ଆରଣ୍ୟକ କାଣ୍ଡ ଚଉଦେ ଚଉଦ ଶୂଳ ମାଇଲେ ଏହି ପରେ ଗ୍ରାମ ବାଣ ପ୍ରହାର ଚଉଦ ବାଣେ ୧ ଢା ଗ୍ରାମ ନାଟିଲେ । ପଡ଼ିଲେ ବିଲୁଳେ କବନେ ହାଇ ! { ତାହାଙ୍କୁ ମଲ୍ଲଇ ପୁଣ ସୂର୍ପ ଖୋ ୩, ଖରକୁ କାର କହିଲେ । ବୋଲେ ବଶି ସେ ପ୍ରଶଂଜ୍ଞ ବହୁତ କଲେ ଗୁଗ– ପାହାଡ଼ିଆ କେଦାର ଭଗ୍ନ ର ମୁଖୁ ଶୁଣି ବଚନ, ଖର ହୋଇଲ ୪ ଲୁପିଭମନ । ବୋଲଇ ଆଜି ଶସ୍ତ୍ର ୫ ହୋଇଲେ, ଏମନ୍ତ ବୋଲ୍ ଚଡିଲେ ସ୍ଥାନ, ସଙ୍ଗେ ଦୂଷଣ ସିଂ ଶିଶୁ ଘେନି, ନେବ ଜୀବନ ଯେ । ଚଉଦସଗ୍ଧ ଅସୁର ସୈନ୍ୟ । ଦେଖି ଶୀଘ୍ରମ ଲକ୍ଷ୍ମଣଙ୍କୁ କରି ନ୍ତଯେ । ବେଭିଲ୍ ବନ ଯେ !! ଦେଖ ଅସୁର ସୈନ୍ୟ ବେଉଁ ପଡ଼ନ୍ତୁ ୬ ହେ । ତୁମ୍ଭେ ଏଥକୁ ଉତ୍ସ ନ କର ଯିବେ ଏମାନେ ଶମନପୁର୍ ଦେଖ ଦକ୍ଷିଣଭୁଜ ଆୟୁର ନୃତ୍ୟ ୭ କରଇ ଯେ ସୀତାଙ୍କୁ ଗିଈ ବୋଷ ଭତରେ ରଟିଣ ତୁମ୍ଭେ ଜଗ ଦୁଆରେ । ୧- କାଣ୍ଡେ ପୋଵିପାଠ । ୨- ପୁଣି ଚଉଦକାଣ୍ଡ ଭାଙ୍କୁ ମାଇଲେ । ଭୂମିରେ ପଞ୍ଚ ଜୀବନ ହାରିଲେ, ପୋଥପାଠ । ୩- ନଣାଚର ପୋଥିପାଠ । ୪- ପ୍ରଖର ପୋଥପାଠ । ୫– ଶସ୍ତ୍ର ପୋଥପାଠ । ୬- ବେରୁଛନ୍ତି ପୋଽପାଠ ୭ ୱିରୁଅଛଇ ପୋଥିପାଠ । ୬୯
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୧
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ