ଦିର ପରିକ୍ରମା :

ଏବେ ମୂଳ ମନ୍ଦିର ପରିକ୍ରମା ଆରମ୍ଭ କରାଯାଇପାରେ । ପୂର୍ବଦିଗର ସୋପାନରେ ପାଦ ଥୋଇ ସମ୍ମୁଖରେ ଦେଖି ପାରିବେ ବିଶାଳ ଜଗମୋହନ, ଉପରେ କଳସ ନାହିଁ, ତଳ ଓ ଉପରଜଙ୍ଘାର ଅଧିକାଂଶ ମୂର୍ତ୍ତିି ଲୋପ ପାଇଯାଇଛି । ବର୍ତ୍ତମାନ ସେ ସବୁ ଶୂ୍ୟ ସ୍ଥାନରେ ଦୃଷ୍ଟି କଟୁ ଭାବେ ସାଦା ପଥର ବସାଯାଇଛି । (ଫଟୋ-୪୯ କ,ଖ)

[[ଫାଇଲ:|423px|page=171]]

ଅର୍କକ୍ଷେତ୍ର କୋଣାର୍କ . ୧୭୧