ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୨୪

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
୬୪
ରାମଲୀଳା

ଶରଦ କରେ ଘୁମଙ୍ଗଳା ଗଗ—ଆହାରୀ ଗ୍ରାମ ସ୍କୁଲରୁ ବନରେ । ନାନଙ୍କ ସଙ୍ଗରେ ବହିର କରନ୍ତୁ ଅନନ୍ଦ ମନରେ । ଧର କାନ୍ତି କର, ଗ୍ରାମ ବୁଲନ୍ତି ବନ୍ଧର ୨ | ବୋଲନ୍ତି ଦେଖରେ ଖେଳ ଚନ ଦ୍ରବ୍ୟ କି ଭୁବରେ ଚନ୍ଦନ ଅସ୍ଥିର ଭରୁ ୩ ଅତି ମନୋହର III ଧାଡ଼ି ଧାଡ଼ ହୋଇ ଶୋଇ ପାଉଛନ୍ତି ଏ ମଧ୍ୟ ଭାଗର କୁସୁମ କାନନ ମଧେ ପଥିଲେ ବହନ । ନାନା କୁସୁମରେ ସୁବେଶ କରନ୍ତି ଯୁବତୀ ରଜନ | ମଣ୍ଡ ଲେ କବସ୍ତ୍ର କୁରେ ଲେଖିଥିଲେ – କସ୍ତୁରୀ । ସମସ୍ତ ଆଭରଞ୍ଜନ ୫ ଖଞ୍ଜିଲେ କୁସୁମରେ କର ॥ ହୋଇ ହ୍ରାସ ନିମ୍ନ, ବ୍ୟୋମା ତୁମେ କଲେ ବେଶ । ବବଧ ଲୁସୁମ ଭଡାଉ ଖଞ୍ଜିଲେ ଶୋଭ କଥା ଦେଶ | ସୁଖ ଶୁକ ଧରି ପୁରୁଷ ବିବେକ । ଖନ ବାନ୍ଧବ ୬ ଆମ୍ଭେ ସଙ୍ଗେ ଦୁଃଖ ପାଇଲୁ ଅନେକ || ରୁ ମୋର ସମ୍ପଦ, କାମଦେକ ବଞ୍ଚ-ଗତ । କୋଟି କେ ି ଯୁଗ ମଇ ଭୋହର ପଲ୍‌କ ବିଚ୍ଛେଦ ! ଏହି ରୂପେ କଳା, ସଂଙ୍ଗ ୭ ସେନ ଅବଲା । ଅନୁଭଜନ ଜନ୍ତୁ ଘରଣ ନ ଚୁଡ଼ନ୍ତୁ ରକମ ଟାଲା || କନ୍ଦମୂଲ ଖେ ଭି ନାନା ପକ୍ଟଫିଲ ଢୋଲ । ବୋଲେ ବଶି ପ୍ରତଦନ ଆଣନ୍ତ ସାରୁଳ ମହାବଳୀ ॥ ୧-ଜଲରେ ପୋଥ୍‌ଠ, ୨-୫ରେ ଧୀର ଧୀର ପୁସ୍ତକପାଠ, ୩-ଭିନ୍ତୁ ପୁସ୍ତକପାଠ ୪-ଲେଖିଲେ ପୋଥପାଠ, ୫-ମାନ ପରେ ଧରଣ ପଦଟିଏ ପୋଥରେ ଅଧିକ ରହିଛି, ୬-ଜୀବନବନ୍ଧୁ, ପୋଥୁପାଠ, ୭-ଗ୍ରେଗେ ପୋଥିପାଠ, ୮-ପଲକ ପଦ ପୁସ୍ତକରେ ନାହିଁ, ୯-ପୁଷ୍ପ ଫଲ ଭୋଲ ପୋଥପାଠ ।