ପୃଷ୍ଠା:Asha Tara Dekhiba.pdf/୭୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|357px|page=78]]

ସପ୍ତର୍ଷିର ସାତ ତାରା:

କ-କ୍ରତୁ (ଦୁଭ୍ ୧.୯), ଖ-ପୁଲହ (ମେରାକ୍ ୨.୪), ଗ-ପୁଲସ୍ତ୍ୟ (ଫେକ୍‌‌ଡ଼ା ୨.୫), ଘ-ଅଛି (6ମଗ୍ରେଜ ୩.୪), ଚ-ଅଙ୍ଗିରା (ଆଲିଓଥ୍ ୧.୭), ଛ-ବଶିଷ୍ଠ (ମିଜାର୍ ୨.୪), ମରିଚୀ (ଆଲ୍‌କେଡ଼୍ ୧.୯), ୮୦-ଅରୁନ୍ଧତୀ (ଆଲ୍‌କର୍ ૪.૦) ।

ସିଂହର ତଳକୁ ବସନ୍ତ ଆକାଶର ଦକ୍ଷିଣ ଅଧାରେ କିଛି ତାରା ନ ଥିଲା ଭଳି ଲାଗେ । ଲମ୍ବା ବାସୁକୀ ମଣ୍ଡଳର ମଝିରେ ଥିବା ଛୋଟିଆ ଲାଲ ତାରାର ନାଁ ବୋଧହୁଏ ଏଥିପାଇଁ ରହିଛି ଆଲ୍‌ଫାର୍ଡ- ଅର୍ଥାତ 'ସାପ ଦେହର ଏକାଟିଆ ତାରା' । ଏହାର ତଳକୁ ଥିବା ମଣ୍ଡଳଗୁଡିକ ଆହୁରି କ୍ଷଣ ତାରାରେ ଗଢା । ତେଣୁ ତାଙ୍କର ଆକୃତି ଯୋଡିବା ପ୍ରାୟ ଅସମ୍ଭବ ।

୭୭