ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୦୯

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୪୯
ଅଯୋଧ୍ୟା କାଣ୍ଡ

ଅଯୋଧ୍ୟା ପୁର ମୋର ୧ ଗଁ ର ସର୍‌ ସର୍ ଗୋ ମହାଜନ ନଦୀରେ ବାଈ ରାମ ସୀତା ବସି ଥିଲା କରନ୍ତି ଲୀଲା ଗୋ ବସ୍ତୁଶ୍ ନବ ଉପମାଳା ୨ || ଲକ୍ଷ୍ମଣ ଆଣେ କନ୍ଦମୂଲ ରାନ୍ଧନ୍ତି ଫଲ ଗୋ ବୋଲେ ବଣି ମଣୋହ ବେଳ || ୪୯ — କଳହଂସ କେଦାର ମୋହ ତେଜରେ ଦଶରଥ ନୃପକ୍ଷ । ବନେ ଗୁଡ଼ିଲ୍‌ ଗ୍ରାମ ଲକ୍ଷ୍ମଣ ବେନ । ଶୁଣିସେ ମପତ ହେଲେ ବକଲ । କରଯୋଡ଼ ମନ୍ତ୍ରୀବର ଜଣରୁପେ | ତାଙ୍କ ସଙ୍ଗେଗଲେ ଜନକନନ୍ଦନ ଯେ ॥ ଶ୍ରୀଘିମ ଚନ୍ତ ନେବ ବହଇ ଜଲ ସେ । ଆଗୋ ମନ୍ଦ ପାମଗ୍ରୀ କୈକେୟୀ ଗୁଣୀ । କି ଦୋଷ କଲେ ଭୋଭେ ମୋ ରଘୁମଣି ଗୋ ! କି ଦୋଷ କଲେ ଭୋର ସୁମିନ୍ଧାସୁତ । ନଷୀ ସୀଭାକୁ ରୁ କଲୁ ଏମନ୍ତ ଗୋ ହା ହା ରେ ଘିମ ଭୋତେ ଭେଈଲେ ମୁହଁ । ଗ୍ରାମ ନଦେଖି ନଣ୍ଡେ ଯିବ ଜୀବନ ! ଚନ୍ଦ୍ର ବଦନ ଭୋର ଦେଖିଲନାହଁ ରେ | ତୁ ମୋତେ ହେଲୁ କାଳ ସମାନ ଗୋ । ୧-ଗୋମୟୁଗିର ପୋଥପାଠ ୨ - ବରଲେ ବଡ଼ଭୁଲା ପୋଷ୍ଠୀପାଠ । ୩. କୁସୁମ ସଉରଭେ ବାଣୀରେ ପୋଥପାଠ ୪- ଏହି ପଦଟି ପୋଥରେ ଓଲ୍‌ ପାଲ ହୋଇଛି !