ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୨୭

ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୨୬ ଗୁମର ଏହି ସମୟରେ ଶ୍ରୀ ପାଶରେ ଅପୁତ୍ଵ ପ୍ରବେଶ ହୋଇଲେ । ଶାସ୍ତ୍ରମ ଶ୍ରୀଅଙ୍ଗ ସୁନ୍ଦର ଦେଖିଣ ମଦନବାଧେ ମୋହି ହେଲ । ଅସୁରୀ । ଦେଖିଲ ସୁନ୍ଦର ପୁରୁଷ ୧୮ ଅଶନ ପାଖେର ଢୁଛନ୍ତି ହୋଇ ମଦନେ ହୋଇ ଅବଶ୍ୟ । ପିଙ୍ଗଳକେଶ ଭବିଷ୍ୟରେଶ ଭାର ସ୍କୁଲ ପ୍ରାୟେକ ନଖମାନ । କୋଶାକ୍ଷୀ କୁଠାର ଦଶନ ବରନ ଦଶେ କେନ୍ଦ୍ର କାଠ ସମାନ । ଘୁମଙ୍କୁ । ଦେଖିଣ ମଦନେ ହେଲା । ବୋଲଇ ବଖି ହକ୍ଷଣି ରକ୍ଷସୀ ହୋଇଗ୍‌କ ପ୍ରବ୍ୟ ଅବଲା ।) ରଗ—ମାଳ ଶ୍ରୀ ସୁନ୍ଦର ରୂପ ହୋଇ ମୁଁ ଖ । y ଫଲ୍ଟରର ଗୁମ୍ଭେ କାହା କୁମର । ଘମ ତାଙ୍କୁ ସବୁ ବୃତ୍ତନ୍ତ କହିଲେ ସେହି କହି ଢା କଥା l ର୍ଷାରମ ତୁମ୍ଭରେ ଦେକ ଦେଖା । ଅସୁରଞ୍ଜ ମଧେ କଲ ଢ ଘର । ମୁହଁ ବିଶ୍ରବା ସୁଢା, ଡ୍ରାଭ ଦଶମଥା } ଆହେ ଗ୍ରାମ ତୁମ୍ଭେ ଆମ୍ଭେ ଏକାନ୍ତେ । ବହାର କରିବା ନଦୀ ପ୍ରବଢେ । ଦଣ୍ଡକ ବନ ଯାକ ୪ ବୁଲଇଡ ପୁଣି ଯାହା ମାଗିବ ତାହା ଦେବ ୫ । ଅସୁରୀକ ଗୃହି ହସ ହିସା ହୋଇ ବୋଲନ୍ତି କୋଦଣ୍ଡ ଧରି । ଦେଖ ସଙ୍ଗରେ କାନିକ ଅଛନ୍ତ ମୋହର । ୧-କେ ଅସୁର ଦୁନେ ଦେଖିଲ ସୁନ୍ଦର ପୁରୁଷ ପୋଥପାଠ, ୨-ଦଗଧ ପୁସ୍ତକ ପାଠ, ୩ ଭେଲା ପୋଥପାଠ, ୪-ସାଇ ପୋଥପାଠ, ୫-ଦେଉଥବ ପୋଥିପାଠ