ଅରଣ୍ୟକକାଣ୍ଡ କର୍ଷ ୯ ପ୍ରଦାନ ଦିବ୍ୟ ହେମ ସଝାଙ୍ଗ ବନକୁ କରେ ଉଦର । ପେଣ୍ଡ ପେଣ୍ଡି ହୋଇ ଭଲୁଯାକ ଭାର ମୁକ୍ତିଭାର ପୁଣି କ୍ଷେପଇ ପୁଣି ଚରଇ ପୁଣି ସେ ଅବବ ଦେଖାଇ । ବିଦର ସେ । ନାନା ଜ୍ୱରରେ ୨ ନାନା ଗତ କରନ୍ତେ କେ ଅବା ନୋହିବ ମୋହି ଯେ ଗ୍ରାମ ଅଶ୍ରମର ନକ୪ ଚରନ୍ତେ ପଡ଼ଲ୍ ମାନଙ୍କ ଦୃଷ୍ଟି । କୁସୁମ ବନ୍ଧୁ କୁସୁମ ଭୋଲ୍ଟେଲେ ସ୍ବୟଂ ପଦ୍ମ ବମ୍ବÉଶୀ ୩ ଯେ । ହଲ୍ ମୃଗ ତାଙ୍କର ମତ କରୁଅଛ ସେ ବିବିଧ ଗର୍ଭ । ଅପେ ଆର୍ଯ୍ୟପୁସି ୪ ଆସି ଆ ଦେଖି ୫ ଏ କନକ ୟୁଗ ଗଣ୍ଡ ହେ ! ଶୁଣିଣ ଗ୍ରାମ ଲକ୍ଷ୍ମଣ ଧନୁଶର ଘେନଶ ହେଲେ ବାହାର । ଦେଖିଲେ ବର ମୃଗ ଚରୁଅଛୁ କୁସୁମ ବନ ଭକ୍ତର ସେ ? ଦେଖି ଲକ୍ଷ୍ମଣ ସମଙ୍କୁ କହେ ୬ ଦେବ ମାତ ଏମନ୍ତ ହୋଏ ୭ { ନ ଜାଣି ଅସୁରମାନଙ୍କ କପଣ ଲଗିଲ୍ ତ ବଡ଼ ଭସ୍ତେ ୮ ଯେ । ଶୁଣି ଜାନଙ୍କ ବୋଲନ୍ତ ହେ ଲକ୍ଷ୍ମଣ ଏହା ବସ୍ତୁର ନ କର । ଧଣ୍ଡ୍ ଆଣିଲେ ସେ ଭରତକୁ ଦେବା ୯ ନ ଧରି ପାଇଲେ ମାର ଯେ । ଗ୍ରାମ ଲକ୍ଷ୍ମଣ ସୀଉକାର କଲେ କୋଦଣ୍ଡରେ ଗୁଣ ବସାଇଲେ । ବୋଲେ ବଶି ସୀତା ଲକ୍ଷ୍ମଣେ ଜଗାଇ ଗ୍ରାମ ଭାଲୁ ଗୋଡ଼ାଇଲେ ଯେ ୭୫ ୧-କାନ୍ତୁ ସୁ ସ୍ତକପାଠ, ୨-ଜାଣ୍ଡରେ ପୋଥିପାଠ, ୩-ସ୍ବୟଂ ପଦ ପୁ ସ୍ତକରେ ନାହିଁ, ୪-ଗୁନ୍ ପୋଥିପାଠ, ୫-ଦେଖ ତୁମ୍ଭେ ଏ ମୃଗ ଅକୃତ ହେ ପୋଥପାଠ, ୬କ ପୋଥ୍ପାଠ, ୭-ହୋଇ ପୋଥପାଠ, ୮-ସନ୍ଦେହ ଯେ ପୋଥପାଠ, ୧-ଦେବା ନେଇ ପୋଥିପାଠ ।
ପୃଷ୍ଠା:Bichitra Ramayana or Bisi Ramalila (Biswanath Khuntia).pdf/୧୩୭
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ