୪୪ କେ ବୋଲନ୍ତି ଯେଉଁ ସୀତାଙ୍କ ଦେନ ଚନ୍ଦ୍ର ସୂର୍ଯ୍ୟ ନ ଦେଖନ୍ତି । ସେ ଏବେ ଦୀନଜନଙ୍କ ୧ ପ୍ରାୟ ହୋଇ ଶ୍ରୀଘିମ ପଛେ ଭୂଲନ୍ତି ॥ କେ ବୋଳନ୍ତୁ ଯେଉଁ ଗ୍ରାମଚନ୍ଦ୍ର ସଙ୍ଗେ ଥାନ୍ତି ଚରୁରଙ୍ଗ ୨ ଦଳ । ଗଜ ଅଶ୍ଚରଥ ତେଣ ସେ ଏବେ ଭୁଲର ପାଦ କମଲ । ଏମନ୍ତ ଜନେ ଲୁହାକୁହି ହୁଅନ୍ତା ନକରେ ହେଲେ ପ୍ରବେଶ । ପିଢାଙ୍କ ଚରଣ ଛୁଇଁ ନମସ୍କାର କରି ଉକ୍ତ ହେଲେ ପାଶ ହେ ॥ ଗ୍ରାମ ୩ ବନ ଯିବା ଶୁଣି ନ ଅଇଲେ କୈକେୟୀ ପୁଭ l ଦେଖିଲେ ଲକ୍ଷ୍ମଣ ସୀଘ୍ର ୪ ସହର ଵିଭା ୫ ଅଗ୍ରେ ରଘୁବର । ସାଢଣ ପଞ୍ଚାଶ ଓ କଉଶଲି ଆଉ ଟୁଙ୍କ ପ୪ ମହର୍ଷ ରୁ ଧୂଳ୍କାର କରନ୍ତୁ କୈକେୟୀଙ୍କ ଗୃହ ସମ ହେଲେ ଭୋର ଦୋଷ ! ବଶିଷ୍ଠ ଆଦି ସକଲ ର୍ମାନେ କରୁଅଛନ୍ତି ଝଟ୍କାର । ସ୍ଵୀକାର କରି ତାଙ୍କ ମାତା ଗୁମ୍ଫା କଲେଜ ମନ୍ତ୍ରୀବର ॥ ସେଦନ କରନ୍ତି ସର୍ବ ଘୁମାନେ ଶ୍ରୀରମକୁ କର ଦୃଷ୍ଟି । ବୋଲଇ ବଶି ସବୁଙ୍କର ନୟୁରୁ ହେଉଅଛି ଅନ୍ଧୁ ଦୃଷ୍ଟି ୯ମ ଛାନ୍ଦ ନ ଯା ଘୁମ ନ ଯା ଧନ ତୁ ବନବାସ କଣ୍ଠ ରେ ଆରେ କୋଦଣ୍ଡ ଧନୁଧାର ରେ । ତୁ ଯେବେ ବନକୁ ଯିବୁ ମୋ ଗଲେ ଦିଅ ଛୁଗରେ । ପୋଷ ସଭ୍ୟନିଧି କର ଧରି କାନ୍ଦେ କଉଶ । ଅଛି ବାପ ଧନ ଭୋଗେ କି ଦଣ୍ଡ ପଡ଼ଲ ରେ ୧ -ଖୁନ ପୋଥିପାଠ । (-ଚତୁରଙ୍ଗ କଲେ ପୋଥିପାଠ, ୩-ରାମ ଦନ ଯିବା ପୂର୍ବରୁ ‘ସଖୀଗୋ’ ପାଠ ପୋଥରେ ଅଛୁ, ୪-ସୌଭ। ସହ ପୋଥିପାଠ, –‘ପିତା ଅଟେ’ ସ୍ଥାନରେ କେବଲ ‘ଉଭ’ ପୋଥରେ ରହିଛି, ୨-ଶନିଶ ପଞ୍ଚାଶ ପୁସ୍ତକ ପାଠ କିନ୍ତୁ ଦଶରଥଙ୍କର ସାରଶହ ପଞ୍ଚାଶ ରାଣୀ ଥୁବାର ବର୍ଣ୍ଣନା ଅନ୍ୟ ଉପଲବ୍ଧ ହୁଏ, ୭-ପାର୍ଶ୍ଵବଂଶୀ ପୋର୍ଶ୍ୱପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୪
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ