ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୧୩

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଅଯୋଧା କାଣ୍ଡ ଗୁଗ– ଆଷାଢ଼ ଶୁକ ଭରତ ଶତ୍ରୁ - ଅସ୍ଥାନ ୧ କର । ସୁମନ୍ତ୍ର ମନ୍ତ୍ରୀରୁମୁଗ୍ଧ ହକାଶ । ଶ୍ରୀଘ୍ରମ ଲକ୍ଷ୍ମଣଙ୍କୁ ଯିବା ଅଣି । ସୈନ୍ୟ ସଜ କରିବ ଏହିକ୍ଷଣି । ଢା ଶୁଣିଣ ମନ୍ତ୍ରୀ, ଚତୁରଙ୍ଗ ବଲ ସାଜି ଆଣନ୍ତି । ଉରଭ ଶ ଘନ ଚର୍ତ ରଥ । ସୁଖରେ ଗଲେ ସେ ଦୁର୍ଗମ ପଥ || ବନ ଗିର୍ ପୁର୍ ଚୁଳ ଥା୪ । ଶବର ନୃପଣ୍ଡ ସଙ୍ଗରେ ଭେ ॥ କହିଲେ ସେ ସବ, ଚନ୍ଦ୍ରରେ ଅଛନ୍ତି ରଘବ । ଗୁହ ବୋଲଣ୍ଡ ହେ ମିବ ସାନୁଜ । ଦେଖି ଏ ଇଂରୁମୂଲ କୁଶ ଶେଯ ଗ୍ରାମ ସୌଭା ଏଥୁ ପହୁଡ଼ ଥିଲେ । ଏଠାରେ ଲକ୍ଷ୍ମଣ କରି ରହିଲେ ୩ ତାଙ୍କ ସଙ୍ଗେ ମୁହଁ, କଥା କହନ୍ତେ ନଶି ଗଲ ୪ ପ୍ତାହ । ଦେଖି ୫ ଭରତ କଲେ ବନ୍ଧୁ ଶୋକ । ନିଜ ମାତାଙ୍କୁ ନନ୍ଦଲେ ଅନେକ ! ସେହି ବନୌରେ ବାନ୍ଧଲେ ଜଟେ । ବକଲମାନ କଲେ ପିନ୍ଧାପ୪ ୨ || ସେଠାରୁ ଚଜ୍ଞଲେ, ଭରଦ୍ଵାଳ ୭ ମୁନ ମଠେ ମିଲଲେ ॥ ୫୩ ମୁନଙ୍କ ଦେଖିଣ କୈକେୟୀ ସୁଢ । ପଡ଼ଲେ ଚରଣ ଭଲେ ଷ୍ଟିଭ ] ମୁନି ଭାଙ୍କୁ ଇଚ୍ଛା୮ ଭେଜନ ଦେଲେ । ସକଲ ସୈନ୍ୟ ଭୂପତ୯ ହୋଇଲେ ସେ ନଶି ରହିଲେ, ଘୁମ ଚରିତ କୁହାକୁହ ହେଲେ ୧° ରଜଜ୍ଞ ଶେଷରେ ହେଲେ ବାହାର । ସୈନ୍ୟ ସ୍କୁଲରେ ବନଟିଶ୍ ତୁର ॥ ଗୁହି ଖବରକୁ କଭଣ ଆଗେ । ପ୍ରବେଶିଲେ ଚ୪ ସେଲ୍‌ଗେ ୧୧ | ଶୁଣି ଗୁରୁ ଧ୍ବନ, ଲକ୍ଷ୍ମଣ ଉଠିଲେ ଜରୁ ମୁକ୍ତ ନ ୧-ସ୍ନାନ କରି ପୁସ୍ତକ ପାଠ 1 ୨-ଦେଖି ପୁଲୀନ ମୂଲେ କୁଶ ଶେଯ ପୋଥିପାଠ । ୩-ବସିଲେ ପୋଥ‌ିପାଠ । ୪-ଗଳ୍ପନାହିଁ ପୁ ସ୍ତକ ପାଠ { ୫-ଶୁଣିଣ ପୋଥପାଠ । ୨-ବୃକ୍ଷମାନଙ୍କରୁ ପିନ୍ଧଲେ ପଟି ପୋଥପାଠ । ୭–ଭରଦ୍ଵାଦଶ ପୋଥିପାଠ । ୮-କିରୁ ସୁ ସ୍ତକ ପୀଠ । ୯- ସୁଭ ପୋଥପାଠ । ୧-ପ୍ରସ୍ତର ହେବାରୁ ଶଯ୍ୟା ଗୁଡ଼ଲେ ପୁ ସ୍ତକ ପାଠ । ୧୧–ଲଗେ ପୋଥ‌ିପାଠ, ସେ ଲଗେ = ସେହିକ୍ଷଣି !